ଏହି ୫ଟି ଜିନିଷ ଭୁଲରେ ମଧ୍ୟ କାହାକୁ ଦାନ କରନ୍ତୁ ନାହିଁ, ହୋଇଯିବ ଅନର୍ଥ

ବନ୍ଧୁଗଣ ଆମେ ଆମ ନୀତିଦିନ ଜୀବନରେ କେତେକ ଜିନିଷ ଅନ୍ୟକୁ ଦାନ କରିଥାଉ । ଦାନ କରିବା ଏକ ମହତ କାର୍ଯ୍ୟ ହୋଇଥାଏ ସତ ମାତ୍ର ଶାସ୍ତ୍ର ଅନୁଯାଇ କିଛି ଏଭଳି ଜିନିଷ ଅଛି ଯାହାକୁ ଦାନ କଲେ ଅନର୍ଥ କିମ୍ବା ଆମର କ୍ଷତି ହୋଇଥାଏ । ବନ୍ଧୁଗଣ ହିନ୍ଦୁ ଧର୍ମରେ ଶାସ୍ତ୍ର ମାନଙ୍କୁ ବହୁତ ମହତ୍ଵ ଦିଆଯାଇଛି । ଶାସ୍ତ୍ରରେ ଦାନ କରିବାକୁ ମହତ ବୋଲି କୁହାଯାଇଛି । ଏହା ମାନ୍ୟତା ମଧ୍ୟ ରହିଛି, ଦାନ କରିବା ଦ୍ଵାରା ବ୍ୟକ୍ତିର କେତେକ ପ୍ରକାରର ସମସ୍ୟାର ସାମାଧାନ ମଧ୍ୟ ହୋଇଯାଏ ।

ଏହା ସହିତ ବହୁତ ପୂଣ୍ୟ ମଧ୍ୟ ମିଳିଥାଏ । ଏହା ସହିତ ଭଗବାନଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଥାଏ । କିନ୍ତୁ ବ୍ୟକ୍ତି ଭୁଲ ବଶତ ଏଭଳି କେତେକ ଜିନିଷ ଦାନ କରିଥାନ୍ତି, ଯାହାଦ୍ୱାରା ତାର ବହୁତ କିଛି କ୍ଷୟ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଏହିସବୁ ଜିନିଷକୁ ଦାନ କରିବା ମହାପାପ ହୋଇଥାଏ । କେତେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଶାସ୍ତ୍ର ଅନୁଯାଇ ସମସ୍ତ କାର୍ଯ୍ୟ କରିଥାନ୍ତି । ମାତ୍ର କେତେକ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ଏ ସବୁକୁ ବିଶ୍ଵାସ କରନ୍ତି ନାହିଁ । ଆସନ୍ତୁ ଆଜି ଆମେ ଜାଣିବା ଯେ ଶାସ୍ତ୍ର ଅନୁଯାଇ କେଉଁ କେଉଁ ୫ଟି ଜିନିଷକୁ ଦାନ କରିବା କଥା ନୁହେଁ ।

୧- ଭୁଲରେ ମଧ୍ୟ କୌଣସି ଧାରୁଆ ଅସ୍ତ୍ର କିମ୍ବା ଜିନିଷର ଦାନ କରିବା କଥା ନୁହେଁ । ଏପରି କରିବା ଦ୍ଵାରା ସୁଖ ଶାନ୍ତି ଭଙ୍ଗ ହୋଇଥାଏ । ୨- ଯେଉଁ ବ୍ୟକ୍ତି ମାନଙ୍କର କୁଣ୍ଡଳୀରେ ଶନି-ଦୋଷ ରହିଥାଏ ସେମାନେ ତେଲ ଦାନ କରିବା ଶୁଭ କୁହାଯାଇଛି, ମାତ୍ର ଏହି ତେଲ ଖରାପ ହେବା ଉଚିତ ନୁହେଁ, ଖରାପ ତେଲର ଦାନ କରିବା ଅଶୁଭ ବୋଲି କୁହାଯାଇଛି । ଏଣୁ ଆପଣ ଧ୍ୟାନ ରଖିବେ ଖରାପ ତେଲ କାହାକୁ ଦାନ କରିବେ ନାହିଁ ।

୩- ଶାସ୍ତ୍ର ମାନଙ୍କରେ କୁହା ଯାଇଛି ପ୍ଲାଷ୍ଟିକ ଏବଂ ସ୍ଟୀଲ ବାସନ ଅଥବା ଜିନିଷ କାହାକୁ ଦାନ କରିବା ଉଚିତ ନୁହେଁ । ଷ୍ଟିଲର ବାସନ ଦାନ କରିବା ଦ୍ଵାରା ସୁଖ ଶାନ୍ତି ଭଙ୍ଗ ହୋଇଥାଏ, ସେହିଭଳି ପ୍ଲାଷ୍ଟିକ ବାସନ ଦାନ ଦେବା ଦ୍ଵାରା ବ୍ୟାପାର ଚପଟ ହୋଇଥାଏ । ୪- ବନ୍ଧୁଗଣ ବାସୀ ଖାଦ୍ଯ କାହାକୁ ଦାନ କରିବା ଉଚିତ ନୁହେଁ । କାହାକୁ ବାସୀ ଖାଇବା ଦାନ କରିବା ଦ୍ଵାରା ଆପଣଙ୍କ ଘରେ ବିମାରୀ ଘର ବନାଇଥାଏ, ଆପଣ ଅସୁସ୍ଥ ହୋଇଥାନ୍ତି ଏପରି କରିବା ଦ୍ଵାରା ।

୫- ବନ୍ଧୁଗଣ ଝାଡୁକୁ ମାତା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି କୁହାଯାଇଛି । ଏଥିପାଇଁ କେବେ ମଧ୍ୟ ଝାଡୁର ଦାନ କରିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ବନ୍ଧୁଗଣ ଆପଣ ଯଦି ଏହିସବୁ ନିୟମକୁ ମାନି ଚାଲନ୍ତି ତେବେ ଆପଣଙ୍କ ବହୁତ ଉନ୍ନତି ହେବ, ଯଦି ଆପଣ ଏହାକୁ ନମାନି ଚଳନ୍ତି ତେବେ ଆପଣଙ୍କର ବହୁତ ପ୍ରକାର କ୍ଷତି ହେବା ସହିତ ଆପଣଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଣୁ ବିନୀତ ଅନୁରୋଧ ଯେ ଆପଣ ଏହି ସବୁ ନିୟମକୁ ଅବଲମ୍ବନ କରି କାର୍ଯ୍ୟରେ ଲଗାନ୍ତୁ । ବନ୍ଧୁଗଣ ଯଦି ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *