ବୁଧବାର ଦିନ କରିନ୍ତୁ ଏହି ୫ ଟି ଉପାୟ, ଘରୁ ଦୂରେଇଯିବ ସବୁ ସମସ୍ଯା

ବୁଧବାରକୁ ପ୍ରଥମ ପୂଜ୍ୟା ଭଗବାନ ଗଣେଶଙ୍କ ଦିନ ବୋଲି କୁହାଯାଏ । ଏହି ଦିନରେ ଭଗଣ ଗଣେଶଙ୍କ ଆରାଧନା କରିବା ଦ୍ଵାରା ସବୁ କଷ୍ଟର ନିବାରଣ ହୋଇଥାଏ । ପାର୍ବତୀ ନନ୍ଦନଙ୍କୁ ବିଘ୍ନ ହର୍ତା ମଧ୍ୟ କୁହାଯାଏ, ଯଦି ବୁଧବାରରେ ପୁରା ମନରେ ଗଣେଶଙ୍କ ଆରାଧାନ କରିବେତ ନିଶ୍ଚିତ ରୂପେ ଆପଣଙ୍କୁ ଲାଭ ପ୍ରାପ୍ତ ହେବ ।

ପ୍ରଥମ ପୂଜ୍ୟ ହେଉଛନ୍ତି ହେଉଛନ୍ତି ଭଗବାନ ଗଣେଶ ନିଜ ଭକ୍ତର କେବଳ ଖାଲି କଷ୍ଟ ହରଣ କରିନଥାନ୍ତି ବିଦ୍ୟା ବୁଦ୍ଧି ମଧ୍ୟ ଦେଇଥାନ୍ତି । ହିନ୍ଦୁ ଧର୍ମରେ ଗଣେଶ ଭଗବାନ ସବୁ ରୂପରେ ଶୁଭ ଓ ମଙ୍ଗଲ କରି ବୋଲି କୁହାଯାଏ, ସେଥିଲାଗି କିଚିବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ଆରାଧନା କରାଯାଇଥାଏ ।

ଭାରତର ସବୁ ହିନ୍ଦୁ ଧର୍ମର ଲୋକ ଗଣେଶ ଭଗବାନଙ୍କ ଆରାଧନା କରିଥାନ୍ତି । ସେମିତିରେ ସମସ୍ତଙ୍କ ଘରେ ଭଗବାନ ଗଣେଶଙ୍କ ମୂର୍ତ୍ତି ମିଳିଥାଏ । କିନ୍ତୁ ଭଗବାନ ଗଣେଶଙ୍କର ୪ଟି ବିଶେଷ ପ୍ରକାର ମୂର୍ତ୍ତି ରହିଛି । ଯାହା ଘରେ ରହିଲେ ବହୁତ ଶୁଭ ବୋଲି କୁହାଯାଏ । ଯଦି ଏହି ମୂର୍ତ୍ତି ଆପଣଙ୍କ ଘରେ ଥିବ, ଆପଣଙ୍କ ସବୁ ବିଗିଡି ଥିବା କାମ ସଫଳ ହେବ ଓ ଭଗବାନ ଗଣେଶ ସଦବୁଦ୍ଧି ଦେବେ । ଆଜି ଆମେ ଏହି ଚାରି ପ୍ରକାର ମୂର୍ତ୍ତି ବିଷୟରେ ବିସ୍ତାର ରୂପରେ କହିବୁ ।

ଏହି ମୂର୍ତ୍ତିକୁ ଲଗାନ୍ତୁ ମୁଖ୍ୟ ଦ୍ଵାରରେ

ଆମ୍ବ କି ଓସ୍ତ ବା ଲିମ୍ବ ପତ୍ରରେ ହୋଇଥିବା ଗଣେଶଙ୍କ ବହୁତ ମହତ୍ଵ ରହିଛି । ଶସ୍ତ୍ର ଅନୁସାରେ ଯଦି ଏହି ମୂର୍ତ୍ତିକୁ ମୁଖ୍ୟ ଦ୍ଵାରରେ ଲଗାଇ ଦିଆଯାଏ, ତ ଭଗବାନ ଗଣେଶ କଷ୍ଟ ଘରେ ପ୍ରବେଶ କରିନଥାଏ । ଏହା ସହିତ ଘରର ମାହୋଲ ସକାରାତ୍ମକ ବନି ରହିଥାଏ ଓ ଧାନ ସୁଖର ପ୍ରାପ୍ତି ହୋଇଥାଏ ।

ଘରେ ସୁଖ ସମୃଦ୍ଧି ପାଇଁ ଏହି ମୂର୍ତ୍ତିକୁ ସ୍ଥାପନ  କରନ୍ତୁ

ଗାଇର ଗୋବରରେ ବନିଥିବା ଗଣେଶ ମୂର୍ତ୍ତି ଧନ ବୃଦ୍ଧି କାରକ ବୋଲି କୁହାଯାଏ । ଯଦି ଆପଣ ଧନବାନ ହେବାକୁ ଚାହୁଁଛନ୍ତି, ଭଗବାନ ଗଣେଶଙ୍କର ଏହି ମୂର୍ତ୍ତି ସ୍ଥାପନ କରିପାରିବେ । ମାନ୍ୟତା ରହିଚିକି ଗାଈର ଗୋବରରେ ବନିଥିବା ଗଣେଶର ମୂର୍ତ୍ତି ଘରେ ସୁଖ ସମୃଦ୍ଧି ସହିତ ଶାନ୍ତିର ବାତାବରଣ ଆସିଥାଏ । ଏହି ମୂର୍ତ୍ତି ଘରେ ରହିଲେ ଘର ଲୋକଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଭଗବାନ ଗଣେଶଙ୍କ ଏହି ମୂର୍ତ୍ତି ଦେବା ବହୁତ ଲାଭ

ଶ୍ଵେତ ଗଣେଶଙ୍କ ମୂର୍ତ୍ତି ଘରେ ରହିଲେ ବହୁତ ଲାଭଦାୟକ ହୋଇଥାଏ । ଯଦି ଘରେ ଗଣପତି ମହାରାଜଙ୍କ ଏହି ମୂର୍ତ୍ତି ନାହିଁ, ରବିବାର କି ପୂଣ୍ୟ ନକ୍ଷତ୍ରରେ ସେହି ମୂର୍ତ୍ତିକୁ ଘରକୁ ଆଣନ୍ତୁ ଓ ସେହି ମୂର୍ତ୍ତିକୁ ବିଧିବତ ଭାବରେ ପୂଜା କରନ୍ତୁ । ଏଥିରେ ସୁଖ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ଯଦି ଆପଣ ପ୍ରତିଦିନ ଗଣେଶ ଭଗବାନଙ୍କ ପୂଜା କରିବେ ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ମଜଭୁତ ହୋଇବ ।

ଆର୍ଥିକ ଅସୁବିଧା ହେବନି ଗଣେଶଙ୍କର ଏହି ମୂର୍ତ୍ତି ରଖିଲେ

କ୍ରିଷ୍ଟାଲରେ ବନିଥିବା ଗଣେଶ ମୂର୍ତ୍ତିର ପୂଜା କରିବା ଦ୍ଵାରା ବାସ୍ତୁଦୋଷ ଦୂର ହୋଇଥାଏ । କ୍ରିଷ୍ଟାଲ ଗଣେଶ ସହ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଦ୍ଵାରା ଧନର ପ୍ରାପ୍ତି ହୋଇଥାଏ ଓ ସୌଭାଗ୍ୟରେ ବୃଦ୍ଧି ହୋଇଥାଏ । କ୍ରିଷ୍ଟାଲ ଗଣେଶଙ୍କର ଆରାଧନା କରିବା ଦ୍ଵାରା କେବେବି ପଇସାର କମି ହୋଇନଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *