ହଠାତ ଯଦି ବଢୁଛି ଘରର ଖର୍ଚ୍ଚ ତ ହୋଇଯାଆନ୍ତୁ ସାବଧାନ! ତୁରନ୍ତ ଦିଅନ୍ତୁ ଏହି କଥା ଉପରେ ଧ୍ୟାନ

ମନୁଷ୍ୟ ନିଜ ଜୀବନରେ ବହୁତ ଅସୁବିଧାର ବ୍ୟତୀତ କରିଥାଏ । ଚାକିରିର ଚିନ୍ତା ହେଉ କି ବ୍ୟାପାର ହେଉକି କିଛି ଆର୍ଥିକ ଚିନ୍ତା ହେଉ, ଯଦି ଏହି ସବୁ ଚିନ୍ତାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ସେଥିପାଇଁ ବାସ୍ତୁ ବାସ୍ତୁଶାସ୍ତ୍ରରେ କୁହାଯାଇଥିବା ନିୟମର ପାଳନ କରିବାକୁ ହେବ । ଯଦି ଘର ଭିତରେ ନକରାତ୍ମକ ଊର୍ଜାର ପ୍ରବାହ ରହିଥାଏ ସେଥିପାଇଁ ଏହିଭଳି ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

ଘରର ଖର୍ଚ୍ଚ୍ଚ ବଢିବାକୁ ଲାଗିଥାଏ, ଘରେ କିଛି ନା କିଛି କଥାକୁ ନେଇ ଅସୁବିଧାର ସାମ୍ନା କରିବାକୁ ପଡିଥାଏ । ଯଦି ଏହିଭଳି ଅସୁବିଧା ଓ ଚିନ୍ତା ଗ୍ରସ୍ତ ସବୁବେଳେ ରହିବେ ବହୁତ ଖରାପ ହୋଇପାରେ । ସେଥିପାଇଁ ସମୟ ପୂର୍ବରୁ ଏହାର ଉପାୟ କରନ୍ତୁ । ଯଦି ଏହି କଥା ଉପରେ ଆପଣ ଧ୍ୟାନ ଦେବେ ତେବେ ଏହି ଚିନ୍ତାରୁ ମୁକ୍ତି ପାଇପାରିବେ ।

Image Courtesy: Google

ରାତିରେ ଶୋଇବା ପୂର୍ବରୁ ଅଇଁଠା ବାସନ ସଫା କରନ୍ତୁ

ବାସ୍ତୁ ଶାସ୍ତ୍ର ଅନୁସାରେ ଅଇଁଠା ବାସନ ଘରେ ନକରାତ୍ମକ ଊର୍ଜା ବୃଦ୍ଧି କରିଥାଏ । ବହୁତ ଲୋକଙ୍କ ଆଦତ ହୋଇଥାଏ, ରାତ୍ରି ଭୋଜନ କରିବା ପରେ ଅଇଁଠା ବାସନ ସଫା ନ କରି ସୋଇଯାଆନ୍ତି । କିନ୍ତୁ ଆପଣଙ୍କର ଏହି ଅଭ୍ୟାସ ଅସୁବିଧାର ମୁଖ୍ୟ କାରଣ ହୋଇଥାଏ । ଅଇଁଠା ବାସନ ପକାଇ ସୋଇଗଲେ ନକରାତ୍ମକ ଊର୍ଜା ଘରେ ସକ୍ରିୟ ହୋଇଯାଆନ୍ତି । ଯେଉଁଥି ପାଇଁ ବୈବାହିକ ଜୀବନରେ ଅସୁବିଧା ଉତ୍ପନ ହୋଇଥାଏ । ଘରେ କୌଣସି ନା କୌଣସି ସଦସ୍ୟ ଦେହ ଖରାପ ହୋଇଥାଏ । ବହୁତ ଔଷଧ ଖାଇଲା ପରେ ମଧ୍ୟ ସ୍ୱାସ୍ଥ୍ୟରେ କିଛି ସୁଧାର ହୋଇନଥାଏ । ସେଥିପାଇଁ ଧାନ ହାନୀର ସାମ୍ନା କରିବାକୁ ପଡିଥାଏ । ସେଥିପାଇଁ ରାତ୍ରି ସମୟରେ ଅଇଁଠା ବାସନ ସଫା କରି ସୋଇବେ ।

Image Courtesy: Google

ଧନ ହାନିର କାରଣ ନଳରୁ ପାଣି ଟିକେ ଟିକେ ପଡିବା

ଘରେ ଲଗାଯାଇଥିବା ନଳ ବ ପାଇପରୁ ପାଣି ଟିକେ ଟିକେ ତଳେ ପଡିଥାଏ , ଯାହା ଉପରେ ଲୋକ ଧ୍ୟାନ ଦେଇନଥାନ୍ତି । ଶେଥିପାଇଁ ଧନ ସହିତ ଜଡିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଏହି କାରଣରୁ ବହୁତ ଖର୍ଚ୍ଚ ବଢିଥାଏ । ବାସ୍ତୁ ଶାସ୍ତ୍ର ହିସାବରେ  ପାଣି ଟପ ଟପ ହୋଇ ପଡିବା ଶୁଭ ହୋଇନଥାଏ । ଯଦି ଘରେ କେଉଁଠି ପାଣି ଏମିତି ପଡୁଛି ଜଲ୍ଦି ଠିକ କରନ୍ତୁ ।

Image Courtesy: Google

ଜୋତା ଷ୍ଟାଣ୍ଡ ଘରର ମୁଖ୍ୟ ଦ୍ଵାରରେ  ରଖନ୍ତୁ ନାହିଁ

ବାସ୍ତୁ ଶାସ୍ତ୍ର ଅନୁସାରେ ଘର ମୁଖ୍ୟ ଦ୍ଵାରରେ  ସୁ ଷ୍ଟାଣ୍ଡ ଅଛି, ଶେଠୀ ପାଇଁ ଧନ ହାନି ହୋଇଥାଏ । ହାତରେ ଆସୁଥିବା ପଇସାବି ରହିନଥାଏ । ଆଡୁ ସାଡୁ ଜିନିଷରେ ବେକାରିଆ ଖର୍ଚ୍ଚ ହୋଇଥାଏ , ଶେଥି ପାଇଁ ସୁ ଷ୍ଟାଣ୍ଡ ଏମିତି ଜାଗାରେ ରଖନ୍ତୁ, ଆସିବା ଯିବା ସମୟରେ ନଜର ଯେମିତି ପଡିବନି ।

Image Courtesy: Google

ଘରେ ଭଙ୍ଗା ବାସନରୁ ହୋଇଥାଏ ଖର୍ଚ୍ଚରୁ ବୃଦ୍ଧି

ଯଦି ଆପଣ ଘରେ ଏହିଭଳି ବାସନ ରହିଛି, ଯାହା କିଛି କାମର ନୁହେଁ । ଯଦି ଭଙ୍ଗା କି ଫଟା ଅଛି, ତାକୁ ଅତି ଶୀଘ୍ର ଘରୁ ହଟାନ୍ତୁ । କାରଣ ଏହି ଫଟା ବାସନ ପାଇଁ ଖର୍ଚ୍ଚ ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *