ଭୟଙ୍କର ଦୃଶ୍ୟ! 3 ଟି ବୁଲା କୁକୁର କୁନି ଝିଅଟିକୁ ଘେରି ଯାହା କରୁଛନ୍ତି ଦେଖି ଆପଣଙ୍କ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ Video

ଆମ ସାମ୍ନାରେ ବେଳେ ବେଳେ ଏମିତି କିଛି ଭି-ଡି-ଓ ଚାଲି ଆସେ ଯାହାକୁ ଦେଖିବା ପରେ ଆମେ ଆଶ୍ଚର୍ଯ୍ୟ ହୋଇ ଯାଉ । ଆଜି ଆମେ ଆପଣଙ୍କ ପାଇଁ ସେମିତି ଏକ ଭି-ଡି-ଓ ନେଇ ଆସିଛୁ । ଏଥିରେ ଆପଣ ବୁଲା କୁକୁରମାନଙ୍କର ଏହିଭଳି ରୂପ ଦେଖିଲେ ଆଶ୍ଚର୍ଯ୍ୟ ହେବା ସହିତ ଡରି ଯିବେ । କହିବାକୁ ଗଲେ ଅଲିଗଢ ଜିଲ୍ଲାର AMU କ୍ୟାମ୍ପସରେ ଏକ ଆଶ୍ଚର୍ଯ୍ୟ କରିଦେବା ବାଲା ଘଟଣା ଘଟିଛି । ଯାହାର କିଛି ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଛି ।

ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭି-ଡି-ଓରେ ୩ ଟି ରାସ୍ତାରେ ବୁଲୁଥିବା କୁକୁର ଅଚାନକ ଗୋଟିଏ ଛୋଟ ଝିଅ ଉପରେ ଆ-କ୍ର-ମ-ଣ କରୁଛନ୍ତି ଓ ତାକୁ ନିଜର ଆହାର କରିବାକୁ ଚେଷ୍ଟା କରୁଛନ୍ତି ।

ପ୍ରଥମେ ତ ଗୋଟିଏ ଗେଟ ଭିତରୁ ଝିଅ ଟି ଦୌଡି ଦୌଡି ଆସୁଛି । କୁକୁରର ଆ-କ୍ର-ମ-ଣ ପରେ ଝିଅ ଟି ତଳେ ପଡି ଯାଉଛି । ତିନି ବୁଲା କୁକୁର ନିଜର ଦାନ୍ତ ଓ ନଖ ଦ୍ଵାରା ଝିଅର ଶରୀର ଉପରେ ଗୋଟିଏ ପରେ ଗୋଟିଏ ଆ-କ୍ର-ମ-ଣ କରୁଛନ୍ତି । ଅଲିଗଢ ଜିଲ୍ଲାର ଅଲିଗଢ ମୁ-ସ୍ଲି-ମ ୟୁନିବର୍ସିଟୀର AMU କ୍ୟାମ୍ପସରେ ଛୋଟ ଝିଅ ଉପରେ ବୁଲା କୁକୁରମାନଙ୍କର ଗୋଟିଏ ଦ-ଳ ଦ୍ଵାରା ଆ-କ୍ର-ମ-ଣ ପରେ ସ୍ଥାନୀୟ ଲୋକମାନେ ଡ-ରି ଯାଇଛନ୍ତି ।

ଯାହାର ଗୋଟିଏ ସି-ସି-ଟି-ଭି ଫୁ-ଟେ-ଜ ବି ସାମ୍ନାକୁ ଆସିଛି । ଯେଉଁଠି ୩ ଟି ବୁଲା କୁକୁରକୁ ଦେଖି ଛୋଟ ଝିଅ ନିଜର ଜୀବନ ବଞ୍ଚାଇ ଦୌଡିବାକୁ ଲାଗିଲା । କିନ୍ତୁ ସେହି ଛୋଟ ଝିଅ ପଛରେ ଦୌଡି ଦୌଡି ତିନି ବୁଲା କୁକୁର ଝିଅ ଉପରେ ଡେଇଁ ତାକୁ ତଳେ ପକାଇ ଦେଲେ । ତିନି କୁକୁର ମା-ଟି-ରେ- ପଡିଥିବା ଝିଅକୁ ନିଜର ଦା-ନ୍ତ ଦ୍ଵାରା କା-ମୁ-ଡି-ବା ଆରମ୍ଭ କରି ଦେଉଛନ୍ତି । ନିଜର ଦା-ନ୍ତ ଦ୍ଵାରା ଝିଅକୁ ଖ-ଣ୍ଡି-ଆ ଖା-ବ-ରା ବି କରି ଦେଉଛନ୍ତି ।

ଏହାକୁ ଦେଖି ପାଖରେ ଛିଡା ହୋଇଥିବା ଜଣେ ମହିଳା ଦୌଡି ଯାଇ ସେହି କୁକୁରମାନଙ୍କୁ ଘୋଡାଇବାକୁ ଚେଷ୍ଟା କରିଲା ଓ ମହିଳାକୁ ଦେଖି କୁକୁରମାନେ ଚାଲିଗଲେ । ଯେଉଁ କାରଣରୁ ଝିଅ ଟି ବ-ଞ୍ଚି ଗଲା । କିନ୍ତୁ ମହିଳା ଆସିବା ଭିତରେ ତିନି କୁକୁର ଝିଅକୁ ନିଜର ଦା-ନ୍ତ ଦ୍ଵାରା ବହୁତ ଆ-ଘା-ତ କରି ଦେଇଥିଲେ । ଝିଅକୁ ସଙ୍ଗେ ସଙ୍ଗେ ପାଖରେ ହସ୍ପିଟାଲ ନିଆଗଲା ।

Leave a Reply

Your email address will not be published. Required fields are marked *