କିଏ ଏହି ବୃଦ୍ଧ ମହିଳା, ଯାହାଙ୍କୁ ହାତ ଯୋଡିଲେ PM Narendra Modi, ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ, ଦେଖନ୍ତୁ Video

ରାଷ୍ଟ୍ରପତି ଭବନ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ଖାଲି ପାଦରେ, ପା-ର-ମ୍ପା-ରି-କ ଶା-ଢୀ, ଆ-ଦି-ବା-ସୀ ଗ-ହ-ଣା ପି-ନ୍ଧି ଚାଲି ଆସୁଥିବା ଏହି ମହିଳା ଜଣକ ହେଉଛି ତୁଲସୀ ଗଉଡ । ଯାହାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ୍ମଶ୍ରୀ ପୁ-ର-ଷ୍କା-ର ଦ୍ଵାରା ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନରେ ଯେତେବେଳେ ତୁଲସୀ ଗଉଡ ପୁ-ର-ଷ୍କା-ର ନେବା ପାଇଁ ପହଞ୍ଚିଲେ ତେବେ ସମସ୍ତେ ତାଙ୍କର ବେଶଭୁଷା ଓ ସମସ୍ତଙ୍କ ପ୍ରତି ସମ୍ମାନକୁ ଦେଖି ସମସ୍ତେ ଆ-ଶ୍ଚ-ର୍ଯ୍ୟ ହୋଇଗଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ନେଇ ଗୃହ ମନ୍ତ୍ରୀ ଅମତି ଶାହା ବି ତୁଲସୀ ଗଉଡଙ୍କୁ ନମସ୍କାର କରିଲେ । ପିଏମ ମୋଦୀ ତୁଲସୀ ଗଉଡଙ୍କ ହାତକୁ ଧ-ରି-ଥି-ବା ସମୟର ଏହି ଫଟୋ ବହୁତ ଭା-ଇ-ରା-ଲ ହେଉଛି । ବର୍ତ୍ତମାନ ଚାଳନ୍ତୁ ଜାଣିବା ତୁଲସୀ ଗଉଡ କିଏ ।

ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ହେଉଛି ପଦ୍ମଶ୍ରୀ । ୮ ନଭେମ୍ବରକୁ ଭିନ୍ନ ଭିନ୍ନ କ୍ଷେତ୍ରରେ ଭଲ କାମ କରିଥିବା କିଛି ବ୍ୟକ୍ତି ବିଶେଷଙ୍କୁ ପଦ୍ମଶ୍ରୀ ପୁ-ର-ଷ୍କା-ର ଦିଆଯାଇଛି । କିନ୍ତୁ ଏହା ମଧ୍ୟରେ ତୁଲସୀ ଗଉଡ ସମସ୍ତଙ୍କ ଆ-କ-ର୍ଷ-ଣ-ର କେନ୍ଦ୍ର ହୋଇଗଲେ ।

ତୁଲସୀ ଗଉଡ କର୍ଣାଟକର ଆ-ଦି-ବା-ସୀ ମହିଳା ତୁଲସୀ ଗଉଡଙ୍କୁ ପରିବେଶ ସୁରକ୍ଷାରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ପୁ-ର-ଷ୍କା-ର ଦିଆଯାଇଛି । କର୍ଣାଟକର ହଲକି ଜନଜାତିର ଜଣେ ଗରିବ ପରିବାରରେ ତୁଲସୀ ଗଉଡ ଜନ୍ମ ଗ୍ରହଣ କରିଥିଲେ ।

ମାତ୍ର ଦୁଇ ବର୍ଷର ଥିଲେ ଯେତେବେଳେ ତାଙ୍କର ପିତାଙ୍କ ଦେ-ହା-ନ୍ତ ହୋଇଗଲା । ସେହି ସମୟରୁ ହିଁ ସେ ନିଜର ପେଟ ପୋଷିବା ପାଇଁ ନିଜର ମାଆ ଓ ଭଉଣୀ ସହ ଦିନ ମ-ଜୁ-ରି-ଆ କାମ କରୁଥିଲେ । ଏତିକି ନୁହେଁ ୧୧ ବର୍ଷ ବୟସରେ ତାଙ୍କ ଠାରୁ ବହୁତ ବର୍ଷ ବଡ ଗୋବିନ୍ଦ ଗଉଡଙ୍କ ସହ ବିବାହ କରି ଦିଆ ଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ କେବେ ବି ପାଠ ପଢି ନାହାନ୍ତି କିନ୍ତୁ ସେ ଜ-ଙ୍ଗ-ଲ-ର ମିଳୁଥିବା ସମସ୍ତ ଗଛ ଓ ଜଡିବୁଟିର ଲକ୍ଷ ଲକ୍ଷ ପ୍ରଜାତି ବିଷୟରେ ଜାଣିଛନ୍ତି ।

ତୁଲସୀ ଗଉଡ ମାତ୍ର ୧୨ ବର୍ଷ ବୟସରେ ନିଜର ଘରର ଆଖପାଖ ଜଙ୍ଗଲରେ ୩୦ ରୁ ୪୦ ହଜାର ଗଛ ଲଗାଇ ଦେଇଥିଲେ । ପରିବେଶ ସହ ଏତେ ଯୋଡି ହୋଇ ଥିଲେ କି ସେ ଅସ୍ଥାୟୀ ସ୍ଵୟଂ ସେବକ ରୂପରେ ବନ ବିଭାଗରେ ସା-ମି-ଲ ହୋଇଥିଲେ । କିଛି ଦିନ ପରେ ବନ ବିଭାଗ ତାଙ୍କର କାର୍ଯ୍ୟକୁ ଦେଖି ତାଙ୍କୁ ଚାକିରି ଦିଆଗଲା । ତୁଲସୀ ଗଉଡ ବନ ବିଭାଗରେ ୧୪ ବର୍ଷ କାମ କରିଛନ୍ତି ଓ ସେ ୭୦ ବର୍ଷ ବୟସରେ ରିଟାୟରମେଣ୍ଟ ନେବା ପାଇଁ ଆଗ୍ରହ କରିଲେ ।

କୁହନ୍ତି କି ସେ ନିଜର ପୁରା ଜୀବନ କାଳରେ ଏକ ଲକ୍ଷ ଗଛ ଲଗାଇଛନ୍ତି । ସେ କେତେକ ଇଣ୍ଟରଭିୟୁରେ କହିଛନ୍ତି କି ସେ ଲଗାଇଥିବା ଗଛର ଧ୍ୟାନ ଏମିତି ରଖନ୍ତି ଯେମିତି କି ସେ ନିଜର ପିଲାମାନଙ୍କର ଧ୍ୟାନ ରଖୁଛନ୍ତି । ତାଙ୍କୁ ଅନ୍ୟ କେତେକ ସମ୍ମାନ ଦ୍ଵାରା ମଧ୍ୟ ସମ୍ମାନିତ କରାଯାଇଛି ।

Leave a Reply

Your email address will not be published. Required fields are marked *