ବନ୍ଧୁଗଣ ଯଦି ଆପଣଙ୍କ ଘରେ ଭଜା ଚଣା ଅଛି ଆଉ ତାହାର ସଠିକ ବ୍ୟବାହାର ଜାଣିଯିବେ ତେବେ ଆପଣଙ୍କର ଅନେକ ରୋଗ ଦୂର ହୋଇ ପାରିବ । ଏହା ଏକ ରାମବାଣ ସଦୃଶ ଅଟେ । କେବଳ ଆପଣଙ୍କୁ ଖାଇବାର ତରିକା ବଦଳାଇବାକୁ ପଡିବ । ଭଜା ଚଣା ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ ଆଉ ଖାଇଥିବେ ମଧ୍ୟ । କିନ୍ତୁ ଏମିତି କଥା ଅଛି ଯାହା ବିଷୟରେ ଆପଣ ମାନେ କେବେ ଜାଣି ନ ଥିବେ । ଯେବେ ଗୁଡ ଓ ଚଣା ମିଶାଇ ସେବନ କରାଯାଏ ତାହାର ଲାଭ ଅଧିକ ବଢି ଯାଇଥାଏ ।
ପୁରୁଷ ମାନଙ୍କ ପାଇଁ ଏହା ଜବରଦସ୍ତ ପ୍ରମାଣିତ ହୋଇଛି । ଆଜି ଆମେ ଆପଣଙ୍କୁ ଗୁଡ ଓ ଚଣା ମିଶାଇ ଖାଇଲେ କେଉଁ ଲାଭ ହୋଇଥାଏ ସେହି ବିଷୟରେ କହିବୁ । ଯେମିତି ଆପଣ ମାନେ ଜାଣିଥିବେ ଭଜା ହୋଇଥିବା ବୁଟ ଓ ଗୁଡ ମିଶାଇ ଖାଇଲେ ଶରୀରରେ ମେଟାବୋଲିଜିୟମ ବଢାଇଥାଏ ଯାହା ଆପଣଙ୍କ ମୋଟା ରୁ ପତଳା କରିବାରେ ସାହାଜ୍ଯ କରିଥାଏ । ମୋଟାପଣ ଦୂର କରିବା ପାଇଁ ଭଯା ବୁଟ ଓ ଗୁଡ ସାହାଜ୍ଯ କରିଥାଏ ।
ସମସ୍ତଙ୍କର ଆଜିକା ଡେଟରେ ବ୍ୟାଡ ହ୍ୟାବିଟ ଏମିତି ଫାଷ୍ଟ ଫୁଡ, ଜଙ୍କ ଫୁଡ ଖାଇବା ଦ୍ଵାରା ବହୁତ ଚର୍ବି ବଢିଥାଏ ଶରୀରରେ ଖରାପ ପ୍ରଭାବ ପଡିଥାଏ । ତେଣୁ ଆପଣ ନିଶ୍ଚିନ୍ତ ଭାବେ ଭଜା ବୁଟ ଓ ଗୁଡ ମିଶାଇ ସେବନ କରନ୍ତୁ । ଯଦି ଆପଣଙ୍କର ପେଟ ସମସ୍ଯା ବା ପାଚନ କ୍ରିୟାରେ ସମସ୍ଯା ହେଉଛି ତେବେ ବୁଟ ଭଜା ଓ ଗୁଡ ସେବନ କରନ୍ତୁ । ଗୁଡ ଓ ବୁଟରେ ଭରପୁର ମାତ୍ରାରେ ଫାଇଭର ରହିଥାଏ । ଯଦି ସବୁଦିନ ଭଜା ହୋଇଥିବା ବୁଟ ଓ ଗୁଡ ସେବନ କରୁଛନ୍ତି ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଯାଏ ।
ଏହା ଦ୍ଵାରା ଶରୀର ଫିଟ ରହିଥାଏ । କଞ୍ଚା ବୁଟକୁ ଗଜା କରି ଖାଇଲେ ଶରୀରର ପାଇଁ ହିତକାରକ ହୋଇଥାଏ । ବୁଟ ଚଣା ଖାଇବା ଦ୍ଵାରା ଶ୍ରୟରର ଫୁର୍ତ୍ତି ହେରବା ସହ ଶରୀରର ଦୁର୍ବଳତା ଦୂର ହେବ । ଶାରୀରିକ ସମ୍ପର୍କ ରଖିବା ସମୟରେ କମଜୋର ଲାଗୁଥାଏ ନିଶ୍ଚୟ କଞ୍ଚା ବା ଭଜା ବୁଟ ସେବନ କରନ୍ତୁ । ଏହାକୁ ପ୍ରତି ଦିନ ସକାଳୁ ଖାଲି ପେଟରେ ଖାଇଲେ ଶରୀର ପାଇଁ ଲାଭଦାୟକ ହୋଇଥାଏ । ବୁଟ ଆଣି ଘରେ ଘରେ ଭାଜି ଖାଇଲେ ଏହା ଭଲ ହୋଇଥାଏ ।
ବୁଟ ଚଣାକୁ ଖାଇ ନ ପାରିଲେ ଆପଣ ଗୁଡ ସହ ବିଟ ଲୁଣ ମିଶାଇ ଖାଇପାରିବେ । ଏହା ଦ୍ଵାରା ଏସିଡିଟି, କବଚ ଭଳି ସମସ୍ଯା ଦୂର ହୋଇଥାଏ । ଛୋଟ ପିଲା ମାନଙ୍କୁ ମଧୁ ବୁଟ ଚଣା ଖାଇବାକୁ ଦେଲେ ତାଙ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବା ସହ ତାଙ୍କ ଶରୀର ଫୁର୍ତ୍ତି ରହିବ ।
ଆପଣ ମାନେ ଥରେ ବୁଟ ଚଣା ବା ଭଜା ଚଣା ର ସେବନ ନିଶ୍ଚୟ କରନ୍ତୁ । ଦେଖିବେ ଆପଣଙ୍କ ଶରୀର କେତେ ଫିଟ ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ଯବାଦ ।