ଦାନ୍ତବିନ୍ଧା, ପୋକ ଦାନ୍ତ, ମାଢ଼ିରୁ ରକ୍ତ ପଡିବା 2ମିନିଟରେ ହୋଇଯିବ ଭଲ, ବାସ କରନ୍ତୁ ଏହି ଘରୋଇ ଉପଚାର- Healthy Tips

ବନ୍ଧୁଗଣ ପ୍ରାୟତ କିଛି ଲୋକଙ୍କର ଦାନ୍ତ ବିନ୍ଧା ଅସହନୀୟ ହୋଇଥାଏ । ତେବେ ଦାନ୍ତ ବିନ୍ଧା ଯେତେ ବି ପୁରୁଣା ହୋଇଥାଉ ଏହାର ଥରେ ପ୍ରୟୋଗ କରି ଦେଖନ୍ତୁ ଦେଖିବେ ତୁରନ୍ତ ଦାନ୍ତ ବିନ୍ଧା ସମସ୍ଯା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ଭୟଙ୍କରୁ ଭୟଙ୍କର ଦାନ୍ତ ବିନ୍ଧା, ପୋକ ଲାଗିବା ବା ପାଇରିୟା ଭଳି ସମସ୍ଯା ଦୂର କରିବା ପାଇଁ ଆଜିର ଏହି ରେମେଡି କିପରି ତିଆରି କରିବା ଏବଂ ଏହାର ପ୍ରୟୋଗ କିପରି କରିବା । ଏଥିପାଇଁ ଆପଣଙ୍କୁ ଆବଶ୍ୟକ ରହିଛି ପିଜୁଳି ପତ୍ର ଯାହା ଆପଣଙ୍କୁ ଘର ବାଡି ରୁ ସହଜରେ ମିଳିଯିବ ।

ପିଜୁଳି ପତ୍ର ଶରୀର ପାଇଁ କେତେ ଲାଭଦାୟକ ହୋଇଥାଏ ଏହା ତ ଆପଣ ମାନେ ଜାଣିଥିବେ । ଏହା ସହ ପିଜୁଳି ପତ୍ରରେ ଅନେକ ପ୍ରକାରର ଭିଟାମିନ ମିଳିଥାଏ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହାର ଫାଇଦା ବିଷୟରେ ବହୁତ କମ ଲୋକେ ଜାଣିଥିବେ । ଓଜନ କମିବା, ଜଏଣ୍ଟ ପେନ, କଫ ଭଳି ସମସ୍ଯା ଦୂର କରିବା ପାଇଁ ଏହା ସହାୟକ ହୋଇଥାଏ । ପ୍ରଥମେ ଆପଣ କିଛି ପିଜୁଳି ପତ୍ର ଆଣି ପାଣିରେ ଭିଯାଇ ଦିଅନ୍ତୁ । ଏହା ପରେ ଆପଣ ପିଜୁଳି ପତ୍ର ର ରସ ବାହାର କରନ୍ତୁ ।

ଏହା ପରେ ତୁଳା ସାହାଯ୍ୟରେ ବୁଡାଇ ଚିମୁଟାଏ ମାତ୍ର ହଳଦୀ ନିଅନ୍ତୁ ଆଉ ତୁଳାକୁ ହଳଦିରେ ମିଶାନ୍ତୁ । ତୁଳାରେ ଭଲ ଭାବେ ହଳଦୀ ଓ ପିଜୁଳି ପତ୍ରର ରସ ମିଶ୍ରଣ ହେବା ପରେ ଅଧ ଘଣ୍ଟା ଯାଏଁ ଦାନ୍ତ ମଝିରେ ଲଗାଇ ରଖନ୍ତୁ । ଯଦି ଆପଣଙ୍କର ଦାନ୍ତ ବିନ୍ଧା ହେଉ ନାହି କିନ୍ତୁ ପାଇରିୟା ଭଳି ସମସ୍ଯା ଅଛି ତେବେ ସେଥିରେ ଦୁଇ ଟୋପା ସୋରିଷ ତେଲ ଓ ଲୁଣ ମିଶାଇ ମାଢିରେ ଲଗାନ୍ତୁ । ଦେଖିବେ କିଛି ଦିନ ପରେ ପାଇରୀୟା ଭଳି ସମସ୍ଯା ଦୂର ହୋଇଯିବ ।

ଦ୍ଵିତୀୟ ରେମେଡି ତିଆରି କରିବା ପାଇଁ ଏକ ଗ୍ଳାସ ପାଣିରେ ୪ରୁ ୫ଟି ପିଜୁଳି ପାତ୍ର ପକାନ୍ତୁ । ଏହା ପରେ ଏଥିରେ ୩ରୁ ୪ଟି ଲବଙ୍ଗ ପକାନ୍ତୁ ଯାହା ଦାନ୍ତ ବିନ୍ଧା ଦୂର କରିବାରେ ସହାୟକ ହୋଇଥାଏ । ଏହି ପାଣିକୁ ୫ରୁ ୭ ମିନିଟ ଯାଏଁ ଭଲ ଭାବେ ଫୁଟାନ୍ତୁ । ଏହା ପରେ ଏହାକୁ ଛାଣି ଥଣ୍ଡା ହେବାକୁ ଦିଅନ୍ତୁ । ଯଦି ଆପଣଙ୍କ ପାଖରେ ଫିଟିକରି ପାଉଡର ଅଛି ମିଶାଇ ପାରିବେ ବା ଲୁଣ ମିଶାଇ ପାରିବେ । ଏହି ପାଣିରୁ ଅଳ୍ପ ପାଣି ନେଇ କୁଳି କରନ୍ତୁ ।

ଏହି ୨ଟି ଉପାୟ ର ପ୍ରୟୋଗ କରିବା ଦ୍ଵାରା ଦେଖିବେ ଦାନ୍ତ ବିନ୍ଧା ସମସ୍ଯା, ଦାନ୍ତ ପୋକ ଖାଇଥିଲେ ବା ପାଇରିୟା ସମସ୍ଯା ନିଶ୍ଚୟ ଦୂର ହେବ । ପ୍ରଥମେ କୁଳି କରିବା ପରେ ତୁଳାରେ ପ୍ରସ୍ତୁତ ରେମେଡିର ପ୍ରୟୋଗ କରିପାରିବେ । ରାତି ସମୟରେ ଏହାକୁ କରିପାରିବେ । ଏହାକୁ ପ୍ରତି ଦିନ ୨ ଥର କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ହେଲଥ ଟିପ୍ସଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *