କାର ଧକ୍କାରେ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି, କିନ୍ତୁ କୁଆଡେ ଗଲେ ମହିଳା ?

ନମସ୍କାର ବନ୍ଧୁଗଣ । ଆମ ଦେଶରେ ପ୍ରତି ଦିନ ଦୁ-ର୍ଘ-ଟ-ଣା ଘ-ଟି-ବା-ରେ ଲାଗିଛି । ତେବେ ସୂ-ଚ-ନା ଅନୁସାରେ ଗତ କାଲି ରାତିରେ ବାଇକରେ ଡ୍ରାଇଭର ଓ ମହିଳା ଜଣକ ରାସ୍ତା ରେ ଯାଉଥିବା ବେଳେ ଗୋଟେ କାର ତାଙ୍କୁ ଧ-କ୍କା ଦେଇଥିଲା । ଘଟଣା ସ୍ଥଳରେ ବାଇକ ଆରୋହିଙ୍କର ନି-ଧ-ନ ହୋଇଛି । କିନ୍ତୁ ମହିଳା ଜଣଙ୍କର ଏ ଯାଏଁ କିଛି ଖୋ-ଜ ଖ-ବ-ର ମିଳି ନାହି । ଯେତେବେଳେ କାର ଟି ବାଇକ କୁ ଧ-କ୍କା ଦେଇଥିଲା ସେହି ସମୟରେ ମହିଳା ଜଣକ ମହାନଦୀ ତଳକୁ ପ-ଡି ଯାଇଛନ୍ତି ବୋଲି ଅନୁମାନ କରା ଯାଉଛି । ନି-ଖୋ-ଜ ମହିଳା ଜଣକ ଅନୁଗୁଳ ଜିଲ୍ଲାର ଆଠ ମଲ୍ଲିକ ବ୍ଲକ କମ୍ବାଲା ଅଞ୍ଚଳର ପ୍ରତିମା ସାହୁ ଅଟନ୍ତି ।

ପ୍ରତିମା ସାହୁ ତାଙ୍କର ସ୍ଵାମୀ ବୈଦ୍ୟନାଥ ଓ ତାଙ୍କ ଡ୍ରାଇଭର ଟୁନା ବାରିକ ପାରିବାରିକ କାମରେ ଯୋଗ ଦେବାକୁ କମ୍ପଲା ଯାଇଥିଲେ । ତେବେ ସ୍ଵାମୀ ବୈଦ୍ୟନାଥଙ୍କର କିଛି ଜରୁରୀ କାମ ଥିବାରୁ ସେ ଗାଁ ରେ ଅଟକି ଥିଲେ । ପ୍ରତିମା ଓ ତାଙ୍କ ଡ୍ରାଇଭର ବାଇକ ରେ ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ସମୟରେ ମହାନଦୀ ପୋଲ ଉପରେ ଗୋଟେ କାର ତାଙ୍କ ବାଇକ କୁ ଧ-କ୍କା ଦେଇଥିଲା । ଘଟଣା ସ୍ଥଳରେ ଡ୍ରାଇଭର ଟୁନା ବାରିକ ଙ୍କର ମୃ-ତ୍ୟୁ ହୋଇଛି । କିନ୍ତୁ ପ୍ରତିମା ସାହୁ ଙ୍କର କୌଣସି ବି ସୂଚନା ଏ ଯାଏଁ ମିଳି ନାହି ।

ଆପଣ ମାନେ ଏହି ଭି-ଡି-ଓ ରେ ଦେଖି ପାରୁଥିବେ ଯେ କିପରି ଭାବେ କାର ଟି ଧ-କ୍କା ଦେଲା ପରେ ବାଇକର ଅବସ୍ଥା କଣ ହେଉଛି । ଏହି ଘଟଣା ରୁ ଅନୁମାନ ଲଗା ଯାଉଛି ଯେ ନିଖୋଜ ପ୍ରତିମା ସାହୁଙ୍କର ଅବସ୍ଥା କଣ ହୋଇଥିବ । ନି-ଖୋ-ଜ ପ୍ରତିମା ଙ୍କୁ ଠା-ବ କରିବା ପାଇଁ ମହାନଦୀ ପୋଲ ଉପରେ ଅଗ୍ନିସମ ବାହିନୀ ଓ ଓଡ୍ରାଫ ଟିମ ସ-ର୍ଚ ଅ-ପ-ରେ-ସ-ନ ଆରମ୍ଭ କରିଛନ୍ତି । ତେବେ ବହୁତ ଜଲ୍ଦି ପ୍ରତିମାଙ୍କର ସ-ନ୍ଧା-ନ ମିଳିଯିବ ବୋଲି ଆଶା କରା ଯାଉଛି ।

ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଆମ ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *