ଦୁଇ ବର୍ଷର ଝିଅ କୁ ୬ମହଲା ରୁ ଫୋପାଡି ଦେଲା ରାକ୍ଷସୀ ଜେଜେ ମା’- ଏହାର କାରଣ ଥିଲା…

ମାଲାଡ ରେ ଦୁଇ ବର୍ଷ ଝିଅ ର ହତ୍ୟା ଆରୋପ ରେ ପୋଲିସ ସୋମବାର କୁ ତାର ୫୦ବର୍ଷ ଜେଜେ ମା କୁ ଗିରଫତାର କରିନେଇଛନ୍ତି । ପୋଲିସ ଯାଞ୍ଚ ଅନୁଯାଇ ଆରୋପି ମହିଳାଙ୍କର ନତୁଣୀ ଓ ନାତି ମଧ୍ୟ ରେ ସବୁବେଳେ ଝଗଡା ହେଉଥିଲା ଏହି କାରଣ ରୁ ହଇରାଣ ହୋଇ ତା ଜେଜେ ମା’ ସେହି ୨ ବର୍ଷର ଝିଅ କୁ ୬ମହଲା ରୁ ପକାଇ ଦେଲା । ଆସନ୍ତୁ ଜାଣିବା ସତ୍ୟତା । ଆପଣ କେବେ ଭାବି ନଥିବେ ଏହି ପରି ବି ହୁଏ କିନ୍ତୁ ଆଜି ଆମେ ଆପଣଙ୍କୁ ଏହି କଥା ବିସ୍ତାର ସହ କହିବୁ ।

ଏମିତି କଲେ ହତ୍ୟା :

ଆରୋପି ମହିଳାଙ୍କ ନା ରୁଖସାନା ଅଂସାରୀ ଅଟେ, ଅଂସାରୀ ପରିବାର ଅପ୍ପାପାଡା ଇଲାକାରେ ରହୁଛନ୍ତି । ଶନିବାର ସକାଳେ ଦୁଇ ବର୍ଷ ର ଝିଅ ଜିୟା ର ଶବ ସେଠାକର ପରିସର ରେ ମିଳିଥିଲା । ଘର କବାଟ ଓ ଝରକା ବନ୍ଦ ଥିଲା ଏବଂ ବାହାର ଲୋକ ଆସିବାର କିଛି ପ୍ରମାଣ ନଥିଲା ।

ପ୍ରାରମ୍ଭ ରେ ଆଶଙ୍କା କରାଗଲା କି ଛୁଆ ନିଜେ ରାତି ରେ ଝରକା ରେ ଚଢୁଥିବା ସମୟ ରେ ଗଳି ପଡିଛି । କିନ୍ତୁ ପୋସ୍ଟମର୍ଟମ ରିପୋର୍ଟ ଏବଂ ଘଟଣାସ୍ଥଳ ର ଯାଞ୍ଚ କଲା ପରେ ଏହା ଜଣା ପଡିଥିଲା କି ଝିଅ ନିଜେ ନିଜେ ପଡିନାହିଁ କେହି ଝିଅକୁ ଉପରୁ ପକାଇଛି ।

ବାରମ୍ବାର କଥା ବଦଳିବାରୁ ଜେଜେ ମା’ ଉପରେ ସନ୍ଦେହ :

ପୋଲିସ ଘର ର ସବୁ ସଦସ୍ୟ ମା-ବାପା, ଅଜା-ଆଇଜେଜେ-ଜେଜେ ମା’, ଏବଂ ପିଉସୀ କୁ ବାରମ୍ବାର ପଚରା ପଚରି କଲେ, ଏହି ସମୟ ରେ ପୋଲିସ କୁ ଲାଗିଲା କି ରୁଖସାନା ତାଙ୍କ କଥା ବାରମ୍ବାର ବଦଳାଉଛନ୍ତି । ଏହା ପରେ ଯେତେବେଳେ ପୋଲିସ ଜୋର କରି ପଚରା ପଚରି କଲେ ଜେଜେ ମା’ ଝିଅଟିର ହତ୍ୟା କରିଛନ୍ତି ବୋଲି ମାନିଲେ ।

ହତ୍ୟା ର କାରଣ :

ରୁଖସାନା ପୋଲିସ କୁ କହିଲେ କି ତାଙ୍କ ପୁଅ ର ଝିଅ ଜିୟା ଏବଂ ଝିଅ ର ପୁଅ (ନାତି) ଖେଳୁଥିବା ସମୟ ରେ ବହୁତ ଝଗଡା ଲାଗନ୍ତି, ଏହା କାରଣ ରୁ ସେ ଝିଅ ଉପରେ ରାଗିଥିଲେ ।

ଶନିବାର ସକାଳ ୫:୩୦ ରେ ଝିଅ ଶୋଇଥିବା ଅବସ୍ଥାରେ ତାକୁ ନେଇ ରୋଷେଇ ଝରକାରୁ ତଳୁକୁ ପକାଇ ଦେଲେ, ଏହା ପରେ ନିଜେ ଯାଇ ଶୋଇପଡିଲେ । ଡ଼ିସିପି ସିଏମ ସ୍ୱାମୀ କହିଲେ କି ମହିଳାଙ୍କ ଉପରେ ହତ୍ୟା ର ଚାର୍ଜ ଅଛି ଏବଂ ତାଙ୍କୁ ଝିଅ ର ହତ୍ୟା ପାଇଁ ଗିରଫତାର କରାଯାଉଛି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *