ଚନ୍ଦାପଣ ସମସ୍ୟାରୁ କେମିତି ପାଇବେ ମୁକ୍ତି ? Dr Satyartha Prakash

ଆଜିକାଲି କେଶ ଝଡିବା ସ-ମ-ସ୍ଯା ପ୍ରାୟତ ଅନେକ ଲୋକଙ୍କ ଠାରେ ଦେଖା ଯାଉଛି । କେଶ ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ଦେଖା ଯାଉଛି । ବିଶେଷ କରି ପୁରୁଷଙ୍କ କ୍ଷେତ୍ର ରେ chandapana ସ-ମ-ସ୍ଯା ଅଧିକ ରହିଛି । ଦିନକୁ ପୁରୁଷଙ୍କର ୫ରୁ ୨୦ଟା କେଶ ଝଡିବା ତାହା ସାଧାରଣ ହୋଇଥାଏ । ଅନ୍ୟ କ୍ଷେତ୍ରରେ ମହିଳାଙ୍କ ଠାରେ ଦିନକୁ ୫୦ରୁ ୧୦୦ଟି କେ-ସ ଝଡିଲେ ତାହା ସାଧାରଣ ହୋଇଥାଏ । ଯଦି କେଶର ଗହଳ କମି ଯାଉଛୁ ତେବେ ଚୁଟି ମୂଳରୁ ଉପୁଡି ଯାଉଛି ବୋଲି ଜଣା ପଡିଥାଏ ।

ଯଦି ଚୁଟି ଅଧିକ ମାତ୍ରା ରେ ଝଡୁଛି ତେବେ ବ୍ୟକ୍ତି chandapana ଆଡକୁ ଗତି କରୁଛି ବୋଲି ଜଣା ପଡିଥାଏ । chandapana ର ବିଭିନ୍ନ ସ୍ତର ରହିଛି । ଯଦି ସାମନାରୁ ବ୍ଯକ୍ତିର ସବୁ ଚୁ-ଟି ଝ-ଡି ଯାଇଛି ତେବେ ତାହା chandapanaର ଗ୍ରେଡ-୧ ହୋଇଥାଏ । ଯଦି ଚୁଟି ପଛ ଭାଗ ଝ-ଡି ଯାଉଛି ତେବେ ତାହା ଗ୍ରେଡ-୨ ହୋଇଥାଏ ।

ଯଦି ମୁଣ୍ଡର କ୍ରାଉନ ଭାଗରେ ଚୁଟି ଝଡୁଛି ତେବେ ତାହା ଗ୍ରେଡ-୩ ବା ୪ ହୋଇଥାଏ । ପୁରୁଷ ମାନଙ୍କର କେଉଁ ଗ୍ରେଡ ରେ chandapana ରହିଛି ତାହା ଦେଖିବା ପରେ ଏହାର ସଠିକ ଚିକିତ୍ସା କରାଯାଏ । ଠିକ ସେହି ଭଳି ମହିଳା ମାନଙ୍କର ମୁଣ୍ଡର ମଧ୍ୟ ଭାଗରେ କେସ ଅଧିକ ଝଡୁଥିଲେ ତାହା chandapana ଆଡକୁ ଗତି କରିଥାଏ । ତେଣୁ ଏହାର ସଠିକ ନିରୂପଣ କରି ଏହାର ଚିକିତ୍ସା କରାଯାଏ ।

ଯଦି ଜଣେ ବ୍ୟକ୍ତି ସଂପୂର୍ଣ୍ଣ ଭାବେ chandapana ହୋଇ ଯାଇଛି ତେବେ ତାର କ-ଣ୍ଡି-ସ-ନ ଦେଖି ତାର ଓନ ହେୟାର ଟ୍ରାନ୍ସପ୍ଳାଣ୍ଟ କରାଯାଏ । ଯାହା ଦ୍ଵାରା ବୟକତି ନିଜର ଆଗ ଭଳି ଚୁଟି ଫେରି ପାଇବ । ଯେଉଁ ବ୍ଯକ୍ତିର ପଛ ଭାଗ ବା ଡୋନର ଏରିଆ ଭଲ ନ ଥାଏ ସେମାନକର ବଡି ଓ ବିୟର୍ଡ ହେୟର କୁ ନେଇ ଟ୍ରାନ୍ସପ୍ଳାଣ୍ଟ କରାଯାଏ ।

ବ୍ୟକ୍ତି chandapana ର କେଉଁ ସ୍ଥିତି ରେ ଅଛନ୍ତି ତାହା ଭଲେ ଭାବେ ନିରୀକ୍ଷଣ କରିବା ପରେ ତାଙ୍କର ହେୟାର ଟ୍ରାନ୍ସପ୍ଳାଣ୍ଟ କରା ଯାଇଥାଏ । ଆଉ ଗୋଟେ ଉପାୟରେ chandapana ଦୂର କରିବା ପାଇଁ ଅସଲ ଚୁଟି ଭଳି ହେୟାର କ୍ଲିପ ଦ୍ଵାରା ଲଗା ଯାଇଥାଏ । ଆଉ ଏକ ଉପାୟରେ ବିନ୍ଦୁ ବିନ୍ଦୁ ଭଳି ହେୟାର ଟ୍ରାନ୍ସପ୍ଳାଣ୍ଟ କରାଯାଏ ।

ଯେଉଁ ମାନେ ହେୟାର ଟ୍ରାନ୍ସପ୍ଳାଣ୍ଟ କରିବାକୁ ଚାହୁଁ ନାହାନ୍ତି ସେମାନଙ୍କ କ୍ଷେତ୍ର ରେ ଏହି ଉପାୟ ଲାଗୁ କରାଯାଏ । ହେୟାର ଟ୍ରାନ୍ସପ୍ଳାଣ୍ଟର ସର୍ଜରୀ ଗୋଟେ ଦିନରୁ ଉର୍ଦ୍ଧ ହୋଇପାରେ । ହେରା ଟ୍ରାନ୍ସପ୍ଳାଣ୍ଟ ର କେତେ ଗ୍ରାଫାସ ଲାଗିବ ତାହା ନିର୍ଭର କରେ ବ୍ଯକ୍ତିର ଡେ-ନ-ସି-ଟି କେତେ ରିକ୍ଵାରେମେଣ୍ଟ ହେଉଛି ।

ଏହା ସହ ବ୍ୟ-କ୍ତି-ର ଚୁଟି କେତେ ଗହଳ ଦରକାର ଓ ତାଙ୍କର କିଭଳି ହେୟର ଗାରଉ ଥିଲା ତାହା ସବୁ ଜାଣିବାକୁ ପଡିଥାଏ । ଏହିଭଳି ଭାବେ chandapana ଦୂର କରିବା ପାଇଁ ଚି-କି-ତ୍ସା କରାଯାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *