ଚନ୍ଦ୍ର ଗୁରୁ ଓ ଶୁକ୍ର 3ଟି ଗ୍ରହ ଏକା ସାଥିରେ 5ଟି ରାଶିଙ୍କ ଓଲଟିଯିବ ଭାଗ୍ୟ, ଆସିଗଲା ମହା ପରିବର୍ତ୍ତନ

ବନ୍ଧୁଗଣ ଗତ କିଛି ଦିନ ପୂର୍ବରୁ ଆପଣ ମାନେ ଦେଖିଥିବେ ଚନ୍ଦ୍ର ତଳେ ତାର ଦେଖାଯିବା ର ଦୃଶ୍ୟ ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଏହା ପୂର୍ବରୁ ଫେବୃଆରୀ 23ରେ ଚନ୍ଦ୍ର ମଝିରେ ଗୁରୁ ଗ୍ରହ ଉପରେ ଓ ଶୁକ୍ର ଗ୍ରହ ରହିଥିଲେ ଆକାଶରେ । ଏପରି ଦୃଶ୍ୟ ବିରଳ ହୋଇଥାଏ । ତେବେ ଜଣାଇ ନିଅନ୍ତୁ ଏମିତି ଦୃଶ୍ୟ ଆସିଲେ ପ୍ରତେକ ଗ୍ରହଙ୍କ ଉପରେ କିଛି ନା କିଛି ପ୍ରଭାବ ପକାଇବ । ଏହା ଦ୍ଵାରା ରାଶି ମାନଙ୍କ ଉପରେ ଏହାର ଶୁଭ ଅଶୁଭ ପ୍ରଭାବ ପଡିଥାଏ । ଏହାର ପ୍ରଭାବରେ ରାଶିଙ୍କର ରାଜଯୋଗ ନିର୍ମାଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚନ୍ଦ୍ର, ଗୁରୁ ଓ ଶୁକ୍ର ଗ୍ରହ ଏକା ସହ ରହିଲେ କେଉଁ ରାଶିଙ୍କର ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ।

ମେଷ ରାଶି : ଆପଣଙ୍କର ମନସ୍କାମନା ପୂରଣ ହେବ ଏହି ରାଜଯୋଗ ନିର୍ମାଣ କାରଣରୁ । ଏଣିକି ଆପଣ ନିଶ୍ଚୟ ଭୋଗ ବିଳାସରେ ମାତିବେ । ରାଜକୀୟ ସୁଖ ଲାଭ କରିବେ । ଏବେ କ୍ଷତି ହେବାର ନାହି । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମାପନ କରିବେ । ପାରିବାରିକ ଜୀବନ ମିଳିବ । ପିମ୍ପୁଡିଙ୍କୁ ମିଠା ଆହାର 15 ଦିନ ଯାଏଁ ଖାଇବାକୁ ଦେଲେ ଯାହା ଚାହୁଁଛନ୍ତି ତାହା ପାଇବେ ।

ସିଂହ ରାଶି : ଅଶୁଭ ଫଳ ଆପଣଙ୍କର ଗୃହ ତ୍ୟାଗ କରି ଚାଲିଗଲା । ଏଣିକି ସବୁ କ୍ଷେତ୍ରରେ ଶୁଭ ଫଳ ପାଇବେ । ଶତ୍ରୁ ଆପଣଙ୍କ ପଛରେ ପଡିବେ ନାହି । ବର୍ତ୍ତମାନ ଆପଣଙ୍କର ସମସ୍ଯା ଦୂର ହେବ । ଧନର ଅଭାବ ବହୁଳ ରହିଛି । ତଥପାଇ ଆପଣ ଉଦ୍ୟମ କରି ଧନ ପାଇବେ । ମନରେ ନାନା ଆଶଙ୍କା ଦେଖାଯାଉଛି । ଶତ୍ରୁ ଆତ୍ମସମର୍ପଣ କରିବେ ।

କନ୍ୟା ରାଶି : ଏହି ରାଜଯୋଗ ବର୍ତ୍ତମାନ ଶୁଭ ସମୟ ନେଇକି ଆସୁଛି । ସବୁ ବ୍ଯାକୁଳତା ଦୂର ହେବ । ରୋଗରୁ ମୁକ୍ତି ପାଇବେ । ଶାନ୍ତି ବିଧାନ ପାଇଁ ଦେବାଦେବୀଙ୍କ ପୂଜା କରନ୍ତୁ । ମିତ୍ର ଶକ୍ତି ବୃଦ୍ଧି ପାଇବ । ଶତ୍ରୁ ପରାଜୟ ହେବେ । ଗ୍ରହ ଋଷ୍ଟ ଖଣ୍ଡନ ପାଇଁ ହନୁମାନ ଯିଙ୍କ ପୂଜା କରନ୍ତୁ ।

ତୁଳା ରାଶି : ବର୍ତ୍ତମାନ ଆପଣଙ୍କ ଜୀବନରେ ଅଶୁଭ ଫଳ ଦୂର ହୋଇ ଶୁଭ ଫଳ ଆସିଯାଇଛି । ବୃହସ୍ପତିଙ୍କ ଶୁଭ ଫଳ ପ୍ରାପ୍ତ ହେବ । ଆପଣ ବର୍ତ୍ତମାନ ଯେଉଁ ବ୍ୟୟ ଭାର ଭୋଗୁଛନ୍ତି ତାହା କମିଯିବ । ଆର୍ଥିକ ସମସ୍ୟାରେ ଉନ୍ନତି ହେବ । ମନରେ ଆତଙ୍କ ଦେଖାଯାଇଛି । ମାନସିକ ଶାନ୍ତି ପାଇବେ । ମିତ୍ର ଆପଣଙ୍କର ନିକଟତର ହେବେ । ସବୁ ସମସ୍ଯା ଦୂର ହେବାକୁ ଯାଉଛି ।

କୁମ୍ଭ ରାଶି : ଆପଣଙ୍କର ସବୁ ବିପଦଆପଦ ଦୂର ହୋଇଯାଇଛି । ଯେତେ ଭୟଭୀତ ହୋଇ ରହୁଥିଲେ ତାହା ଦୂର ହେବ । ଯେଉଁ କାମ ପାଇଁ ବ୍ୟସ୍ତ ଥିଲେ ସେଥିରେ ସିଧି ଲାଭ କରିବେ । ଭାଗ୍ୟ ଉଦୟର ସମ୍ଭାବନା ଅଛି । ଶୁଭ ଫଳ ବିଳମ୍ବରେ ପାଇବେ । ଛୋଟ ପିଲାଙ୍କୁ ଉପହାର ଦିଅନ୍ତୁ ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *