ହଠାତ ଖାଦ୍ୟ ପ୍ଲେଟ ରୁ ପାଟି ‘ଆଁ’ କରି ଅନାଇଲା ମାଛ… ଭାଇରାଲ ହେଉଛି Video

ନମସ୍କାର ବନ୍ଧୁଗଣ । ଆଜିର ସମୟରେ ସୋସିଆଲ ମିଡିଆରେ ଅଜବ ଗଜବ ଭିଡିଓ ଓ ଫୋଟୋ ଭାଇରାଲ ହେଉଛି ଯାହା ଆମକୁ ଚମକାଇ ଦେଇଥାଏ । ଏବେ ଟ୍ଵିଟର ରେ ସେୟାର କରା ଯାଇଥିବା ଏକ ଭିଡିଓ ରେ ଅଜବ ଜିନିଷ ଦେଖିବାକୁ ମିଳିଛି । ହଠାତ ରେଷ୍ଟୁରାଣ୍ଟ ରେ ପ୍ଳେଟ ଭିତରୁ ପାଟି ମେଳା କରି ଅନାଇଲା ମାଛ । ରେଷ୍ଟୁରାଣ୍ଟ ରେ ଗ୍ରାହକ ଙ୍କୁ ପରଷା ଯାଇଥିଲା ଖାଦ୍ଯ ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଏବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ଭାଇରାଲ ହୋଇଥିବା ଭିଡିଓ ରେ ଏକ ଜାପାନୀ ରେଷ୍ଟୁରାଣ୍ଟ ରେ କଞ୍ଚା ମାଂସ ପରଷା ଯାଇଛି ।

ଆଉ ପ୍ଳେଟ ରେ ଥିବା ମାଛ ଟି ହଠାତ ପାଟି ମେଲା କରି ଅନାଉଛି ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତେବେ ଲୋକ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି ଏଥିପାଇଁ କି କେମିତି ରନ୍ଧା ଯାଇଥିବା ମାଛ ଟି ଜୀବିତ ହୋଇ ଉଠିଲା । ତେବେ ମାଛ ଟି ପାଟି ମେଳା କରି ଗ୍ରାହକ ଚପଷ୍ଟିକ କୁ ଜୋର ରେ ଧରି ନେଲା । ତେବେ ଏହି ଭିଡିଓ କୁ ଦେଖିଲେ କାହାରି ବି ଲୋମ ଟାଙ୍କୁରି ଉଠିବ ।

ତେବେ ଭିଡିଓ ରେ ଦେଖିବାକୁ ମିଳୁଛି କି ଏକ ଜାପାନୀ ରେଷ୍ଟୁରାଣ୍ଟ ରେ ଜଣେ ଗ୍ରାହକ ଙ୍କୁ କଞ୍ଚା ମାଛ ଓ ସାଲାଟ ପରଷା ଯାଇଛି । ଆଉ ତାଙ୍କ ସହ ଏମିତି କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଯେବେ ଗ୍ରାହକ ଜନକ ନିଜର ଖାଦ୍ଯ ଖାଇବାକୁ ଚପଷ୍ଟିକ ର ବ୍ୟବହାର କରିଲେ ମାଛ ନିଜର ମୁହଁ ଖୋଲି ଚପଷ୍ଟିକ କୁ କାମୁଡି ଧରିଲା । ଯେବେ ଗ୍ରାହକ ଏହାକୁ ଟାଣିବାକୁ ଚେଷ୍ଟା କରିଲେ ସେତେବେଳେ ମାଛ ଏହାକୁ ଛାଡୁ ନ ଥିଲା ।

ମାଛ ଟି କିପରି ଆଁ କରି ଅନାଇଛି ତାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ୍କୁ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *