କେଉଁ ଘରେ ଝିଅ ଜନ୍ମ ନିଅନ୍ତି, ଝିଅ ମାନଙ୍କର ଜନ୍ମ ପାଇଁ ଭଗବାନ କେଉଁ ଘର ବାଛିଥାନ୍ତି ? Garuda Purana

ବନ୍ଧୁଗଣ ଆମେ ଆଜି ବି ଏମିତି ସମାଜରେ ବଞ୍ଚୁଛୁ ଯେଉଁଠି ଝିଅ ମାନଙ୍କର ଜନ୍ମ ହେଲେ ତେବେ ତାଙ୍କ ଘର ଲୋକେ ଉଦାସ ହୋଇଥାନ୍ତି । ଏହାର କାରଣ ମଣିଷ ମାନଙ୍କର ଅଜ୍ଞାନତା ଯେଉଁ ମାନେ ଝିଅଙ୍କୁ ବୋଝ ଭାବିଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଝିଅ ମାନଙ୍କର ଜନ୍ମ ସମସ୍ତଙ୍କ ଘରେ ହୁଏ ନାହି । ଝିଅ ମାନଙ୍କର ଜନ୍ମ ସେଠାରେ ହୋଇଥାଏ ଯେଉଁ ମାନେ ଭାଗ୍ୟଶାଳୀ ହୋଇଥାନ୍ତି ।

ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ପୂଣ୍ୟ କାମ କରିଥାନ୍ତି ସେଠାରେ ଝିଅ ମାନଙ୍କର ଜନ୍ମ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଭଗବାନ କେଉଁ ଘରେ ଝିଅ ଜନ୍ମ ଦେବା ପାଇଁ ଚୟନ କରିଥାନ୍ତି । ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯାହା ଘରେ ପୁଅ ଭାଗ୍ୟରେ ଥିଲେ ଜନ୍ମ ହୋଇଥାଏ ସେହିଭଳି ଝିଅ ମାନେ ସୌଭାଗ୍ୟଶାଳୀ ଘରେ ଜନ୍ମ ନେଇଥାନ୍ତି ।

ଯେଉଁ ସ୍ତ୍ରୀ ବା ପୁରୁଷ ଫୁର୍ର ଜନ୍ମରେ ପୂଣ୍ୟ କାମ କରିଥାନ୍ତି ସେମାନଙ୍କୁ ଝିଅର ବାପା-ମା ହେବାର ସୌଭାଗ୍ୟ ମିଳିଥାଏ । ଝିଅ ମାନଙ୍କର ଜନ୍ମ ପାଇଁ ସେହି ଘର ଚୟନ କରାଯାଏ ଯେଉଁ ମାନେ ଝିଅଙ୍କର ଭାର ସହିପାରନ୍ତି । କାରଣ 3 ଲୋକ ରେ ଝିଅ ଏମିତି ହୋଇଥାନ୍ତି ଯାହାର ଭାର ସମସ୍ତେ ବହନ କରିପାରିବେ ନାହି । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ଝିଅ ବି ପିତୃ ପୁରୁଷଙ୍କ ପିଣ୍ଡ ଦାନ କରିପାରିବ ।

ଯଦି ଶ୍ଵଶୁର ଘରେ ପୁଅ ନ ଥିବେ ତେବେ ବୋହୂ ପିଣ୍ଡ ଦାନ କରିପାରିବ । ଯେଉଁ ଘରେ ଏକରୁ ଅଧିକ ଝିଅ ଜନ୍ମ ନେଇଥାନ୍ତି ସେମାଙ୍କେ ଭାଗ୍ଯବାନ ହୋଇଥାନ୍ତି । ମାତା ପିତାଙ୍କୁ ଭଲ ପାଇବା କେବଳ ଝିଅ ହିଁ ଦେଇଥାଏ । ମାତା ପିତାଙ୍କୁ ସବୁ ବେଳେ ଝିଅକୁ ଅନୁଭବ କରାଇବା କଥା କି ସେ କେତେ ଖାସ ଅଟେ । କେବେ ବି ଝିଅ ବାପା ମା ଙ୍କ ଉପରେ ବୋଝ ନୁହେଁ ।

ସେ ତାର ପରିବାରର ଭାଗ୍ୟ ବଦଳାଇବା ପାଇଁ ଜନ୍ମ ନେଇଥାଏ । ଯେବେ ପିତା କନ୍ୟାଦାନ କରିଥାନ୍ତି ତେବେ ତାଙ୍କର 21 ପିଢୀ କୁ ମୁକ୍ତି ମିଳିଥାଏ । ତେଣୁ ଝିଅ ମାନଙ୍କୁ ଭଲ ପାଇବା ଦେବା ଉଚିତ । ଝିଅ ମାନେ କେବେ ବି ଟଙ୍କାର ଲୋଭ ରଖନ୍ତି ନାହି । ସେମାନେ ମାନ ସମାନ ପାଇବାକୁ ଇଚ୍ଛା କରିଥାନ୍ତି ।

ଗରୁଡ ପୂରଣ ଅନୁଯାୟୀ ଯେଉଁ ବ୍ୟକ୍ତି ସର୍ବଦା ପୂଣ୍ୟ କରିଥାଏ ଓ ଦାନ ଧର୍ମ କରିଥାଏ ତାକୁ ସ୍ତ୍ରୀ ରତ୍ନ ରୂପରେ ପର ଜନ୍ମରେ ଝିଅ ଜନ୍ମ ପ୍ରାପ୍ତ ହୋଇଥାଏ । ଯଦି ଆପଣଙ୍କର କେହି ଝିଅ ନାହି ତେବେ ଅନ୍ୟ କାହାରି ଝିଅ ର ଲାଳନପାଳନ କରିବା ସହ ତାର ବିବାହ କରାଇ ପାରିବେ । ଏହା ଦ୍ଵାରା ପୂଣ୍ୟ ପ୍ରାପ୍ତ ହୋଇଥାଏ । ତେବେ ଯେଉଁ ମନୁଷ୍ୟ ଭଲ କର୍ମ କରିଥାଏ ଓ ସ୍ତ୍ରୀ ମାନଙ୍କର ଆଦର କରିଥାଏ ସେମାନଙ୍କ ଘରେ ଝିଅ ଜନ୍ମ ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *