ଚାଣକ୍ୟ ଏମିତି ବହୁତ କଥା କହି ଯାଇଛନ୍ତି ଯାହା ଆମ ଜୀବନ ପାଇଁ ବହୁତ ମୂଲ୍ୟବାନ ଅଟେ,ସମସ୍ତେ ସମାନ ନଥାନ୍ତି କିନ୍ତୁ ଚାଣକ୍ୟ ଦୁଷ୍ଟ ମଣିଷ ବିଷୟରେ ଜାଣିବା ପାଇଁ ମଧ୍ୟ କେତେ କଥା କହିଛନ୍ତି ବହୁତ ଲୋକ ଏମିତି ଥାନ୍ତି ଯିଏ ବହୁତ ଶୀଘ୍ର କାହାକୁ ଭରସା କରି ନିଅନ୍ତି ।
ଯେଉଁ ଲୋକ ଚାଣକ୍ୟ କଥା ମାନି କାମ କରନ୍ତି ତାଙ୍କୁ ଜୀବନ ରେ କେବେ କାଣ୍ଡିବାକୁ ପଡେ ନାହିଁ, କିନ୍ତୁ ଏହା ଭୁଲ ଅଟେ ଓ ଏମିତିକା ଦୁଷ୍ଟ ଲୋକଙ୍କୁ ଚିହ୍ନିବା ପାଇଁ ଚାଣକ୍ୟ ବହୁତ ପ୍ରକାର କଥା କହିଛନ୍ତି ଯାହା ଦ୍ଵାରା ଆପଣ ତାଙ୍କୁ ଚିହ୍ନି ପାରିବେ । ତେବେ ଦରିଦ୍ରତା ଘରକୁ ଏହି କାରଣ ଗୁଡିକ ପାଇଁ ଆସିଥାଏ ଆସନ୍ତୁ ଜାଣିବା କଣ କଣ କାରଣ ଅଟେ ।

୧. ବହୁତ ବ୍ୟକ୍ତି ହୋଇଥାନ୍ତି ଯିଏ ଗଛ ମୂଳରେ ପରିଶ୍ରା କରନ୍ତି କିନ୍ତୁ ଏହା ବହୁତ ଖରାପ ଅଭ୍ଯାସ ଅଟେ । ଶାସ୍ତ୍ର ଅନୁଯାଇ ଗଛ ମୂଳରେ ପରିଶ୍ରା କରିବା ଅନୁଚିତ ଅଟେ, ଗଛରେ ଦେବୀ ଦେବତାଙ୍କ ବାସ ହୋଇଥାଏ ଓ ଶେଠୀ ପରିଶ୍ରା କରିବା ପାପ ଅଟେ।
୨. ଘରେ ଭଙ୍ଗା ପାନିଆ ରଖିବା ଅନୁଚିତ ଅଟେ । ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେଉଁ ଘରେ ଭଙ୍ଗା ପାନିଆ ରହିଥାଏ ଓ ଯାହାକୁ ବ୍ୟବହାର କରା ଯାଏ ତେବେ ଦରିଦ୍ରତା ଆପଣଙ୍କ ଘରେ ବାସ କରିଥାଏ ସେଥିପାଇଁ ଭୁଲରେ ମଧ୍ୟ ଭଙ୍ଗା ପାନିଆ ରଖନ୍ତୁ ନାହିଁ ।

୩. ଯେଉଁ ଘରେ ଅସନା ରହିଥାଏ, ବା ଯେଉଁ ଘରକୁ ସଫା ସୁଥୁରା କରା ଯାଏ ନାହିଁ ଓ ବ୍ୟକ୍ତି ବାସ କରନ୍ତି ତେବେ ସେହି ଘରେ କେବେ ଭଗବାନ ବାସ କରନ୍ତି ନାହିଁ ଓ ଯେଉଁ ଘରେ ଭଗବାନ ବାସ କରନ୍ତି ନାହିଁ ଶେଠୀ ଦରିଦ୍ରତା ବାସ କରିଥାଏ ।
୪. ଯେଉଁ ଘରେ ଅନ୍ନ ସମ୍ମାନ କରା ଯାଏ ନାହିଁ ସେହି ଘରେ ଦରିଦ୍ରତା ବାସ କରିଥାଏ ଓ ଜୀବନରେ ଯେଉଁ ବ୍ୟକ୍ତି ଅନ୍ନକୁ ସମ୍ମାନ କରିନଥାଏ ତାକୁ ବହୁତ ଜନ୍ମ ପର୍ଯ୍ୟନ୍ତ ଅନ୍ନ ପ୍ରାପ୍ତ ହୋଇନଥାଏ ।

୫. ଯେଉଁ ଘରେ ମହିଳା ହୁଅନ୍ତୁ ବା ପୁରୁଷ ବହୁତ ସମୟ ଧରି ବିଶ୍ରାମ କରନ୍ତି ତାଙ୍କ ଘରେ କେବେ ଦେବୀ ଦେବତାଙ୍କ ବାସ ହୋଇନଥାଏ, ସେଥିପାଇଁ କୁହା ଯାଇଛି ଅଧିକ ଲେଟ ପର୍ଯ୍ୟନ୍ତ ଶୋଇବା ବ୍ୟକ୍ତିଙ୍କ ଜୀବନରେ କୌଣସି ପ୍ରକାର ସଫଳତା ପ୍ରାପ୍ତି ହୋଇନଥାଏ ।