୪୦ ବର୍ଷ ବୟସରେ ପୁଣି ବିବାହ କରୁଛନ୍ତି Shweta Tiwari

ଟିଭିର ସୁନ୍ଦର ଅଭିନେତ୍ରୀ ଶ୍ଵେତା ତିଵାରୀ ଆଜିକାଲି ବହୁତ ଖବରରେ  ଆସୁଛି । ଏବେ ସେ ତାଙ୍କ ବିବାହକୁ ନେଇ ଚର୍ଚାରେ ଅଛନ୍ତି । ଶ୍ଵେତାଙ୍କ ବୋହୁ ଭେଶ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ହାତରେ ଲାଲ ଚୁଡି, ବିବାହ ଯୋଡା, ବହୁତ ଘହଣା, ମଥାରେ ଟୀକା, ନାକରେ ନଥନୀ, ଆଖିରେ କାଜଲ ଲଗାଇ କେତେ ସୁନ୍ଦର ଦେଖାଯାଉଛନ୍ତି ଶ୍ଵେତା ।

୪୦ ବର୍ଷର ଶ୍ଵେତା କୌଣସି ସୁନ୍ଦର କନ୍ୟାଠୁ କମ ଲାଗୁନି ଶ୍ଵେତା । ଶ୍ଵେତା ତିଵାରୀର ଏହି ଫୋଟକୁ ଦେଖି କହୁଛନ୍ତିକି କି କଣ ଶ୍ବେତ ତୃତୀୟ ଥର ବିବାହ କରିବାକୁ ଯାଉଛନ୍ତି । ତ ଏହି ପ୍ରଶ୍ନର ଉତ୍ତର ଅଟେ ନା ।

ବାସ୍ତବରେ ଶ୍ଵେତା ଏହି ଅବତାର ନେଇଛନ୍ତି ତାଙ୍କ  ଏହି ସିରିୟଲ ସିରିୟଲ ‘ ମେରେ ଡାଡ କି ଦୁଲହନ’ । ଏହି ସିରିୟଲର ୱେଡିଂ ଶିକୁଏନସ  ସୁଟ କରାଯାଇଛି । ସିରିୟଲରେ ଶ୍ଵେତା ଗୁନିତ ସିକ୍କାର ରୋଲ ପ୍ଲେ କରୁଛନ୍ତି । ଏହି ସୋରେ ଗୁନିତ ଓ ଅମ୍ବର ଶର୍ମାର ବିବାହର ଶିକୁଏନ୍ସ ଚାଲିଛି ସେଥିଲାଗି ଶ୍ଵେତା ଦୁଲହନ ଭେଶରେ ନଜର ଆସିଛନ୍ତି ।

ସାଦି ଶିକୁଏନ୍ସ ପାଇଁ ଶ୍ଵେତା ଅରେଞ୍ଜ -ଗ୍ରୀନ-ଗୋଲ୍ଡେନ ରଙ୍ଗର ସାଦି ଯୋଡା ପିନ୍ଧି ଛନ୍ତି । ତାଙ୍କ ସୁନ୍ଦରକୁ ବହୁତ ସୁନ୍ଦର କରୁଛି ଏହି ଭାରି ଗହଣା । ସୋ ସେଟର ଶ୍ଵେତା ଓ ବରୁଣ ବନ୍ଦୋଲାର ବହୁତ ଫୋଟ ଭାଇରାଲ ହେଉଛି । ଯେଉଁଥିରେ ଶ୍ଵେତା ମସ୍ତି କରିବାରେ ଦେଖାଯାଉଛନ୍ତି । ଜଣା ପଡୁଛିକି ଏହି ୱେଡିଂ ଶିକୁଏନ୍ସକୁ ଶ୍ଵେତା କେତେ ଖୁସି ଅନୁଭବ କରୁଛନ୍ତି ।

ଏହି ସମୟରେ ଶ୍ଵେତାର ହଳଦୀ ରସମ ଫୋଟ ମଧ୍ୟ ଭାଇରାଲ ହେଉଥିଲା । ହଳଦୀ ରସମ ପାଇଁ ଶ୍ଵେତା ହଳଦୀ ରଙ୍ଗର ଶାଢୀ ଓ ଫୁଲରେ ବଣିଥିବା ଗହଣା ପିନ୍ଧିଛନ୍ତି । ଶ୍ଵେତାଙ୍କ ସେହି ରୂପ ଲୋକଙ୍କୁ ଦିବାନା ବନାଇଛି । କହିବାକୁ ଗଲେ ଶ୍ଵେତାର ଏହି ବ୍ରାଇଡାଲ ଅବତାର ତାଙ୍କ ଫ୍ୟାନ ମାନଙ୍କ ପାଇଁ କୌଣସି ତୋଫାଠୁ କମ ନୁହେଁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *