Divorce ପରେ ସ୍ଵାମୀ ର ପଇସାରେ ଐଶ କରୁଛନ୍ତି ଏହି ୬ ଜଣ Bollywood ଅଭିନେତ୍ରୀ

ଛାଡ଼ପତ୍ର ପରେ ସାମ୍ନାକୁ ଆସୁଚି କିଏ ବିବାହ କରୁଛି ତ କିଏ ଡିପରେସନ ଚାଲିଯାଉଛି ତ କାହାର ପ୍ରେମ ସମ୍ପର୍କ ସାମ୍ନାକୁ ଆସୁଛି । ହେଲେ ଆମ ବଲିଉଡ ଜଗତର କେତେ ଜଣ ଅଭିନେତ୍ରୀ ଅଛନ୍ତି ସେମାନେ ସେମାନଙ୍କ ସ୍ଵାମୀ ଙ୍କ ପଇସାରେ ମସ୍ତି କରୁଛନ୍ତି ।

୧: ପ୍ରଥମେ ଆସୁଛନ୍ତି ସଙ୍ଗୀତା ବୀଜଲାନି, ଏ ଜଣେ କ୍ରିକେଟ୍ ର ଙ୍କୁ ବିବାହ କରିଥିଲେ ତାଙ୍କ ନାମ ମହମୋଦ ଆଜାରୁଦିନ । ସେ ଦୁଇଜଣଙ୍କ ପ୍ରେମ ସମ୍ପର୍କ ପରେ ସେମାନେ ବିବାହ କରିଥିଲେ ଓ ସେ ତାଙ୍କ ପତି ଙ୍କ ପାଇଁ ତାଙ୍କ ଧର୍ମ ବଦଳେଇଥିଲେ ।

ମହମୋଦ ତାଙ୍କ ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ଦେଇ ସଙ୍ଗୀତା ଙ୍କୁ ବିବାହ କରିଥିଲେ । ଖୁବ୍ ଅଳ୍ପ ଦିନ ଭିତରେ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଇଥିଲା । ସଙ୍ଗୀତା ସଲମାନ ଖାନ ଙ୍କ ଏକ୍ସ ଭାବରେ ଜଣା ଶୁଣା । ଛାଡପତ୍ର ପରେ ୮-୯ ବର୍ଷ ହେବ ସେ ଏକୁଟିଆ ଅଛନ୍ତି । ସେ ବହୁତ ଖୁସି ରେ ଜୀବନ ଯାପନ କରୁଛନ୍ତି ।

୨: ମହିମା ଚୌଧୁରୀ ପରଦେଶୀ ଝିଅ ଭାବରେ ଜଣାଶୁଣା । ସେ ସାହରୁଖାନ ଙ୍କ ପ୍ରଥମ ଫିଲ୍ମ ରେ ଅଭିନୟ କରିଥିଲେ ଯାହାର ନାଆ ପରଦେଶ୍ ଥିଲା ସେ ପରଦେଶୀ ଝିଅ ଭାବରେ ଜଣାଶୁଣା ହେଇଗଲେ ଓ ସେ ବହୁତ ପପୁଲାର ହେଇଗଲେ । ସେ ବବି ମୁଖାର୍ଜୀ ଙ୍କୁ ବିବାହ କରିଥିଲେ ୨୦୦୬ ମସିହାରେ । ବିବାହ ପର୍ବରୁ ସେ ଏକ ଝିଅ କୁ ଯନ୍ମ ଦେଇଥିଲେ । ତାଙ୍କ ବିବାହ ସମ୍ପର୍କ ରେ ବହୁତ ଅସୁବିଧା ଦେଖାଦେଲା । ତ ସେମାନେ
ଛାଡ଼ପତ୍ର ନେଇଗଲେ । ଏବେ ସେ ତାଙ୍କ ଝିଅ ଙ୍କ ସହ ବହୁତ ବର୍ଷ ରୁ ଏକୁଟିଆ ରହୁଛନ୍ତି । ଓ ବହୁତ ଖୁସି ରେ ଅଛନ୍ତି । ଏହା ସୋଶିଆଲ ମିଡିଆ ରେ ଜଣା ପଡୁଛି ।

୩: କରିଶ୍ମା କପୁର ଦିଲ୍ଲୀ ରେ ଜଣେ ନାମୀ ବ୍ୟବସାୟୀ ଙ୍କ ସହ ଆରେନଜ୍ ମ୍ୟାରେଜ କରିଥିଲେ । ତାଙ୍କ ପତି ଙ୍କ ନାମ ସଞୟ କପୁର । ତାଙ୍କ ର ୨ ଟି ସନ୍ତାନ ଥିଲେ । ତାଙ୍କର ଅଭିଷେକ ବଚନ ଙ୍କ ସହ ଵିଵାହ ଠିକ ହେଇଥିଲା ହେଲେ କିଛି ଅସୁବିଧା ଥିବାରୁ ହେଇ ପାରିନଥିଲା । ସେ ଏବେ ତାଙ୍କ ସନ୍ତାନ ଙ୍କ ସହ ବହୁତ ଭଲ ଓ ଖୁସୀ ରେ ଅଛନ୍ତି ।

୪: ଜେନିଫର କରନ ଗ୍ରୋଭର ଙ୍କ ସହ ବହୁତ ଜଲଦି ପ୍ରେମ ସମ୍ପର୍କ ଆରମ୍ଭ ହେଲା ଓ ସେମାନେ ବିବାହ ମଧ୍ୟ କଲେ ହେଲେ ତାଙ୍କର ଏ ସମ୍ପର୍କ ଅଧିକ ଦିନ ରହିଲାନି ସେମାନଙ୍କ ର ତଲାଖ୍ ମଧ୍ୟ ହେଇଗଲା । ଏ ସବୁ ପରେ ସେ ଆଉ ବିବାହ କରିବାକୁ ଇଛା ପ୍ରକାଶ କଲେ ନାହିଁ । ଏବେ ସେ ଏକୁଟିଆ ବହୁତ ଖୁସି ରେ ଅଛନ୍ତି । ସେ ମଧ୍ୟ ବହୁତ ଚର୍ଚ୍ଚା ରେ ଅଛନ୍ତି ।

୫: ମନୀଷା କୋଇରାଲା ବଲିଉଡ୍ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ । ସେ ୨୦୧୦ ରେ ଜଣେ ନାମୀ ବ୍ୟବସାୟୀ ଙ୍କ ସହ ଵିଵାହ କରିଥିଲେ । ଏହାର ୨ ବର୍ଷ ପରେ ଏ ଦୁଇ ଜଣ ଅଲଗା ହେଇଯାଇଥିଲେ । ୨୦୧୨ ରେ ଏଦୁଇ ଜଣଙ୍କ ଛାଡପତ୍ର ହେଇଥିଲା । ଛାଡପତ୍ରପରେ ସେ ତାଙ୍କ ପତି ଙ୍କୁ ନିଜର ସବୁଠୁ ବଡ଼ ଶତ୍ରୁ ବୋଲି ସୋସିଆଲ ମିଡିଆରେ ଉପସ୍ଥାପନ କରିଥିଲେ ଓ ଏହି ବିବାହ ର ନିଷ୍ପତ୍ତି କୁ ସେ ତାଙ୍କ ଜୀବନର ସବୁ ଠୁ ବଡ଼ ଭୁଲ ବୋଲି କହିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *