ମରିଗଲେ ବି ସକାଳୁ ଉଠିକି ଏହି 3 କାମ ଯମାବି କରନ୍ତୁ ନାହିଁ- Chanakya Niti

ସକାଳୁ ଉଠି ଏହି କାମ କରନ୍ତୁ ନହିଁ ସବୁ କାମ ବିଗିଡିବ, ଆଉ ଆପଣ କେବେବି ସଫଳ ହୋଇପାରିବେ ନହିଁ । କୁହାଯାଏ ଆରମ୍ଭ ଯଦି ଠିକ ହୋଇଥାଏ ସେସ ମଧ୍ୟ ଭଲରେ ଭଲରେ ହୋଇଥାଏ । ଯଦି ଆରମ୍ଭ ସେସ ଦୁଇଟି ଜକ ଭଲ ହୋଇଥିବ ସବୁ କିଛି ଭଲ ରହିବ । ଶାସ୍ତ୍ର ଅନୁସାରେ ଦିନ କେମିତି ଭଲରେ କଟିବ ଓ ସବୁ କାମ ଠିକସେ ହୋଇପାରିବ ସେଥିପାଇଁ ବହୁତ ଜରୁରୀ ଅଟେ ଆଖି ଖୋଲିଲେ ହିଁ କିଛି କାମକୁ କରିବାର ନିବୃତ ରୁହନ୍ତୁ । ଆଜି ଆମେ ଏମିତି ୩ କାମ ବିଷୟରେ କହିବୁ । ଯାହା ସକାଳୁ ଉଠିଲେ ଏହାକୁ କରିବା ଅନୁଚିତ ।


ସକାଳୁ ସକାଳୁ ଇଶ୍ଵରଙ୍କ ଆରାଧନା କରାଯାଇଥାଏ, ଏମିତିରେ ଯେବେ ସକାଳର ଆରମ୍ଭ ଭୁଲରେ କରିବେ ତେବେ ଶାସ୍ତ୍ରରେ ଏହାକୁ ଘୋର ପାପ ବୋଲି କୁହାଯାଇଛି । କୌଣସ ଲୋକଙ୍କୁ ସକାଳୁ ସକାଳୁ କାମ ବାସନା କରିବା ଉଚିତ ନୁହେଁ କାରଣ ଏହି ସମୟ ପୂଜା ଭକ୍ତି ଓ ମନରେ ଭଲ ବିଚାର ଆଣିବାର ସମୟ ଅଟେ । ଶେଥି ପାଇଁ ସକାଳ ସମୟ କାମ ବାସନା କରିବାର ସମୟ ନୁହେଁ ।କାରଣ ଏହି କାମ ଆପଣଙ୍କ ପାଇଁ ନର୍କର ଦ୍ଵାରା ଖୋଲିପାରେ  । ସକଳ ହେଲାର କିଛି ସମୟ ପରେ ଆପଣ ଏହା କରିପାରନ୍ତି ।


ବହୁତ ଲୋକଙ୍କର ଅଭ୍ଯାସ ହୋଇଥାଏକି ସକାଳୁ ଉଠି ସର୍ବ ପ୍ରଥମେ ଆଇନା ଦେଖି ଥାନ୍ତି । ଏମିତି କିଛି ଲୋକ ଥାନ୍ତି ଯାହା ନିଜ ପାଇଁ ଶୁଭ ମାନିଥାନ୍ତି ଆଉ ଆଖି ଖୋଲିଲେ ସର୍ବ ପ୍ରଥମ ତାର ଚେହେରା ଦେଖିଥାନ୍ତି । ଶାସ୍ତ୍ରରେ ରହିଚିକି ସକାଳୁ ଉଠି ଆଇନା କିମ୍ବା କାହାର ଚେହେରା ଦେଖିବା ମନା ଅଛି । ଆପଣଙ୍କୁ ସର୍ବ ପ୍ରଥମ ଭଗବାନଙ୍କ ନାମ ଧରି ଆଖି ଖୋଲିବା ଆବଶ୍ୟକ । ଔ ନିଜ ହାତକୁ ଦେଖିବା ଦରକାର । ଏଥିରେ ପୁରା ଦିନ ସକାରାତ୍ମକ ଊର୍ଜା ଆପଣଙ୍କ ଉପରେ ରହିଥାଏ । ଆଉ ଆପଣ ଆପଣଙ୍କ ସବୁ କାମ ଭଲରେ ଆଉ ସଫଳତା ପୂର୍ବକ କରିପାରିବେ ।

ସକାଳୁ ଉଠିଲେ ଈଶ୍ଵରର୍ଙ୍କ ଚରଣ, ଶଙ୍ଖର ଧ୍ୱନି,  ମନ୍ଦିରର ଘଣ୍ଟ ଶବ୍ଦ , ଗାୟତ୍ରୀ ମନ୍ତ୍ର ଶୁଣିବା ବହୁତ ଶୁଭ ବୋଲି କୁହାଯାଇଛି । ଆପଣଙ୍କ ବେଡ ରୁମରେ ମାୟୁର ଚୁଳ ବ ପ୍ରକୃତିକ ଦ୍ରୁଶ୍ଯ ଲଗାନ୍ତୁ । ସକାଳୁ ଉଠି ସର୍ବ ପ୍ରଥମେ ଏହାକୁ ଦେଖନ୍ତୁ । ଆପଣ ଚାହିଁଲେ ଏମିତି ଲଗାନ୍ତୁ ଚିତ୍ର ବେଡ ରୁମ ରେ ଆଖି ଖୋଲିଲେ ସର୍ବ ପ୍ରଥମେ ଆଖି ଏହି ଚିତ୍ର ଉପରେ ପଡିବ । ବହୁତ ଲୋକ ସକାଳୁ ସକାଳୁ ଉଠୁ ଉଠୁ ନ୍ଯୁଜ ପେପର ଦେଖିଥାନ୍ତି ।

ଖବର କାଗଜକୁ ଖବରର ସ୍ତୋସ୍ତ୍ର ବୋଲି କୁହାଯାଇଥାଏ । ଏମିତିରେ ନ୍ଯୁଜ ପେପରରେ ଏମିତି କିଛି ଖବର ହୋଇଥାଏ ଯାହା ନକରାତ୍ମକ ହୋଇଥାଏ । ସେଥିରେ ବହୁତ ନକରାତ୍ମକ କଥାର ବାସ ହୋଇଥାଏ । ଶେଠୀ ଲାଗି ସକାଳୁ ଉଠି ନ୍ଯୁଜ ଦେଖିବା ଓ ଖବର କାଗଜ ପଢିବା ଆପନ୍ନକ ମନ ଉପରେ ଖରାପ ପ୍ରଭାବ ପକାଇ ଥାଏ ।

Leave a Reply

Your email address will not be published. Required fields are marked *