ନମସ୍କାର ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ କେମିତି ଆପଣ ନିଜର ଚନ୍ଦାପଣରୁ ମୁକ୍ତି ପାଇ ପାରିବେ । ଆଜିକାଲି ସବୁ ଯୁବ ପିଢୀର ମୁଖ୍ୟ ଚିନ୍ତା ହେଉଛି ସେମାନଙ୍କ କେଶ ଝଡିବା । ଖାଦ୍ୟ ଓ ପରବେଶ ଏତେ ଖରାପ ହେଲାଣି ଯେ ଯାହା ପାଇଁ ଆମ ଶରୀରରେ ବହୁତ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏବଂ ସବୁ ପରେ ବି କେଶ ଝଡିବା ସମସ୍ତଙ୍କର ଏକ ବଡ ଚିନ୍ତାର କାରଣ । ତେବେ ଆଜି ଆମେ ଆପଣଙ୍କ ଆଇନ ନେଇ ଆସିଛୁ ଏକ ରାମବାଣ ଉପାୟ, ଯାହା କରିବା ଦ୍ଵାରା ଆପଣଙ୍କ ଚନ୍ଦାମୁଣ୍ଡରେ ପୁଣି ନୂଆ କେଶ ଉଠିବା ଆରମ୍ଭ ହେବ । ଆପଣ ମାନେ ତ ଦେଖିଥିବେ ଆଜିକାଲି ସବୁ ପିଲା କମ ବଯସରୁ ଏତେ ସ୍ଟାଇଲ ମାରିବା ଆରମ୍ଭ କରୁଛନ୍ତି ଯେ ସେ ନିଜ କେଶରେ କିଛି ନା କିଛି କେମିକାଲ ପ୍ରଡ଼କ୍ଟ ବ୍ୟଭାର ମଧ୍ୟ କରୁଛନ୍ତି । ଯାହା ଅପାଇନ ସେମାନେ କେଶ ଝଡିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ତେବେ ଯଦି ଆପଣଙ୍କ କେଶ ଝାଡୁଛି ବା ଆପଣ ଚନ୍ଦା ଅଟନ୍ତି ତେବେ ଏହି ଉପାୟ ଆପଣଙ୍କୁ ଆପଣଙ୍କ ପୂର୍ବ କେଶ ଫେରେଇଦେବ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ କେମିତି କରିବେ ଏହି ଉପାୟ ଓ କେଉଁ ଜିନିଷ ଦରକାର ଏହି ଉପାୟ ପାଇଁ । ଆମେ ଆମ ନୀତିଦିନ ଖାଦ୍ଯରେ ବ୍ୟବହାର କରୁଥିବା ଜିରା ହେଉଛି ଏହି ରେସିପିର ମୁଖ୍ୟ ପଦାର୍ଥ । ଜିରା ଆପଣଙ୍କ ହେୟାର ଫଲ ସମସ୍ୟାର ସମାଧାନ କରିବା ସହ ନୂଆ ଚୁଟି ଉଠିବାରେ ବି ସହାୟକ ହେବ ।
ତେବେ ଆପଣଙ୍କୁ ଏଥିପାଇଁ ଗୋଟା ଜିରା ନୁହେଁ ଜିରା ତେଲ ଆବଶ୍ୟକ । ଆପଣଙ୍କୁ ଏକ ଛୋଟ ଚାମଚ ଜିରା ତେଲ ସହ ଏକ ବଡ ଚାମଚ ଅଲିଭ କିମ୍ବା ନଡିଆ ତେଲ ମିସାଇ ମୁଣ୍ଡରେ ଭଲକରି ମାଲିସ କରିବାକୁ ପଡିବ । ଏହି ମିଶ୍ରଣକୁ ଲଗାଇ ଅଧଘଣ୍ଟା ରଖି ପରେ କେଶ ଧୋଇ ଦିଅନ୍ତୁ । ଏହି ଭଳି ବାରମ୍ବାର କରିବା ପରେ ଦେଖିବେ ମୁଣ୍ଡରୁ କେଶ ଝଡିବା କମିଯିବା ସହ ନୂଆ ଚୁଟି ଉଠି ଚନ୍ଦା ହେଉଥିବା ସ୍ଥାନ ସବୁ ପୁରଣ ହୋଇ ଯାଇଥିବ ।
ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।