ଚନ୍ଦ୍ର ଗ୍ରହଣ 2023 ସମ୍ପୂର୍ଣ୍ଣ ତଥ୍ୟ, ଏହି 6ଟି ରାଶି ହେବେ କୋଟିପତି… ଶୀଘ୍ର ଦେଖନ୍ତୁ

ବନ୍ଧୁଗଣ ବର୍ଷ ର ପ୍ରଥମ ଚନ୍ଦ୍ରଗ୍ରହଣ ମେ 5 ଶୁକ୍ରବାର ଦିନ ଲାଗିବାକୁ ଯାଉଛି । ତାହା ପୁଣି ବୈଶାଖ ମାସର ପୂର୍ଣ୍ଣିମା ଦିନ ଲାଗିବାକୁ ଯାଉଛି । ଏହି ଗ୍ରହଣ ଜ୍ଯୋତିଷ ମାନ୍ୟତା ଅନୁସାରେ ବହୁତ ଦୁର୍ଲଭ ହେବାକୁ ଯାଉଛି । ବର୍ଷର ପ୍ରାର୍ଥମ ସୂର୍ଯ୍ୟରାଗର ଏପ୍ରିଲ 20ରେ ଲାଗିଥିଲା । 15 ଦିନ ଭିତରେ 2ଟି ଗ୍ରହଣ ଲାଗିଥିବାରୁ ଜ୍ଯୋତିଷ ମାନ୍ୟତା ଅନୁଯାୟୀ ଯଦି 15 ଦିନ ଭିତରେ 2ଟି ଗ୍ରହଣ ଲାଗିଥାଏ ଏହାକୁ ଦୁର୍ଲଭ ଘଟଣା ମାନାଯାଏ ।

ଏମିତି ମାନାଯାଏ ଏହି ଗ୍ରହଣ ଠାରୁ ସତର୍କ ରହିବାକୁ ହେବ । ତେବେ ଆଜି ଆମେ ଜାଣିବା ଚନ୍ଦ୍ରଗ୍ରହଣ ବିଷୟରେ ସଂପୂର୍ଣ୍ଣ ବିବରଣୀ ଓ କେଉଁ ରାଶି ହେବେ କୋଟିପତି । ଚନ୍ଦ୍ରଗ୍ରହଣ ଦିନ ବୈଶାଖ ପୂର୍ଣ୍ଣିମା ତିଥି ପଡୁଥିବାରୁ ଏହାକୁ ବୁଦ୍ଧ ପୂର୍ଣ୍ଣିମା ତିଥି ମଧ୍ୟ କୁହାଯାଏ । ଏହି ଦିନ ଗ୍ରହଣ ଲାଗୁଥିବାରୁ ଏହାର ମହତ୍ଵ ରହିଛି । ମାନାଯାଏ ଏହି ଦିନ ଭଗବାନ ବୁଦ୍ଧ ଙ୍କର ଜନ୍ମ ହୋଇଥିଲା ।

ଏହି ତିଥିକୁ ବୁଦ୍ଧ ଉଶ୍ଚବ ରୂପରେ ପ୍ଳାନ କରା ଯାଇଥାଏ । ଏମିତିକି ବୁଦ୍ଧ ପୂର୍ଣ୍ଣିମାରେ ଗ୍ରହଣ ପଡୁଥିବାରୁ ଏହାର ପ୍ରଭାବ ଅଧିକ ରହିବ । ଏହା ଏକ ଉପଛାୟା ଗ୍ରହଣ ହେବାକୁ ଯାଉଛି । ଯାହାର କାରଣରୁ ଏହାର ସୁତକ କାଳ ମାନ୍ୟ ହେବ ନାହି । ଖାଲି ଗ୍ରହଣ କାଳ ମାନ୍ୟ ହେବ ।

ସୁତକ କାଳର ସମୟ ହେଉଛି ମେ 5 2023 ଶୁକ୍ରବାର ଦିନ 11ଟା 45 ମିନିଟ ରୁ ଆରମ୍ଭ ହୋଇ ରାତି 1ଟା ଶେଷ ହେବ । ସୁତକ କାଳ ଶେଷ ହେବା ପରେ ସ୍ନାନ କାର୍ଯ୍ୟ କରି ଚନ୍ଦ୍ର ଙ୍କୁ ଦର୍ଶନ କରିବା ପରେ ଦେବା କାର୍ଯ୍ୟ ସହ ଅନ୍ଯାନ୍ଯ ଶୁଭ କାର୍ଯ୍ୟ ଆରମ୍ଭ କରାଯାଇ ପାରିବ ।

ଏହି ଗ୍ରହର ସମୟ ହେଉଛି ମେ 5 ଶୁକ୍ରବାର ରାତି 8ଟା 45 ମିନିଟ ରୁ ଆରମ୍ଭ ହୋଇ ମଧ୍ୟ ରାତ୍ରି 1ଟା ଶେଷ ହେବ । ଏହି ଗ୍ରହଣର ମଧ୍ୟ କାଳ ରାତି 10ଟା 53 ମିନିଟ । ଏହି ସମୟରେ ସର୍ବାଧିକ ଚନ୍ଦ୍ର ଗ୍ରହଣ ମହାକାଶରେ ଦ୍ରୁଶ୍ଯ ମାନ ହେବ । ଏହି ଗ୍ରହଣ ମହାକାଶରେ ପ୍ରାୟ 4 ଘଣ୍ଟା 15 ମିନିଟ ଓ 34 ସେକେଣ୍ଡ ଯାଏଁ ରହିବ ।

ଏହି ଗ୍ରହଣ ୟୁରୋପ, ଅଷ୍ଟ୍ରେଲିୟା, ଆଫ୍ରିକା, ଆଣ୍ଟାଲାଟିକ, ପ୍ରଶାନ୍ତ ମହାସାଗର, ପାଶ୍ଚାତ୍ୟ ଦେଶ ମାନଙ୍କରେ ଦ୍ରୁଶ୍ଯ ମାନ ହେବ । କିନ୍ତୁ ଭାରତରେ ଏହା ଦ୍ରୁଶ୍ଯ ମାନ ହେବ ନାହି । ଏହି ଗ୍ରହଣର ପ୍ରଭାବ ସବୁ ରାଶି ମାନଙ୍କ ଉପରେ ନିଶ୍ଚୟ ପଡିବ । ଏହି ଦିନ ଗର୍ଭବତୀ ମହିଳା ମାନେ ସତର୍କ ରହିବା ନିହାତି ଆବଶ୍ୟକ ।

ଏହି ଗ୍ରହଣ ପ୍ରଭାବରେ 6ଟି ରାଶି ଭାଗ୍ଯବାନ ହେବାକୁ ଯାଉଛନ୍ତି । ସେମାନେ ହେଉଛନ୍ତି ମେଷ ରାଶି, ମିଥୁନ ରାଶି, କନ୍ୟା ରାଶି, ମକର ରାଶି, ମୀନ ରାଶି ଓ ସିଂହ ରାଶି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *