ଯଦି କେହି ସଚ୍ଚା ପ୍ରେମ କରୁଥିବା ବ୍ୟକ୍ତି ଆପଣଙ୍କୁ ମନେ ପକାନ୍ତି, ତେବେ ଏହି 2ଟି ଜିନିଷ ଆପଣଙ୍କୁ ନିଶ୍ଚୟ ଅନୁଭବ ହେବ- Sri Krishna

ବନ୍ଧୁଗଣ ଯେବେ ଆପଣ ଯାହାକୁ ସଚ୍ଚା ପ୍ରେମ କରୁଛନ୍ତି ବା ନିଜ ଜୀବନ ଠାରୁ ଅଧିକ ଚାହୁଁ ଛନ୍ତି ତେବେ ତାଙ୍କୁ ପାଇବାକୁ ଆପଣ କିଛି ବି କରି ପାରନ୍ତି । ମା ବାପା, ଘର ପରିବାର, ସମାଜ ସମସ୍ତଙ୍କୁ ମନାଇବାକୁ ଚେଷ୍ଟା କରିଥାନ୍ତି । ଯଦି ଏମାନଙ୍କ ଭିତରୁ କେହି ବି ମାନି ନ ଥାନ୍ତି ତ ଆପଣ ତାଙ୍କ ବିରୁଦ୍ଧରେ ଛିଡା ହୋଇ ଯାଇଥାନ୍ତି ।

ଏହି ସବୁ ଆପଣ ନିଜ ଭଲ ପାଇବାକୁ ପାଇବାକୁ କରିଥାନ୍ତି । କାହିଁଙ୍କି ନା ପ୍ରେମ ଏମିତି ହିଁ ହୋଇଥାଏ ନ। ପ୍ରେମ ଆଗରେ କିଛି ଦେଖାଯାଏ ନାହି କି ଶୁଣାଯାଏ ନାହି । ପ୍ରେମ ପାଇଁ ଆପଣ ଜୀବନ ଦେବାକୁ ବା ନେବାକୁ ରେଡି ରହିଥାନ୍ତି । କାରଣ ପ୍ରେମ ଠାରୁ ଅଲଗା ହୋଇ ବଞ୍ଚିବା ମରଣ ସହ ସମାନ ହୋଇଥାଏ । ପ୍ରେମ ପାଇଁ ଲୋକେ ଭାବି ଭାବି ଜୀବନ ଦେଇ ଦିଅନ୍ତି ।

କାରଣ ସ୍ମୃତି ବଞ୍ଚିବାକୁ ଦିଏ ନାହି । ଯେବେ ମନେ ପଡିଯାଏ ତେବେ ଆଖି ରୁ ଲୁହ ଆସିଯାଏ । ଯେବେ ଆପଣ କାହାକୁ ଭୁଲିବାକୁ ଚାହି ଥାନ୍ତି ତେବେ ଦୁନିଆ ସାରା ଲୋକେ ଆପଣଙ୍କୁ ତାଙ୍କୁ ମନେ ପକାଇଥାନ୍ତି । ଆପଣ ଯେବେ ଯାହାକୁ ସଚ୍ଚା ପ୍ରେମ କରିବେ ତାଙ୍କୁ ନିଜ ଠାରୁ ଦୂରେଇ ଦେଇ ପାରିବେ କିନ୍ତୁ ମନରୁ କେବେ ବାହାର କରିପାରନ୍ତି ନାହି ।

ଯେବେ ଆପଣଙ୍କୁ ସଚ୍ଚା ପ୍ରେମ କରୁଥିବା ମଣିଷ ଟି ଆପଣଙ୍କୁ ମନେ ପକାଇବ ତେବେ ଏହି ୨ଟି ଜିନିଷ ଆପଣଙ୍କୁ ନିଶ୍ଚୟ ଅନୁଭବ ହେବ । ତେବେ ଆସନ୍ତୁ ଜାଣିବା ତାହା କଣ ? ୧- ଏବେ ଆପଣଙ୍କ ସାଥି ଆପଣଙ୍କୁ ମନେ ପକାଇବେ ଠିକ ସେହି ସମୟରେ ଆପଣଙ୍କୁ ମଧ୍ୟ ତାଙ୍କ କଥା ମନେ ପଡିବ । ଯେବେ ସେ ଆପଣଙ୍କୁ ମନେ ପକାଇବ ଆପଣଙ୍କୁ ଭଲ ଲାଗିବ ନାହି ।

ସାରା ଦିନ ଖାଲି ଖାଲି ଲାଗିବ । ଏମିତି କିଛି ଅନୁଭବ ହେବ କି ଆପଣଙ୍କର କିଛି ହଜି ଯାଇଛି । ଏମିତି ସେତେବେଳେ ହୋଇଥାଏ ଯେବେ ସଚ୍ଚା ପ୍ରେମ କରୁଥିବା ମଣିଷ ଟି ଆପଣଙ୍କୁ ହୃଦୟ ରୁ ମନେ ପକାଇଥାନ୍ତି ।

୨- ଯେବେ ଆପଣଙ୍କୁ କେହି ସଚ୍ଚା ମନରୁ ମନେ ପକାଇଥାନ୍ତି ତେବେ ଆପଣଙ୍କର କୌଣସି କାମରେ ମନ ଲାଗିବ ନାହି । ରାତି ରେ ନିଦ ହେବ ନାହି, ଖାଇବା ପିଇବା କିଛି ଭଲ ଲାଗିବ ନାହି । ଆପଣଙ୍କୁ ବାରମ୍ବାର କାହା କଥା ମନେ ପଡିବ । ଆପଣଙ୍କ ମନ ବାରମ୍ବାର ତାଙ୍କ ଆଡକୁ ଆକର୍ଷିତ ହେବ । ମନ ବିଚଳିତ ହେବ । ମନ ଉଦାସ ଓ ଚେହେରା ଶୁଖିଯିବ ।

ଯଦି ଆପଣଙ୍କ ସହ ଏମିତି କିଛି ହେଉଛି ତେବେ ଏହାର ଅର୍ଥ କି ଆପଣ ପ୍ରେମ ଆପଣଙ୍କୁ ବହୁତ ମନେ ପକାଉଛନ୍ତି । କାରଣ ଏହା ସଚ୍ଚା ପ୍ରେମର ସଚ୍ଚା ନିଶାନି ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *