ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ର କୁ 3 ଥର ଜପ କରନ୍ତୁ, ଯାହା ଅସୁବିଧା ରହିଛି ସବୁ ହେବ ଦୂର

ବନ୍ଧୁଗଣ ଧାର୍ମିକ ଗ୍ରନ୍ଥ ରେ ସେହ ଶକ୍ତି ରହିଛି ଯାହା ଆମର ସବୁ ଦୁଖ ଦୁର୍ଦ୍ଦଶାର ନିବାରଣ କରିପାରେ । ଏଥିରେ କିଛି ସନ୍ଦେହ ନାହି କି ଯେବେ ଆମେ ଚିନ୍ତାରେ ପଡୁଛୁ ତେବେ ଆମ ମାନଙ୍କର ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶାସ୍ତ୍ରୀୟ ଉପାୟ ଗୁଡିକ ପ୍ରୟୋଗ କରିଥାଉ । ଏହା ଆପଣଙ୍କୁ ଚମତ୍କାରୀ ମଧ୍ୟ କହି ପାରିବେ ।

ଯଦି ଆମେ ଉଚିତ ନିର୍ଦ୍ଦେଶନାରେ କରି ଚାଲିବା ତେବେ ସଫଳ ନିଶ୍ଚୟ ହେବା । ଆଜି ଆମେ ଆପଣଙ୍କୁ ହନୁମାନ ଚାଳିଶା ମାଧ୍ୟମରେ କିଛି ଏମିତି ଉପାୟ କହିବୁ ଯାହା ଆପଣଙ୍କ ଜୀବନକୁ ସୁଖ ରେ ଭରି ଦେବ । ଏହା ସହ ଆପଣଙ୍କର ଜୀବନ ଶାନ୍ତିପୂର୍ଣ୍ଣ ଭାବେ କଟିବ । ଭଗବାନ ହନୁମାନ ଙ୍କୁ ସମର୍ପିତ ହନୁମାନ ଚାଳିଶା ବିଷୟରେ କିଏ ବା ନ ଜାଣେ ।

କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଚମତ୍କାର ରହସ୍ୟ କଣ ରହିଛି । ଆପଣ ହନୁମାନ ଜୀ ଙ୍କ ଅବତାର ବିଷୟରେ ନିଶ୍ଚୟ ଜାଣିଥିବେ । ଆଜି ଆମେ ଆପଣଙ୍କୁ ଏକ କାହାଣୀ ଜରିଆରେ ଚମତ୍କାରୀ ଉପାୟ ବିଷୟରେ କହିବୁ । ଆପଣ ଜାଣିଥିବେ ଯେବେ ପିଲା ଦିନେ ହନୁମାନ ଜୀ ଙ୍କୁ ଅଧିକ ଭୋକ ଲାଗିଥିଲା ସେତେବେଳେ ଆକାଶରେ ଚମକୁଥିବା ସୂର୍ଯ୍ୟ ଙ୍କୁ ଦେଖି ଫଳ ଭାବିଥିଲେ ।

ଆଉ ହନୁମାନ ଜୀ ଙ୍କ ପାଖରେ ଏତେ ଶକ୍ତି ଥିଲା କି ସେ ଉଡି ଉଡି ସୂର୍ଯ୍ୟ ଙ୍କୁ ଖାଇବାକୁ ଆଗକୁ ବଢି ଚାଲିଲେ । କିନ୍ତୁ ସେତେବେଳେ ଦେବରାଜ ଇନ୍ଦ୍ର ଶସ୍ତ୍ର ଦ୍ଵାରା ପ୍ରହାର କରିଥିଲେ । ଯାହା ଦ୍ଵାରା ହନୁମାନ ଜୀ ମୁର୍ଚ୍ଛିତ ହୋଇ ପଡିଥିଲେ । ଏହା ପରେ ଯେବେ ବାୟୁ ଦେବ ଜାଣି ପାରିଲେ ସେ ମଧ୍ୟ ଅତ୍ୟଧିକ ରାଗି ଗଲେ ।

କିନ୍ତୁ ଯେବେ ସବୁ ଦେବଟା ବୁଝି ପାରିଲେ କି ହନୁମାନ ଜୀ ଶିବଙ୍କର ଅବତାର ବୋଲି ସେତେବେଳେ ସମସ୍ତ ଦେବତା ମାନେ ତାଙ୍କୁ ଅନେକ ଶକ୍ତି ପ୍ରଦାନ କରିଲେ । ହନୁମାନ ଚାଳିଶା ର ପାଠ ଶନିବାର ଓ ମଙ୍ଗଳବାର ରେ କରିଲେ ଏହା ଅତ୍ୟନ୍ତ ଶୁଭ କାର୍ଯ୍ୟ ହୋଇଥାଏ । ହନୁମାନ ଚାଳିଶାରେ କିଛି ଏମିତି ଚଉପାଇ ରହିଛି ଯାହା କୁ ପଢିବା ଦ୍ଵାରା ଆପଣଙ୍କ ଜୀବନରୁ ସବୁ କଷ୍ଟ, ଦୁଖ ଦୂର ହୋଇଯିବ ।

ପ୍ରଥମ ଚଉପାଇ ଟି ହେଉଛି ଭୁତ ପିଶାଚ ନିକଟ ନହିଁ ଆୱେ ମହାବୀର ଜବ ନାମ ସୁନାୱେ । ମନରେ ଭୟ ଥିଲେ ପ୍ରତିଦିନ ଏହି ମନ୍ତ୍ର ଜପ କରନ୍ତୁ । ଦ୍ଵିତୀୟ ଚଉପାଇ ଟି ହେଉଛି ନାସେ ରୋଗ ହରେ ସର୍ବ ପିରା ଜପତ ନିରନ୍ତର ହନୁମତ ବୀରା । ଯଦି କୌଣସି ବ୍ୟକ୍ତି ରୋଗରେ ପୀଡିତ ଅଛନ୍ତି ଆଉ ସ୍ୱାସ୍ଥ୍ୟ ରେ ଉନ୍ନତି ହେଉ ନାହି ତେବେ ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କର ସବୁ ରୋଗ ଠାରୁ ମୁକ୍ତି ମିଳିଯିବ ।

ଏହାକୁ ପ୍ରତିଦିନ ଶୋଇବା ପୁର ୩ ଥର ପାଠ କରିଲେ ହନୁମାନ ଜୀ ଙ୍କ କୃପା ଲାଭ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *