କାହାର ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି- Taraot Card Reading

ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି । ଏଥିପାଇଁ ଆପଣଙ୍କୁ ୩ ଟି ପ୍ରଜାପଟୋ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ ।

ଆପଣ ଏହି ୩ ଟି ନମ୍ବର ୩ ଜଣଙ୍କ ପାଇଁ ଚୁଜ କରିପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା । ୧- ଯଦି ଆପଣ ପ୍ରଥମ ପ୍ରଜାପତି ଟି ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣଙ୍କ ଠାରେ ବହୁତ ଜ୍ଞାନ ଅଛି । ଆପଣ ଲୋକଙ୍କୁ ଭଲ ରାୟ ଦିଅନ୍ତି ।

ଆପଣ କେବେ ଭୁଲ ରାୟ ଦିଅନ୍ତି ନାହି । ଆପଣ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଜୀବନରେ ବହୁତ ଆଗକୁ ଯିବେ । ଆପଣ ଲୋକଙ୍କର କେୟାର ଓ ଇଜ୍ଜତ କରିଥାନ୍ତି । ସେ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ଆପଣଙ୍କ ଉପରେ ଆଖି ବନ୍ଦ କରି ଭରସା କରି ହେବ । ଆପଣ ଯେମିତି କହିଥାନ୍ତି ତାହା ଠିକ ହୋଇଥାଏ ।

୨- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ପ୍ରଜାପତି ଟି ଚୁଜ କରିଛନ୍ତି ସେ ଭାବୁଛନ୍ତି କି ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । କିନ୍ତୁ କେବେ କେବେ ଲାଗୁଛି ଆପଣ ଏକ ତରଫା ହୋଇ ଯାଉଛନ୍ତି । ଆପଣ ଭୁଲ ଥିଲେ ବି ନିଜକୁ ଠିକ କହିଥାନ୍ତି । ଆପଣ ନିଜ ବିଷୟରେ ଭାବିଲେ ସ୍ଵାର୍ଥୀ ହୋଇ ଯାଉଛନ୍ତି । ତଥାପି ଆପଣ ଜୀବନରେ ଉନ୍ନତି କରିବେ । ଖୁବ ଧନ କମାଇବେ ।

ଆପଣଙ୍କ ଜୀବନରେ ଖୁଶିର ର ଅଭାବ ନାହି । ଆପଣଙ୍କ ପାଇଁ ସେ ବହୁତ ଭଲ ଭାବୁଛନ୍ତି । କିନ୍ତୁ ଯେବେ ଆପଣ ନିଜ କଥା ଭାବି ଥାନ୍ତି ସେତେବେଳେ ଗର୍ବୀ ହୋଇ ଯାଇଥାନ୍ତି । ସେ ଚାହୁଁ ଛନ୍ତି ଆପଣ ଜୀବନରେ ବହୁତ ଆଗକୁ ଯାଆନ୍ତୁ ।

୩- ଆପଣ ଯଦି ତୃତୀୟ ପ୍ରଜାପତି ଟି ଚୁଜ କରିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ଏବେ ସନ୍ଦେହ ରେ ଅଛନ୍ତି । କିଛି କ୍ଲିୟର ହୋଇପାରୁ ନାହାନ୍ତି । ଆପଣ ଭୁଲ ନିସ୍ପତି ନେଇ ପାରନ୍ତି । ଯେବେ ଭଲ ଜିନିଷ ସାମ୍ନାକୁ ଆସେ ସେତେବେଳେ ଆପଣ ଭୁଲ ନିସ୍ପତି ନିଅନ୍ତୁ । ଆପଣଙ୍କ ସହ କିଛି ଏମିତି ସେମିତି ନ ହେଉ ଏମିତି ସେ ଭାବୁଛନ୍ତି ।

ଆପଣଙ୍କ ଜୀବନରେ ଅନେକ ବିକଳ୍ପ ଅଛି । ଆପଣଙ୍କ ଲାଇଫରେ ବହୁତ ବନ୍ଧୁ ଅଛନ୍ତି । ତାଙ୍କୁ ଲାଗୁଛି ଆପଣଙ୍କ ସହ ଲୋକ ମାନେ ସ୍ଵାର୍ଥ ଭାବ ରଖିକି ଯୋଡି ହୋଇଥାନ୍ତି । ଏହି କାରଣରୁ ଆପଣ ଭୁଲ ଲୋକଙ୍କୁ ସିଲେକ୍ଟ କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *