ଯେଉଁ ବ୍ୟକ୍ତି ଭାଗ୍ୟରେ ବହୁତ ଧନ ପ୍ରାପ୍ତି ଯୋଗ ରହିଥାଏ ସେହି ବ୍ୟକ୍ତିକୁ ଏହି 9 ଟି ସଂକେତ ମିଳିଥାଏ! ଆପଣଙ୍କୁ ମିଳୁଛି କି ଏହି ସଂକେତ

ବନ୍ଧୁଗଣ ଆମେ ଜାଣିଛୁ ପ୍ରତେକ ସ୍ଥାନରେ ଭଗବାନ ଅବସ୍ଥିତ ଅଛନ୍ତି । ଏମିତି ଆମ ଶରୀରରେ ମଧ୍ୟ ଈଶ୍ବରଙ୍କ ବାସ ଅଛି । ଭଗବାନ ପ୍ରତ୍ୟକ୍ଷ ରୂପରେ ଦେଖା ନ ଗଲେ ବି କିନ୍ତୁ ତାଙ୍କର ଥିବାର ଅନୁଭବ ହୋଇଥାଏ । ଏହି ଅନୁଭବ ସେହି ଲୋକଙ୍କ ଠାରେ ହୋଇଥାଏ ଯାହାଙ୍କ ଠାରେ ଅଲୌକିକ ଶକ୍ତି ରହିଥାଏ ।

ଭଗବାନ କୃଷ୍ଣ ମଣିଷର ୯ଟି ଲକ୍ଷଣ ବିଷୟରେ କହିଛନ୍ତି ଯଦି କୌଣସି ବ୍ୟକ୍ତିଙ୍କ ଠାରେ ଏହି ୯ଟି ଲକ୍ଷଣ ଦେଖାଯାଏ ତେବେ ସେ କୌଣସି ସାଧାରଣ ବ୍ୟକ୍ତି ନୁହେଁ । ଏଭଳି ମାନବକୁ ଭଗବାନ କୃଷ୍ଣ ସର୍ବ ଶ୍ରେଷ୍ଠ କହିଛନ୍ତି । ଆସନ୍ତୁ ଜାଣିବା ସେହି ଲକ୍ଷଣ ଗୁଡିକ ବିଷୟରେ ବିସ୍ତାର ଭାବେ ।

୧- ଭଗବାନ କୃଷ୍ଣ କହିଛନ୍ତି ଯେଉଁ ମାନବ କୌଣସି କମ କରିବା ସମୟରେ ସୁଖ ଦୁଖର ବିଚାର କରେ ନାହି । ଏଭଳି ବ୍ୟକ୍ତି କୌଣସି ବି ସ୍ଥିତିରେ ନିଜର କାମ ଅଧୁରା ଛାଡେ ନାହି । ଯେତେ ବଡ ବିପଦ ଆସିଲେ ବି ମଣିଷ ନିଜର ମାର୍ଗରୁ ବିଚଳିତ ହୁଏ ନାହି । ଏଭଳି ଲକ୍ଷଣ ଦେଖାଗଲେ ସେଭଳି ବ୍ୟକ୍ତି ସାଧାରଣ ନୁହେଁ ।

୨- ଶ୍ରୀ କୃଷ୍ଣ କହିଛନ୍ତି ଏଉନ ବ୍ୟକ୍ତି ଜୀବନରେ ଅନ୍ୟର ଖରାପ କରେ ନାହି ସେ ସର୍ବଦା ଭଲ କଥା କହିଥାଏ ସେଭଳି ବ୍ୟକ୍ତି ସର୍ବ ଶ୍ରେଷ୍ଠ ହୋଇଥାଏ ।

୩- ଯେଉଁ ବ୍ୟକ୍ତି ଦୈନିକ କାମରୁ ନିଜର ସମୟ ବାହାର କରି ଈଶ୍ବରଙ୍କ ଭକ୍ତି ରେ ଲୀନ ରହିଥାଏ ଏବଂ ଈଶ୍ବରଙ୍କ ପୂଜା କରିବା ସହ ଈଶ୍ଵରଙ୍କୁ ସବୁ କିଛି ମାନି ଥାଏ ସେଭଳି ବ୍ୟକ୍ତି ସାଧାରଣ ନୁହେଁ । ବାସ୍ତବରେ ଏଭଳି ବ୍ୟକ୍ତି ଠାରେ ଈଶ୍ବରୀୟ ଶକ୍ତିର ବାସ ରହିଥାଏ ।

୪- ଯେଉଁ ବ୍ୟକ୍ତି ସମାଜ ପ୍ରତି ନିଜର ଦାୟିତ୍ଵ ନିଭାଇବାକୁ ଯାଇ ଭଲ ଓ ପୂଣ୍ୟ କାମ କରିଥାଏ, ବିପଦରେ ପଡିଥିବା ଲୋକ ଅଥବା ଗରିବ ବ୍ୟକ୍ତିଙ୍କ ସାହାର୍ଯ୍ୟ କରିଥାଏ। ବିପଦଆପଦରେ ପଶୁପକ୍ଷୀ ଙ୍କ ସାହାର୍ଯ୍ୟ କରିଥାଏ ସେ ସର୍ବ ଶ୍ରେଷ୍ଠ ହୋଇଥାଏ ।

୫- ଯେଉଁ ଲୋକଙ୍କ ଉପରେ ଈଶ୍ବରୀୟ ଶକ୍ତି ରହିଥାଏ ସେମାନେ କେବେ ବି ଅନ୍ୟାୟ କରନ୍ତି ନାହି,ଅନ୍ୟର ଧନ ହଡପ କରନ୍ତି ନାହି ସେ ଜୀବନରେ କୀର୍ତ୍ତି ପାଇଥାଏ ।

୬- ସଂସାରରେ କିଛି ଲୋକଙ୍କ ଠାରେ ଅନୋଖା ଶକ୍ତି ରହିଥାଏ ଯାହା ଦ୍ଵାରା ଭବିଷ୍ୟତରେ ହେବାକୁ ଥିବା ଘଟଣାର ପୂର୍ବ ଆଭାସ ହୋଇଥାଏ ।  ଏଭଳି ବ୍ୟକ୍ତିଙ୍କ ଜାଣିପାରନ୍ତି କିଛି ଖରାପ ହେବାକୁ ଯାଉଛି ।

୭- କିଛି ଲୋକ ନିଜର ଆଖ ପାଖରେ ବିଶେଷ ପ୍ରକାରର ସୁଗନ୍ଧର ଆଭାସ କରିଥାନ୍ତି । ସର୍ବଦା ସୁଗନ୍ଧ ଫୁଲ, କର୍ପୁର ର ଆଭାସ କରିଥାନ୍ତି । ଏଭଳି ବ୍ୟକ୍ତି ସର୍ବ ଶ୍ରେଷ୍ଠ ହୋଇଥାନ୍ତି ।

୮- ଶାସ୍ତ୍ର ଅନୁଯାୟୀ କୌଣସି ବ୍ଯକ୍ତିର ନିଦ ବ୍ରହ୍ମ ମୂହୁର୍ତ୍ତରେ ଖୋଲିଥାଏ ତାହା ଅଲୌକିକ ସଂକେତ ହୋଇଥାଏ ।

୯- ଯେଉଁ ବ୍ୟକ୍ତିକୁ ମନ୍ଦିରରେ ପବିତ୍ର ଧ୍ୱନି ଶୁଣିଥାଏ ଏବଂ ଈଶ୍ବରଙ୍କ ଭକ୍ତିରେ ଲୀନ ରହିଥାଏ ସେ ଦୁନିଆର ସର୍ବ ଶ୍ରେଷ୍ଠ ମାନବ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *