୪ ଖରାପ ଅଭ୍ୟାସ ଯାହାକୁ ଲୋକ ଭଲ ଭାବିଥାନ୍ତି, ୯୯% ଲୋକଙ୍କୁ ଜଣା ନଥିବ

ଆପାନ ମାନେ ନିଜ ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ବହୁତ ଜିନିଷ ଉପରେ ବହୁତ ବିଶେଷ ଧ୍ୟାନ ଦିଅନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଆପଣଙ୍କ ଏହି ଅଭୟଶା ଆପଣଙ୍କ ସ୍ୱାସ୍ଥ୍ୟ ଭଲ କରିବା ବଦଳରେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ମଧ୍ୟ କରିଥାଏ । କିଛି ଅଭ୍ଯାସ ଏମିତି ହୋଇଥାଏ ଯାହା ଆମେ ଆମ ଭଲ ଶରୀର ପାଇଁ କରିଥାଉ କିନ୍ତୁ ଏହା ଭଲ କରିବା ବଦଳରେ ଖରାପ କରିଥାନ୍ତି । ଯେମିତିକି ଯଦି ଆମେ ସଠିକ ଭାବରେ ଏକ୍ସରସାଇଜ ବା ଯୋଗ ବା ବ୍ୟାୟାମ କରିଥାଉ ତେବେ ଏହା ଆମ ପାଇଁ ବହୁତ ଭଲ ହୋଇଥାଏ କିନ୍ତୁ ଯଦି ଏହା ଓଲଟା ହୋଇଥାଏ ତେବେ ଆପପଣଙ୍କୁ ବହୁତ ଅସୁବିଧା ସାମ୍ନା କରିବାକୁ ପଡିଥାଏ ।

୧. ବହୁତ ଲୋକଙ୍କ ଭାବନା ଅନୁଯାଇ ବୋଟଲ ପାଣି ବହୁତ ଭଲ ହୋଇଥାଏ, କିନ୍ତୁ ଏହା ଭୁଲ ଅଟେ, ଯେଉଁ ବୋଟଲ ପାଣିକୁ ମିନେରଲ୍ସ କହି ବିକା ଯାଇଥାଏ ସେଇଟା ମିନିରଲ୍ସ ପୂର୍ଣ ନଥାଏ କାହିଁକିନା ପ୍ରୋସେସିଙ୍ଗ ସମୟରେ ସେହି ପାଣିରେ ଥିବା କ୍ୟାଲସିଅମ, ମେଗ୍ନେସିଅମ, ଜିଙ୍କ ଓ ଫସଫୋରସ ସବୁ ସମାପ୍ତ ହୋଇଥାଏ ।

Image Courtesy: Google

୨. ଆପଣମାନଙ୍କୁ ଅଟା ରୁଟି ଖାଇବା ବା ଅନ୍ୟ ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଭାରତରେ ପ୍ରାୟତଃ ଗହମ ଅଟା ଲୋକ ସେବନ କରିବା ପ୍ପାସନ୍ଦ କରନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣଙ୍କୁ ପସନ୍ଦ ଆସୁଥିବା ପ୍ଯାକେଟ ଅଟା ଆପପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହ କାହିଁକିନା ସେହି ଅଟା ଏତେ ପତଳା ହୋଇଥାଏ ଯାହା ଖାଇବା ପାଇଁ ସୁଆଦିଆ ଲାଗି ପାରେ କିନ୍ତୁ ତା ସବୁ ପ୍ରୋଟିନ ବାହାରି ଯାଇଥାଏ କାହିଁକିନା ତାକୁ ପତଳା କରିବାରେ ସବୁ ପ୍ରୋଟିନ ଛାଣି ବାହାର କରା ଯାଇଥାଏ ।

Image Courtesy: Google

୩. ରିଫାଇଣ୍ଡ ତେଲ :

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ହବ ଯେ କୌଣସି ପ୍ରକାର ଜିନିଷରୁ ତେଲ ବାହାର କରିବା ପାଇଁ ଫ୍ୟାକ୍ଟେରିରେ ସେହି ଜିନିଷ ସହ ବହୁତ ପ୍ରୋସେସ କରା ଯାଏ ଯାହା ଅନୁଯାଇ ତେଲ କୁ ସଫା ଓ କୃଷଟଲ କ୍ଲିଅର କରା ଯାଇଥାଏ ଏହି ପ୍ରୋସେସ ରେ ସବୁ ପ୍ରୋଟିନ ଓ ମିନିରଲ ସମାପ୍ତ ହୋଇଥାଏ ଓ ତେଲରେ କିଛି ଲାଭକାରୀ ଜିନିଷ ନଥାଏ ।

Image Courtesy: Google

୪. ଫ୍ରିଜ ପାଣି :

ଗରମ ଦିନରେ ଲୋକ ଥଣ୍ଡା ପାଣି ପିବା ପ୍ପାସନ୍ଦ କରନ୍ତି କାହିଁକିନା ଏହା ଦ୍ଵାରା ଆପଣଙ୍କ ବେକ ଓ ମନ ଥଣ୍ଡା ହୋଇଥାଏ କିନ୍ତୁ ଆପଣ ଯାହା ଭାବାନ୍ତି ଯେ ଆପଣଙ୍କ ପେଟ ଫ୍ରିଜ ପାଣି ଦ୍ଵାରା ଥଣ୍ଡା ହେଲା ତାହା ଭୁଲ ଧାରଣା ଆପଣଙ୍କ ପେଟ ଗରମ ହୋଇଥାଏ ସେଥିପାଇଁ ସବୁବେଳେ ନର୍ମଲ ପାଣି ପିଆନ୍ତୁ ଓ ଯଦି ମାଟି ହାଣ୍ଡି ଅଛି ତେବେ ମାଟି ହାଣ୍ଡି ପାଣି ପ୍ପିଅନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *