୧୪ ବର୍ଷର ଛୋଟ ଜ୍ୟୋତିଷ କହିଲେ ଏହି ତାରଖରୁ ଭାରତକୁ ମିଳିବ କରୋନାରୁ ମୁକ୍ତି

ବର୍ତ୍ତମାନ ଦେଶରେ ମ-ହା-ମା-ରୀ ବହୁତ ଭୟଙ୍କର ପରିସ୍ଥିତି ସୃଷ୍ଟି କରି ଦେଇଛି । ଏମିତିରେ ଚାରିଆଡେ ଲୋକମାନଙ୍କର କେବଳ ଅକାଳ ବିଳାପ ଶୁଣିବାକୁ ମିଳୁଛି ।

କେବଳ ଭୂ-ତା-ଣୁର ସମସ୍ୟା ନାହିଁ ଏହା ସହିତ ଅନ୍ୟ କିଛି ସମସ୍ୟା ଯେମିତି କି ଖାଦ୍ୟ ଅଭାବ, ରୋ-ଗୀମାନଙ୍କୁ ସଠିକ ଚିକିତ୍ସା ନ ମିଳବା ଓ ସବୁଠୁ ବଡ ସମସ୍ୟା ଅକ୍ସିଜେନର ଅଭାବ ଏହିଭଳି ବହୁତ ସମସ୍ୟା ଗୁଡିକ ସାମ୍ନାକୁ ଆସୁଛି । କହିବାକୁ ଗଲେ ଦେଶରେ ଭୂ-ତା-ଣୁରେ ପୀଡିତ ରୋ-ଗୀମାନଙ୍କ ସଂଖ୍ୟା ହୁ ହୁ ହୋଇ ଦିନ ପର ଦିନ ବୁଦ୍ଧି ହେବାରେ ଲାଗିଛି । ଏହା ସହିତ ଭୂ-ତା-ଣୁରେ ପୀଡିତ ହୋଇଥିବା ରୋ-ଗୀମାନଙ୍କର ମୃ-ତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି ।

ଏମିତିରେ ଲୋକମାନେ ଭଗବାନଙ୍କ ନିକଟରେ ଏଥିରୁ ମୁକ୍ତି ପାଇବା ପ୍ରାର୍ଥନା କରୁଛନ୍ତି । ଏହିଭଳି ପରିସ୍ଥିତିରେ ବହୁତ ଜନ ଜୀବନ ମଧ୍ୟ ନଷ୍ଟ ହେଉଛି । ଏହା ସହିତ ମୃ-ତ୍ୟୁ ପରେ ବ୍ୟକ୍ତିକୁ ଶ୍ମ-ଶା-ନରେ ବି ଜାଗା ମିଳୁ ନାହିଁ । ଏହିଭଳି ଭାବରେ ପୁରା ଦେଶରେ ହାହାକାର ସୃଷ୍ଟି ହୋଇଯାଇଛି । କିନ୍ତୁ ଏହା ମଧ୍ୟରେ ଏକ ଭବିଷ୍ୟବାଣୀ ଶୁଣିବାକୁ ମିଳୁଛି । ଯାହାକି ଭୂ-ତା-ଣୁକୁ ନେଇ ଅଟେ ।

ଜଣେ ୧୪ ବର୍ଷର ବାଳକ କେବେ ବିଶ୍ଵରୁ ଭୂ-ତା-ଣୁ ମୁକ୍ତି ହେବ ସେହି ବିଷୟକୁ ନେଇ ଭୟବିଷ୍ୟବାଣୀ କରିଛି । ବର୍ତ୍ତମାନ ଦେଶରେ ଯେଉଁଭଳି ଅବସ୍ଥା ଅଛି ସେହି ସମୟରେ ଏହି ୧୪ ବର୍ଷୀୟ ବାଳକର ଭୂ-ତା-ଣୁ ମୁକ୍ତି ଭବିଷ୍ୟ ବାଣୀ ସମସ୍ତଙ୍କୁ ଭୂ-ତା-ଣୁର ଅନ୍ଧାର ମଧ୍ୟରେ ଆଲୋକର ଏକ ଆସା ଦେଖାଯାଇଛି ।

ଯାହା ବିଷୟରେ ସମସ୍ତେ ଜାଣିବା ଉଚିତ ଅଟେ । କହିଦେଉଛୁ କି ଏହି ବାଳକ ଜଣକ ଆମର ଏହି ପୃଥିବୀକୁ ଭୂ-ତା-ଣୁ ଆସିବାର ଭବିଷ୍ୟବାଣୀ ୨୦୧୮ରେ କରିଥିଲେ । ଯାହା ସତ ହୋଇଛି । ଏହା ସହିତ ଏପ୍ରିଲ ୨୦୨୦ରେ ଏହାର ଅ-ନ୍ତ ହୋଇଯିବ ବୋଲି ବି କହିଥିଲେ । କିନ୍ତୁ ଏହା ଭୁଲ ପ୍ରମାଣିତ ହୋଇଛି । ସେହି ବାଳକ ଜଣକ ପୁଣି ଥରେ ପୃଥିବୀ ପୃଷ୍ଠରୁ ଭୂ-ତା-ଣୁ ଦୂରେଇ ଯିବାକୁ ନେଇ ଏକ ଭବିଷ୍ୟବାଣୀ କରିଛି ।

ତାଙ୍କର ନୂତନ ଭବିଷ୍ୟ ବାଣୀ ହେଉଛି କି ଏହି ବର୍ଷ ସେପେଟେମ୍ବର ୫ ତାରିଖରେ ଭୂ-ତା-ଣୁରେ ଅ-ନ୍ତ ହୋଇଯିବ । ଏହିଭଳି କିଛି ସେ ନିଜର ମତ ପ୍ରକାଶ କରିଛନ୍ତି । କିନ୍ତୁ ଏହା କେତେ ଦୂର ସତ ଏହାକୁ ନେଇ ବର୍ତ୍ତମାନ ଚାରି ଆଡେ ଚର୍ଚା ଚାଲିଛି । କହିବାକୁ ଗଲେ ପୃଥିବୀ ପୃଷ୍ଠକୁ ଭୂ-ତା-ଣୁ ଆସିବର ଭବିଷ୍ୟବାଣୀ ସତ ହୋଇଥିଲା । ଏମିତିରେ ଆଶା କରାଯାଉଛି କି ଭୂ-ତା-ଣୁର ଅ-ନ୍ତ ହେବାର ଏହି ଭବିଷ୍ୟବାଣୀ ବି ସତ ହୋଇଯାଉ ।

କିନ୍ତୁ ସମୟ ହିଁ କହିବ କି ଭୂ-ତା-ଣୁର ଅ-ନ୍ତ କେବେ ହେବ । ସବୁ ଜିନିଷର ଆରମ୍ଭ ଥାଏ ଓ ଶେଷ ମଧ୍ୟ ଥାଏ । ଏମିତିରେ ଆମେ ସମସ୍ତେ ଆଶା କରୁଛୁ କି ଭୂ-ତା-ଣୁର ଅ-ନ୍ତ ହେଉ । କିନ୍ତୁ ଯଦି ଭୂ-ତା-ଣୁରୁ ମୁକ୍ତି ପାଇବାର ଅଛି ତେବେ ଆମେ ସମସ୍ତଙ୍କୁ ସଚେତନ ହେବା ଉଚିତ । କିନ୍ତୁ ସାମାଜିକ ଦୂରତା ରଖିଲେ ହିଁ ଏଇ ସଂ-କ୍ର-ମ-ଣରୁ ମୁକ୍ତି ମିଳିବ ।

ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *