ସାରା ଜୀବନ ଗୋଟିଏ ହିଁ ପୁରୁଷଙ୍କୁ ପ୍ରେମ କରନ୍ତି ଏହି ୨ ନାମର ମହିଳା- Jyotish Shastra

ଆମ ସମସ୍ତଙ୍କ ଜୀବନରେ ପ୍ରେମ ହିଁ ବହୁତ ମହତ୍ଵ ପୂର୍ଣ ହୋଇଥାଏ । ଆମକୁ କାହା ସହିତ କେବେ ନା କେବେ କାହାକୁ ପ୍ରେମ ହୋଇଥାଏ ।

ଯେଉଁ ସମୟରେ ଏହି ଅନୁଭବ ଆମ ଭିତରେ ଆସିଥାଏ, ଆମେ ଏହା ଭରସା କରିବାକୁ ଲାଗିଥାଉକି ଏହାହିଁ ଗୋଟିଏ କଥା ରହିଛି ଯାହା ସତ ଅଟେ ।  ବାକି ସବୁ ମିଛ ଓ ଧୋକା ଅଟେ ।  ପ୍ରେମ ହେବା ଦ୍ଵାରା ମଣିଷ ନିଜ ସ୍ଵପ୍ନକୁ ଆଉ କାହା ଭାବନା ସହିତ ଭାବିବାକୁ ଲାଗିଥାଏ । ପ୍ରେମ ହେଉଛି ଗୋଟିଏ ସୁନ୍ଦର ଅନୁଭବ, ଯାହାକୁ ଆପଣ ପ୍ରେମ କରିଥାନ୍ତି  ଯଦି ସେ ଗୋଟିଏ ଦିନବୀ ଦେଖା ଦେଇନଥାଏ ତେବେ ଆପଣ ବହୁତ ଚିନ୍ତିତ ହୋଇଯାଇଥାନ୍ତି । ମନରେ ବହୁତ ଖରାପ ଖରାପ ଭାବନା ଆସିବାକୁ ଲାଗିଥାଏ ।

ପ୍ରେମ ବିନା ଜୀବନ ନୀରସ, ବେକାର, ଫାଲଟୁ ଆଉ ଅଧା ଅଧା ଲାଗିଥାଏ  । କିନ୍ତୁ ଆଜି କାଲୀ ସମୟରେ ଲୋକଙ୍କ ପାଇଁ ସତ ପ୍ରେମର ଅର୍ଥ ଅଲଗା ଅଲଗା ହୋଇଥାଏ । ସତ ପ୍ରେମ ତାକୁ କୁହାଯାଇଥାଏ ଯେଉଁ ଥିରେ ସ୍ଵାର୍ଥ ନୁହେଁ ସମର୍ପଣ ଭାବ ରହିଥାଏ । ବହୁତ ଲୋକଙ୍କ ପାଇଁ ପ୍ରେମ ଗୋଟେ ଖେଳ ଭଳି ହୋଇଥାଏ । ପୁଣି ଆଉ କିଛି ଲୋକଙ୍କ ପାଇଁ ପ୍ରେମ ହିଁ ସବୁ କିଛି ହୋଇଥାଏ । ଆଜି ଆମେ ସେହି ମହିଳାଙ୍କ ବିଷୟରେ କହିବା ଯିଏ ପ୍ରେମ ମାମଲାରେ ବହୁତ ଗଂଭିର ହୋଇଥାନ୍ତି । ସେ ଜିବନ ସାରା ଗୋଟିଏ ଲୋକକୁ ହିଁ ପ୍ରେମ କରିଥାଏ । ଆସନ୍ତୁ ଜାଣିବା ସେଇ ଦୁଇ ନାମର ମହିଳାଙ୍କ ବିଷୟରେ ।

R ନାମର ମହିଳା :- ଏହି ନାମର ମହିଳାଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏହି ମହିଳା ମାନେ ବହୁତ ରୋମାଣ୍ଟିକ ସ୍ଵଭାବର ହୋଇଥାନ୍ତି । ତାଙ୍କର ଇମାନ୍ଦାରୀ ଶଚାଇ ତାକୁ ସଫଳତା ଆଡକୁ ନେଇକି ଯାଇଥାଏ । ତାଙ୍କୁ  ତାଙ୍କ  କରିୟରରେ ସଫଳ ହେବ ପାଇଁ ସମୟ ବହୁତ ଲାଗିଥାଏ କିନ୍ତୁ ଏମାନେ ସଫଳ ହୋଇକି ରହିଥାନ୍ତି । ଏମାନେ ପଢା, ମନୋରଞ୍ଜନ, କଳା ଆଦି କ୍ଷେତ୍ରରେ ବହୁତ ଭଲ କରିଥାନ୍ତି ।

ସେ ତାଙ୍କ ସ୍ବାମୀଙ୍କୁ ବହୁତ ଅଧିକ ପ୍ରେମ କରିଥାନ୍ତି । ସେ ତାଙ୍କ ସ୍ଵାମୀ ପାଇଁ ମଧ୍ୟ ତାଙ୍କ ଜୀବନ ମଧ୍ୟ ଦେଇପାରିବେ । ସେ ତାଙ୍କ ସ୍ବାମୀଙ୍କର ସବୁ କଥା ମାନି ଥାନ୍ତି । ତାଙ୍କ ପାଇଁ ତାଙ୍କ ସ୍ଵାମୀ ହିଁ ପରମେଶ୍ଵର ହୋଇଥାନ୍ତି । ତାଙ୍କର ମନ ଧାର୍ମିକ କାମରେ ବହୁତ ଅଧିକ ଲାଗିଥାଏ । ସେମାନେ ଦରକାରୀ ଲୋକଙ୍କୁ ସାହାର୍ଯ୍ୟ କରିବାକୁ ବହୁତ ପସନ୍ଦ କରିଥାନ୍ତି ।


A ନାମ ବାଲି ମହିଳା :- ଏହି ନାମର ମହିଳାଙ୍କ ଦିମାଗ ପିଲା ବେଳେ ବହୁତ ତେଜ ହୋଇଥାଏ । ସେମାନେ ପଥ ପଢରେ ସବୁବେଳେ ନମ୍ବର ୱାନ ହୋଇଥାନ୍ତି । ଭବିଷ୍ୟତରେ ସେ ସଫଳ ହେବା ପାଇଁ ସେ ତାଙ୍କର ସବୁ ପ୍ରକାର ପରିଶ୍ରମ କରିଥାନ୍ତି । ତାଙ୍କର ବୈବାହିକ ଜୀବନ ବହୁତ ଭଲ ରହିଥାଏ । ସେମାନେ ବହୁତ ଦୟାଳୁ ଆଉ କୋମଳ ସ୍ଵଭାବର ହୋଇଥାନ୍ତି । ସେ କେବେ କାହାର ଖରାପ ଶୁଣିଥାନ୍ତି ନା ଖରାପ କରିଥାନ୍ତି । ତାଙ୍କୁ ଖରାପ କଥା ଯମବି ବରଦାସ୍ତ ହୋଇନଥାଏ । ଏମାନେ ସବୁବେଳେ ସତର ସାଥ ଦେଇଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *