ସ୍ଵପ୍ନରେ ମରୁତ ବ୍ୟକ୍ତି, ବା ଏଭଳି 5ଟି ସ୍ଵପ୍ନ ଆସେ ତ ଭୁଲରେ ମଧ୍ୟ ଅନ୍ୟକୁ କୁହନ୍ତୁ ନାହିଁ- Swapna Shastra

ସ୍ଵପ୍ନ ଭଲା କିଏ ଦେଖି ନଥିବ, ସମସ୍ତେ ନିଦରେ ସୋଇଥାନ୍ତି ଆଉ ସ୍ଵପ୍ନ ଦେଖିଥାନ୍ତି, ତେବେ କିଛି ସ୍ଵପ୍ନ ବହୁତ ଡରାଇଥାନ୍ତି କିନ୍ତୁ କିଛି ସ୍ଵପ୍ନ ଆମକୁ ବହୁତ ସୁଖ ଦେଇଥାନ୍ତି ।

କିନ୍ତୁ ଏହାର ଅର୍ଥ ଆମକୁ କିଛି ଅଧିକ ବୁଝା ପଡି ନଥାଏ କଣ ଆପଣ ଏହା ଜାଣିଛନ୍ତି ଯେ କିଛି ସ୍ଵପ୍ନ ଏମିତି ହୋଇ ଥାଏ ଯାହାକୁ ଆମେ ଉଠିବା ପରେ ଭୁଲି ଯାଇଥାଉ କିନ୍ତୁ କିଛି ସ୍ଵପ୍ନ ଏମିତି ହୋଇଥାଏ ଯାହା ଆମକୁ ଉଠିବା ପରେ ମଧ୍ୟ ମନେ ରହିଥାଏ । ତେବେ ଯେଉଁ ସ୍ଵପ୍ନ ଆମକୁ ମନେ ରହିଥାଏ ତାହା ଆମେ କାହାକୁ ନା କାହାକୁ କହିଥାଉ କିନ୍ତୁ ଏହା କରିବା ଭୁଲ ହୋଇ ଥାଏ ।

ଏମିତି କରିବା ଦ୍ଵାରା ଆମ ସ୍ଵପ୍ନ ସତ ହବାର ଚାନ୍ସ କମି ଯାଇଥାଏ । ତେବେ ଆଜି ଆମେ ଏମିତି କିଛି ସ୍ଵପ୍ନ ବିଷୟରେ କହିବାକୁ ଯାଉଛୁ ଯାହା କାହାକୁ କହିବ ଦ୍ଵାରା ଆପଣଙ୍କ ଜୀବନରେ କିଛି ଖରାପ ଘଟିଥାଏ ।

୧. ପ୍ରକୃତି :

ଯଦି ଆପଣ ନିଜ ସ୍ଵପ୍ନରେ ପ୍ରକୃତି ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନରେ ବର୍ତମାନ ପର୍ଯ୍ୟନ୍ତ ଯେଉଁ ସମସ୍ଯା ଚାଲୁଥିଲା ତାହା ବହୁତ ଶୀଘ୍ର ସମାପ୍ତ ହବାକୁ ଯାଉଛି ଆଉ ବସନ୍ତ ରିତୁ ଭଳି ନୂଆ ପୁଷ୍ପ ଆପଣଙ୍କ ଜୀବନରେ ଫୁଟିବାକୁ ଯାଉଛି । ତେବେ ଯଦି ଆପଣ ଏହି ଭଳି ସ୍ଵପ୍ନ ଦେଖନ୍ତି ତେବେ ଭୁଲରେ ବି କାହାକୁ କହିବେ ନାହିଁ ନଚେତ ଆପଣଙ୍କ ଶୁଭ ସମୟ ଖରାପ ହୋଇପାରେ ଆଉ ଆପଣଙ୍କ ଜୀବନରେ ଆସୁଥିବା ସୁଖ ସମୟ ଖରାପ ହୋଇଥାଏ ।

୨. ମୃ-ତ୍ୟୁ :

ଯଦି ଆପଣ କେବା ନିଜର ବା ଅନ୍ୟ କାହାର ମୃ-ତ୍ୟୁ ନିଜ ସ୍ଵପ୍ନରେ ଦେଖିଥାନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ସମସ୍ୟାର ଅନ୍ତ ହବାକୁ ଯାଉଛି ନଚେତ ଆପଣଙ୍କ ବୟସ ଆହୁରି ବଢିବାକୁ ଯାଉଛି କିନ୍ତୁ ଯଦି ଆପଣ ଏହି ସ୍ଵପ୍ନ ବିଷୟରେ କାହାକୁ କିଛି କହିତଝାନ୍ତି ତେବେ ଏହାର ପ୍ରଭାବ ସମାପ୍ତ ହୋଇଥାଏ ଆଉ ଆପାନଙ୍କୁ ଜୀବନରେ କିଛି ଫଳ ମିଳି ନଥାଏ ।

୩. ସାପ :

ଯଦି ଆପଣ ସ୍ଵପ୍ନରେ ସାପ ଦେଖନ୍ତି ତେବେ ଏହାକୁ ବହୁତ ଲୋକ ଦେଖି ଡଋ ଯାଇଥାନ୍ତି କିନ୍ତୁ ଏହି ଭଳି ସ୍ଵପ୍ନ ଦେଖିଲେ ଡରିବା ଉଚିତ ନୁହ ଆପଣ ଏହି ଭଳି ସ୍ଵପ୍ନ ଦେଖିବା ଅର୍ଥ ଆପଣଙ୍କ ଜୀବନ ଆର୍ଥିକ ସମସ୍ୟା ବହୁତ ଶୀଘ୍ର ଦୂର ହବାକୁ ଯାଉଛି ଆପଣ ନିଜ ଜୀବନରେ ବହୁତ କିଛି ହାସଲ କରିବାକୁ ଯାଉଛତି କିନ୍ତୁ ଏହି ସ୍ଵପ୍ନ ବିଷୟରେ ଭୁଲରେ ବି କାହାକୁ କିଛି କୁହନ୍ତୁ ନାହିଁ ।

୪. ଭଗବାନ :

ଯଦି ଆପଣ ସ୍ଵପ୍ନରେ ଭଗବାନଙ୍କ ଦର୍ଶନ କରିଥାନ୍ତି ତେବେ ଆପଣଙ୍କ ଆତ୍ମାକୁ ତୃପ୍ତି ମିଳିଥାଏ କିନ୍ତୁ ଯଦି ଏହି ସ୍ଵପ୍ନ ବିଷୟରେ ଆପଣ କାହାକୁ କୁହନ୍ତି ତେବେ ଏହାର ଶୁଭ ଫଳ ଆପାନଙ୍କୁ ପ୍ରାପ୍ତ ହୋଇନଥାଏ । ଯଦି ଆପଣ ଭଗବାନଙ୍କୁ ନିଜ ସ୍ଵପ୍ନରେ ଡେକଲ୍ହଣଟି ତେବେ ଏହାର ଅର୍ଥ ବହୁତ ଶୀଘ୍ର ଆପଣଙ୍କ ଜୀବନରେ ସବୁଠାରୁ ବଡ ସଫଳତା ଆସିବାକୁ ଯାଉଛି ଯାହା ଦ୍ଵାରତା ଆପଣଙ୍କ ଜୀବନ ସବୁ ଦିନ ପାଇଁ ବଦଳିବାକୁ ଯାଉଛି ।

୫. ମାଛ :

ଯଦି ଆପଣ ସ୍ଵପ୍ନରେ କାହାକୁ ମାଛ ଖାଇବାର ବା ମାଛ ପାଣିରେ ପହଂରିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ରୋଜଗାର ବଢିବ ଆଉ ଆପାନଙ୍କୁ ଉନତି ମିଳିବ ।

Leave a Reply

Your email address will not be published. Required fields are marked *