ଚୈତ୍ର ନବରାତ୍ରି କେବେ ଆରମ୍ଭ ଓ କେବେ ହବ ସମାପ୍ତ, ମାଙ୍କ ପୂଜା ରେ କରନ୍ତୁ ନାହିଁ ଏହି ୯ଟି ଭୁଲ

ନବରାତ୍ରି ବର୍ଷକୁ ଦୁଇ ଥର ଆସିଥାଏ ତେବେ ଚେତ୍ର ନବରାତ୍ରି ବହୁତ କମ ଲୋକ ପାଳନ କରିଥାନ୍ତି । କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଚେତ୍ର ନବରାତ୍ରି କଲେ ମଣିଷ ନିଜ ଜୀବନ ବହୁତ ପାପ ଦ୍ଵାରା ବଞ୍ଚିତ ହୋଇଥାଏ । ଏହି ନବରାତ୍ରି ମାତାଙ୍କ ବାହନ ଅନୁଯାଇ ତାଙ୍କ ସ୍ଵାଗତ କରିବା ଉଚିତ ତେବେ ସେମିତି ମାନକ ବାହନ ସିଂହ ଅଟେ କିନ୍ତୁ ନବରାତ୍ରରେ ଅନ୍ୟ ପଶୁ ମାନଙ୍କୁ ମଧ୍ୟ ମାନକ ସେବା କରିବାର ଅବସର ମିଳିଥାଏ । ତେବେ ଆସନ୍ତୁ ଜାଣିବା କେମିତି ପାଳନ କରିବା ଦ୍ଵାରା ଆପଣଙ୍କୁ ମାନକ କୃପା ମିଳିବ ଆଉ କଣ କରିବା ଦ୍ଵାରା ମାନକ କୋପ ସହିବାକୁ ପଡି ପାରେ ।

ଚେତ୍ର ନବରାତ୍ରି ଘଟସ୍ଥାପନା ମୁହୂର୍ତ ୧୩ ଏପ୍ରିଲ ସକାଳ ୫ତା ୨୮ ମିନିଟ ଠାରୁ ସକାଳ ୧୦ତା ୧୪ ମିନିଟ ପର୍ଯ୍ୟନ୍ତ ଶୁଭ ମୁହୂର୍ତ ଅବଧି ୪ ଘଣ୍ଟା ୧୫ ମିନିଟ ରହିବ ତେବେ ପ୍ରଥମ ପୂଜା ଏହି ସମୟରେ ସମ୍ପନ୍ନ କରିବା ଉଚିତ ଅଟେ । ନବରାତ୍ରି ବହୁତ ପବିତ୍ର ପର୍ବ ଅଟେ ଏହା ଆରମ୍ଭ ଦିନ ଆପଣଙ୍କୁ ସକାଳେ ଉଠି ଘର ଦ୍ଵାର ଭଲ ପାଣିରେ ଧୋଇବା ଉଚିତ । ଏହା ପରେ ଆପଣ ଗୋବର ଆଉ ଗୋ ମୁତ୍ର ଦ୍ଵାରା ଘର ସୁଧ କରନ୍ତୁ ଆଉ ଘର ସୁଧ କରିବା ପରେ ଆପଣ ସ୍ନାନ କରି ଭଲ ନୂଆ ବସ୍ତ୍ର ଧାରଣ କରନ୍ତୁ ।

ଏହା ପରେ ମାନକ ସ୍ଥାନ ସଫା କରି ତାଙ୍କୁ ବିରାଜିତ କରନ୍ତୁ ଏହା ପରେ ମାଙ୍କୁ ସ୍ନାନ କରାଇ ତାଙ୍କୁ ସାଦି ଆଉ ଚୂନି ଦିଅନ୍ତୁ ଏହା ପରେ ମାଙ୍କୁ ଭଲ ଭାବରେ ସିନ୍ଦୁର ଇତ୍ୟାଦି ଲଗାଇ ତାଙ୍କୁ ସଜାଇ ଦିଅନ୍ତୁ ଏହା ପରେ ମାନକ ପାଖରେ ଧାନ ଉପରେ କଳଶ ବିରାଜିତ କରନ୍ତୁ କାଳରେ କିଛି ଗୁଆ ପକାନ୍ତୁ ଓ ଏହା ପରେ ଚୋପା ନଡିଆ ରାଖୀ ତା ଉପରେ ନାଲି କପଡା ଘୋଡାଇ ଦିଅନ୍ତୁ । ଏହା ପରେ ଫଳ ଇତ୍ୟାଦି ଦ୍ଵାରା ପୂଜା କରନ୍ତୁ ମାନଙ୍କ କଥା କହିବା ସହ ମାନକ ଆରତୀ ଆଉ ମାନକ ନାମ ମନ୍ତ୍ର ଜାପ କରନ୍ତୁ ଆପଣଙ୍କୁ ବହୁତ ସୁଖ ପ୍ରାପ୍ତି ହବ ।

ଏହି ପୂଜା ପରେ ଆପଣ ଗୋଟେ ଅଖଣ୍ଡ ଦୀପ ପ୍ରଜ୍ଵଳିତ କରନ୍ତୁ ଯାହା ୯ ଦିନ ପର୍ଯ୍ୟନ୍ତ ଜଳୁଥିବ ଆଉ କେବେ ବୁଝିବାକୁ ଦିଅନ୍ତୁ ନାହିଁ । ଏହା ପରେ ଉପବାସ ଆରମ୍ଭ କରନ୍ତୁ ମନେ ରଖିବେ ଲୁଣ ଆପଣଙ୍କୁ ଖାଇବାର ନାହିଁ ଆପଣ କଳା ଲୁଣ ଖାଇ ପାରିବେ କିନ୍ତୁ ଅନ୍ୟ ଲୁଣ ସେବନ କରନ୍ତୁ ନାହିଁ । ଏହା ପରେ ସବୁ ଦିନ ଆପଣଙ୍କୁ ସକାଳେ ଉଠି ପୂଜା କରିବାର ଅଛି ଦିନରେ ଜମା ସୋଇବେ ନାହିଁ ମାନକ ନାମ ଜାପ କରୁଥିବେ କାହା ଉପରେ ରାଗିବେ ନାହିଁ କିଛି ଭୁଲ ଶବ୍ଦ କାହାକୁ କହିବେ ନାହିଁ ମାଂସ ଭଳି ଜିନିଷ ଚିନ୍ତା ମଧ୍ୟ କରିବେ ଆହିଁ ଏହା ଛଡା ରସୁଣ, ପିଆଜ ଖାଇବେ ନାହିଁ ଆଉ କାମ ବାସନା ମନରେ ଆସିବାକୁ ଦେବେ ନାହିଁ ।

Leave a Reply

Your email address will not be published. Required fields are marked *