Breaking News: କରୋନାର ନୂଆ ଭାରିଆଣ୍ଟ ‘NeoCov’ କୁ ନେଇ ଚୀନ Scientists ଦେଲେ ଚେତାବନୀ, ଦେଖନ୍ତୁ Report

ନମସ୍କାର ବନ୍ଧୁଗଣ । କୋରୋନା, ଡେଲ୍ଟା, ଓମିକ୍ରନ ଭଳି ଗତ ୨ ବର୍ଷ ହେବେ କୋରୋନା ଭୂତାଣୁ ଲହର ଆଣୁଥିବା ବେଳେ ଏମିତି ନୂଆ ନୂଆ ନୂଆ ନାଁକୁ ନେଇ ଚର୍ଚ୍ଚା ଯୋଡ଼ା ଧରିଛି । ସାରା ବିଶ୍ଵରେ ଆତଙ୍କ ମଧ୍ୟ ସୃଷ୍ଟି ହୋଇଛି । ବର୍ତ୍ତମାନ ଏକ ନୂଆ ଭାଇରସକୁ ନେଇ ଚର୍ଚ୍ଚା ଯୋଡ଼ା ଧରିଛି । ଯାହାର ନାଁ ରହିଛି ନିଓକୋଭ । ଏହି ନୂତନ ଭାଇରସ କୋରୋନା ଶ୍ରେଣୀରେ ଅନ୍ତର୍ଭୁକ୍ତ । କିନ୍ତୁ ଏବେ ମହାମାରୀ ଆଣିଥିବା ସାର୍ସକୋଭ-୨ ନୁହେଁ ଏହା ଏକ ନୂଆ ଭୂତାଣୁ ।

ଯାହା ଏବେ ଯାଏଁ ମଣିଷ ଶରୀରକୁ ଆସିନାହି । ତେବେ ଯଦି ଏହି ଭୂତାଣୁ ମଣିଷ ଶରୀରରେ ପ୍ରବେଶ କରେ ତେବେ ଭୟାବହ ସ୍ଥିତି ହୋଇପାରେ ବୋଲି ଚୀନ ବୈଜ୍ଞାନିକ ମାନେ ଆଶଙ୍କା କରିଛନ୍ତି । ବାଦୁଡି ଦେହରେ ବୁଲୁଛି ଏଟି ଘାତକ ନିଓକୋଭ ଭୂତାଣୁ । ଏହି ସଂକ୍ରମଣ ବ୍ୟାପିଲେ ପ୍ରତି ୩ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇପାରେ । ବିଶ୍ଵବ୍ୟାପୀ ମହାମାରୀ ତାଣ୍ଡବ ରଚିଥିବା କୋରୋନା ଭୂତାଣୁ ମଣିଷ କୁ ଧରି ନ ଥିଲା ।

ବାଦୁଡି, ବଜ୍ରକାପାତ ବା ଅନ୍ୟ କୌଣସି ଜୀବ ଠାରୁ ନିୟୁଟେଯୁତେସନ ହୋଇ ମଣିଷ ଦେହକୁ ଆସିବାର ଆଶଙ୍କା କରାଯାଉଛି । ଚୀନ ଉଭାନ ବିଶ୍ଵ ବିଦ୍ୟାଳୟ ଓ ଚାଇନିସ ଏକାଡେମି ଅଫ ସାଇନସେସ ଅଧିନସ୍ଥ ଇନ୍ଷ୍ଟିଚ୍ୟୁଟ ଅଫ ବାୟୋ ଫିଜିକ୍ସର ବୈଜ୍ଞାନିକକ ଏହି ନୂଆ ଭୂତାଣୁକୁ ସତରକ ସୂଚନା ଜାରି କରିଛନ୍ତି । ତାଙ୍କ ମତରେ ଦକ୍ଷିଣ ଆଫ୍ରିକାରେ ବାଦୁଡି ଧରେ ନିଓକୋଭ ଭୂତାଣୁ ଦେଖାଯାଏ । ଏହା କେବଳ ଜନ୍ତୁଙ୍କ ମଧ୍ୟରେ ବ୍ୟାପିବାର ନଜର ରହିଛି ।

ତେବେ କୋରୋନା ଭଳି ମଣିଷ ଶରୀରରେ ପ୍ରବେଶ ପାଇଁ କେବଳ ଗୋଟିଏ ମ୍ୟୁଟେସନ ହଥେଷ୍ଟ । ସେହିଭଳି ହେଲେ ସ୍ଥିତି ସାଂଘାତିକ ହେବା ଆଶଙ୍କା କରାଯାଉଛି । ଏହି ଭୂତାଣୁ ଯେତେ ସଙ୍କ୍ରାମଣ ସେତେ ଘାତକ ହେବ । ଏଥିରେ ମିଡିଲ ଆଇଏସଟି ରେସ୍ପିରେଟାରି ଶିଣ୍ଡ୍ରୋମ ବା ମାର୍ସ-କୋଭ ଭୂତାଣୁର ଲକ୍ଷଣ ଥିବାରୁ ପ୍ରତି ୩ଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣଙ୍କର ଜୀବନ ଯିବାର ଆଶଙ୍କା କରା ଯାଉଛି । ୨୦୧୨ ଓ ୨୦୧୫ରେ ବ୍ୟାପୀଥିଲା ମସ୍କୋ ଭାଇରସ ।

ଏହା ଅବଦୁଡିରୁ ଓଟକୁ ଓ ଓଟରୁ ମଣିଷକୁ ବ୍ୟାପିବାର ଆଶଙ୍କା କରା ଯାଇଥିଲା । ସାଧାରଣ ଥଣ୍ଡା ସର୍ଦି ଠାରୁ ଆରମ୍ଭ କରି କୋଭିଡ଼ ଯାଏଁ ରୋଗ ସୃଷ୍ଟିକାରୀ ଭୁତାଣୁ କୋରୋନା ଭାଇରସ ଶ୍ରେଣୀରେ ଅଟେ । ମସ୍କୋ ଭିଡିଙ୍ଗ ଥିବା ନିଓକୋଭ ଭୂତାଣୁ ସଂକ୍ରମିତ ହେଲେ କୌଣସି ଟୀକା ଏହାକୁ ସୁରକ୍ଷା ଡବାରେ ସଫଳ ହେବ ନ ଥାଏ ।

ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ପକ୍ଷରୁ କୁହାଯାଇଛି ମଣିଷ ବା ଲୋକମାନଙ୍କ ପ୍ରତି ବିପଦଜନକ ଅଛି କି ନାହି ଜାଣିବାକୁ ଅଧିକ ଗବେଷଣା ଆବଶ୍ୟକ ରହିଛି । ଏହି ଭୂତାଣୁ ପାଇଁ ଆଣ୍ଟି ଭାଇରାଲ ଡ୍ରପ୍ସ କାମ କରିବା ବୋଲି ବିଶ୍ଵ ସ୍ୱାସ୍ଥ୍ୟ ସଂଘଠନ ପକ୍ଷରୁ କୁହା ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ନୂଆ ଭୂତାଣୁ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *