ସପିଂ ମଲରେ ହିରୋଇନ ଛନ୍ଦିତା କଲେ ଏମିତି Dance, ଦେଖିଲେ ହସି ହସି ଗଡିବେ… ଦେଖନ୍ତୁ Video

ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ ସମସ୍ତେ ନିଜର ଛୋଟ ଛୋଟ ଭି-ଡି-ଓ ସୁ-ଟ କରି ପୋସ୍ଟ କରୁଛନ୍ତି । ଅନ୍ୟ କିଛି ଭି-ଡି-ଓ ବି ପୋସ୍ଟ ହେଉଛି । ଯାହାକି ଦେଖୁ ଦେଖୁ ଭା-ଇ-ରା-ଲ ବି ହୋଇଥାଏ । କିନ୍ତୁ କେତେକ ପୁଅ ଓ ଝିଅ ଲଗାତାର ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭି-ଡି-ଓ ପୋସ୍ଟ କରି ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି । ବଲୀଉଡର କେତେକ ହିରୋ ଓ ହିରୋଇନ ବି ଏହିଭଳି ଭି-ଡି-ଓ ପୋସ୍ଟ କରୁଛନ୍ତି । ଏହା ଏକ ରୋଜଗାରର ମାଧ୍ୟମ ହୋଇ ଯାଇଛି ।

ଯେଉଁଠି ଆପଣ କେବଳ ମାତ୍ର କିଛି ସେକେଣ୍ଡର ଭି-ଡି-ଓ ପୋସ୍ଟ କରି ଟଙ୍କା ରୋଜଗାର କରି ପାରିବେ । ଓଲିଉଡ ଦୁନିଆର କେତେକ ହିରୋ ଓ ହିରୋଇନ ବି ନିଜର ଫଟୋ ଓ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ପୋସ୍ଟ କରୁଛନ୍ତି ।

ଯାହାକି ଦେଖୁ ଦେଖୁ ଭା-ଇ-ରା-ଲ ବି ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଆପଣଙ୍କର ପସନ୍ଦିତା ହିରୋଇନ ଛନ୍ଦିତାଙ୍କ କିଛି ଡାନ୍ସ ଭି-ଡି-ଓ ନେଇ ଆସିଛୁ । ଯାହାକୁ ତାଙ୍କର ଫ୍ୟାନମାନେ ବହୁତ ପସନ୍ଦ ବି କରୁଛନ୍ତି । ଆପଣ ସମସ୍ତେ ଅଭିନେତ୍ରୀ ଛନ୍ଦିତାଙ୍କୁ ଭଲ ଭାବରେ ଜାଣିଥିବେ । ସେ କେତେକ ସିରିଏଲରେ ଅଭିନୟ କରି ବେସ ଲୋକପ୍ରିୟ ହୋଇଛନ୍ତି । ତାଙ୍କର ଅଭିନୟକୁ ଦର୍ଶକମାନେ ବହୁତ ପସନ୍ଦ ବି କରନ୍ତି ।

ସେ ବର୍ତ୍ତମାନ କିଛି ସିରିଏଲରେ ଅଭିନୟ କରୁଛନ୍ତି । ସେ ନିଜର ସୋ-ସି-ଆ-ଲ ମି-ଡି-ଆ-ରେ ବି ବହୁତ ଏକ୍ଟିବ ରୁହନ୍ତି । ସେ ପ୍ରାୟତଃ ନିଜର ଫଟୋ ଓ ଭି-ଡି-ଓ ଶେୟାର କରନ୍ତି । କେତେକ ଫଟୋରେ ଆପଣ ତାଙ୍କର ବୋଲ୍ଡ ଅନ୍ଦାଜ ବି ଦେଖି ପାରିବେ ।

ସେ ନିଜର ଭି-ଡି-ଓରେ ଡାନ୍ସ କରୁଥିବାର ଓ ଅଭିନୟ କରୁଥିବାର ବି ନଜର ଆସିଥାନ୍ତି । ଛନ୍ଦିତାଙ୍କ ଏକ ଭି-ଡି-ଓ ସାମ୍ନାକୁ ଆସୁଛି । ଯେଉଁଥିରେ ସେ ଗୋଟିଏ ସପିଙ୍ଗ ମଲ ଭିତରେ କିଛି ସପିଙ୍ଗ କରୁ କରୁ ନିଜର ସାଙ୍ଗମାନଙ୍କ ସହ ଡାନ୍ସ କରୁଛନ୍ତି ।

ଏହି ଭି-ଡି-ଓରେ ସେ ଓ ତାଙ୍କର ଦୁଇ ଜଣ ସାଙ୍ଗ ବଲୀଉଡର ଗୋଟିଏ ଗୀତରେ ଶାର୍ଟ ଖୋଲି ନାଚୁଛନ୍ତି । ଏହି ଭି-ଡି-ଓକୁ ଦେଖିଲେ ଆପଣ ବି ହସି ହସି ଗଡି ଯିବେ । ଏତିକି ନୁହେଁ ଛନ୍ଦିତା ନିଜର ପରିବାର ସଦସ୍ୟଙ୍କ ସହ ବି ଡାନ୍ସ ଭି-ଡି-ଓ ସୁ-ଟ କରି ପୋସ୍ଟ କରିଛନ୍ତି । ଯେଉଁଥିରେ ତାଙ୍କର ସୁନ୍ଦରତା ଓ ଡାନ୍ସ ଆପଣ ଦେଖି ପାରିବେ । ଏଥିରୁ ଜଣା ପଡୁଛି କି ସେ ଜଣେ ଭଲ ଡାନ୍ସର ।

Leave a Reply

Your email address will not be published. Required fields are marked *