Special Story: LICର ନୂଆ ଧମକେଦାର ଅଫର, ମାତ୍ର 12000 ଦେଇ ସାରା ଜୀବନ ପାଆନ୍ତୁ Pension

ଭାରତୀୟ ଜୀବନ ବୀ-ମା ନିଗମ ଏଲଆଇସି ପୁଣି ଥରେ ସମସ୍ତଙ୍କ ପାଇଁ ଏକ ଭଲ ଅଫର ନେଇ ଆସିଛି । ଏଥିରେ ଆପଣ କେବଳ ୧୨୦୦୦ ଟଙ୍କା ଦେବେ ଜୀବନ ସାରା ପେନସନ ପାଇବେ ।ଏଲଆଇସି ଭାରତର ସବୁଠୁ ବଡ ବୀ-ମା କମ୍ପାନୀ ଅଟେ । ଏଲଆଇସି ମଝିରେ ମଝିରେ ଏହିଭଳି ସ୍କିମ ବାହାର କରିଥାଏ । ଯେଉଁଥିରେ ଆପଣ ବହୁତ ଲାଭବାନ ରହିବେ । ଏଲଆଇସିର ଏହି ଯୋ-ଜ-ନାର ନାଁ ସରଲ ପେନସନ ସ୍କିମ । ଏହି ବର୍ଷ ଜୁଲାଇ ମାସ ରୁ ହିଁ ଏଲଆଇସି ନିଜର ଏହି ନୂଆ ପ୍ଳାନ ଆରମ୍ଭ କରିଛି ।

ଏହା ଏକ ବାର୍ଷିକ ପ୍ରିମିୟମ ଯୋ-ଜ-ନା ଅଟେ । କିନ୍ତୁ ସାଧାରଣ ଲୋକମାନେ ଏଥିରେ ଭରପୁର ଲାଭ ଉଠାଇ ପାରିବେ । ଏଲଆଇସି ର ସରଲ ପେନସନ ସ୍କିମକୁ ଆପଣ ଅନ୍ଲାଇନ ଓ ଅଫ୍ଲାଇନ ମାଧ୍ୟରେ ବି କିଣି ପାରିବେ । ଆପଣ ଜଣେ ନୁହେଁ ମିଳିତ ଭାବରେ ଆପଣ ଏହି ସ୍କିମର ଲାଭ ଉଠାଇ ପାରିବେ ।

ଅର୍ଥାତ ଏହି ଯୋ-ଜ-ନାର ଲାଭ ଆପଣ ପାଇବା ସହ ଆପଣଙ୍କ ପରେ ଆପଣଙ୍କ ପରିବାରର ସଦସ୍ୟମାନେ ବି ଏହି ଯୋ-ଜ-ନାର ଲାଭ ଉଠାଇ ପାରିବେ । ପ-ଲି-ସି ନେବାର ୬ ମାସ ପରେ ଆପଣ ଏହି ପ-ଲି-ସି ଆଧାରରେ ଲୋନ ନେଇ ପାରିବେ । ସବୁଠୁ ମୁଖ୍ୟ କଥା ହେଉଛି ଆପଣଙ୍କ ବୟସ ଆଧାରରେ ହିଁ ପ୍ରମିୟମ ରାଶି ନିର୍ଭର କରିଥାଏ । ଯଦି ଆପଣ ଏହି ପ-ଲି-ସିକୁ ଅନ୍ଲାଇନ କିଣିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ଏଲଆଇସିର ୱେବସାଇଟକୁ ଯାଆନ୍ତୁ ।

ଏହା ପରେ ସରଲ ପେନସନ ସ୍କିମକୁ ଯାଇ ପ୍ଳାନ କିଣି ପାରିବେ । ଏହି ଯୋ-ଜ-ନା ଅନୁସାରେ ଆପଣଙ୍କୁ ସର୍ବନିମ୍ନ ୧୨୦୦୦ ଟଙ୍କା ଦେବାକୁ ପଡିବ । ଏହା ଠାରୁ ଯେତେ ଅଧିକ ଟଙ୍କା ଚାହିଁଲେ ବି ଆପଣ ଏଥିରେ ଜମା କରି ପାରିବେ । ପ-ଲି-ସି ନେବାର ବୟସ ସର୍ବନିମ୍ନ ୪୦ ହୋଇଥିବା ଦରକାର ଓ ସର୍ବାଧିକ ୮୦ ବର୍ଷ ରହିଛି । ଯଦି କୌଣସି ବ୍ୟକ୍ତି ବର୍ଷକୁ ଥରେ ପ୍ରିମିୟମ ନ ଦେଇ ପାରନ୍ତି ତେବେ ସେମାନେ ମାସକୁ କିମ୍ବା ତିନି ମାସକୁ ଥରେ ପ୍ରିମିୟମ ଦେଇ ପାରିବେ ।

ଏଥିପାଇଁ ପ-ଲି-ସି ନେଇ ଥିବା ବ୍ୟକ୍ତିକୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ । ସରଲ ପେନସନ ଯୋ-ଜ-ନାରେ ଟଙ୍କା ନିବେଶ କରୁଥିବା ଲୋକମାନଙ୍କ ପାଇଁ ଏଲଆଇସି ଦୁଇଟି ଅପସନ ରଖିଛି । ପ୍ରଥମେ ଅପସନରେ ପ-ଲି-ସି ଶେଷ ହେବା ପରେ ପ୍ରତି ମାସରେ ପେନସନ ନେଇ ପାରିବେ । ମୃ-ତ୍ୟୁ ପରେ ତାଙ୍କର ପରିବାରକୁ ଟଙ୍କା ମିଳିବ କିମ୍ବା ପ-ଲି-ସି ନେଇଥିବା ବ୍ୟକ୍ତିର ମୃ-ତ୍ୟୁ ପରେ ତାଙ୍କର ସ୍ଵାମୀ କିମ୍ବା ସ୍ତ୍ରୀ ପ୍ରତି ମାସରେ ପେନସନ ରୂପରେ ଟଙ୍କା ନେଇ ପାରିବେ । ଏହା ସହ ତାଙ୍କର ମୃ-ତ୍ୟୁ ପରେ ବି ମୂଳ ଟଙ୍କା ପାଇବେ ।

Leave a Reply

Your email address will not be published. Required fields are marked *