ସାହସୀ ଝିଅ ପ୍ରଜ୍ଞା, ଲୁଟେରାଙ୍କୁ ଏମିତି ଛକାଇଲେ ପାନେ… ଦେଖନ୍ତୁ Video

କଟକର ଝିଅ ପ୍ରଜ୍ଞା ରାୟ ନିଜର ସାହାସୀ ଭରା କାମ ପାଇଁ ଆଜି ଚର୍ଚିତ ହୋଇ ଯାଇଛନ୍ତି ଓ ଲୋକମାନେ ତାଙ୍କର ପ୍ରଶଂସା ବି କରୁଛନ୍ତି । କହିବାକୁ ଗଲେ ପ୍ର୍ଜ୍ଞା ଚୋର ସହ ଲଢି ନିଜ ମୋବାଇଲ ଆଣିବାରେ ସଫଳ ହୋଇଛନ୍ତି । ଯେତେବେଳେ ତାଙ୍କୁ ସେହି ଦିନର ଘଟଣା ବିଷୟରେ ପ୍ରଶ୍ନ କରାଗଲା ତେବେ ସେ କହିଲେ କି ସନ୍ଧ୍ୟା ୬.୩୦ ରୁ ୭ ମଧ୍ୟରେ କିଡ୍ସ ସ୍କୋୟାରରେ ଥିଲେ ଓ ସେଠୁ ମୁଁ ଗୋଟିଏ ଅଟୋ ଧରି ଜୟଦେବ ବିହାର ଯାଉଥିଲି ।

ନାଲକୋ ଛକ ପୂର୍ବରୁ ଗୋଟିଏ ପିଲା ଆସି ଅଟୋକୁ ପଚାରିଲା କି ଜୟଦେବ ବିହାର ଯିବେ କି ? କିନ୍ତୁ ସେ ପିଲା ଟି ଅଟୋରେ ନ ବସି ମୋ ହାତରୁ ମୋବାଇଲ ଛଡାଇ ସାମ୍ନାରେ ଥିବା ଗୋଟିଏ ଗଳି ଭିତରକୁ ଦଉଡି ଚାଲିଗଲା ଓ ସେଠି ତାର ସାଥି ବାଇକ ଧରି ଅପେକ୍ଷା କରୁଥିଲା ।

କିନ୍ତୁ ସେ ଯେତେବେଳେ ମୋ ହାତରୁ ଫୋନ ଛଡାଇ ନେଇ ଗଲା ତେବେ ମୋତେ କିଛି ସେକନ୍ଡ ବୁଝି ପାରିଲି ନାହିଁ କି କଣ ହେଲା । କିନ୍ତୁ ମୁଁ ସଙ୍ଗେ ସଙ୍ଗେ ସେହି ପିଲା ପଛରେ ଦୌଡି ଗଲି । ସେହି ସମୟରେ ତା ସାଥିର ବାଇକ ସ୍ଟାର୍ଟ ହେଉ ନ ଥିଲା । ମୁଁ ତାକୁ ପ୍ରଥମେ ଗୋଟିଏ ଗୋ-ଇ-ଠା ମା-ରି-ଲି । ତଳେ ପଡିଗଲା ଓ ସେହି ସମୟରେ ମୋ ଫୋନର କାଚ ଭାଙ୍ଗି ଗଲା ।

ମୁଁ ତାର ସାର୍ଟର କଲର ଧରି ଉଠାଇବା ସମୟରେ ଆଖାପାଖର ଲୋକ ଚାଲି ଆସିଲେ । ଆମେ ଏହା ବିଷୟରେ ଟ୍ରାଫିକ ପୋ-ଲି-ସକୁ କହିଲୁ ଓ ସେ ସଙ୍ଗେ ସଙ୍ଗେ ପିସିଆରକୁ ଡାକିଲେ । ସେଠି ଜଣା ପଡିଲା କି ପୋ-ଲି-ସ ଏହି ଚୋରକୁ ୬ ମାସ ହେବ ଖୋଜୁ ଥିଲା । ସେ ଆଗରୁ ବହୁତ ସୁନା ଚେନ, ବ୍ୟାଗ ଚୋ-ରୀ କରିଥିଲା । କିନ୍ତୁ ସେ ଦିନ ମୁଁ ତାକୁ ଧ-ରି-ଲି ବୋଲି ସେ ଧ-ରା ପଡିଥିଲା । ଏସିପି ମୋର ବହୁତ ପ୍ରଶଂସା କରିଲେ ।

ସେ କହିଲେ କି ମୋତେ ସେତେବେଳେ ଲାଗିଥିଲା ମୋତେ ମା-ରି-ପା-ରେ କିମ୍ବା କିଛି ବି କରି ପାରେ । କିନ୍ତୁ ସେହି ସମୟରେ ଏତେ କିଛି ଭାବିବା ପାଇଁ ସମୟ ହିଁ ନ ଥିଲା । ମୁଁ କେବଳ ତା ପଛରେ ଦୌଡିଲି ଓ ଭାବୁଥିଲି କି ଯାହା ହବ ଦେଖାଯିବ । ମୁଁ ଚି-ନ୍ତା କରି ନେଇ ଥିଲି କି ମୁଁ ତାହା ହୁଏତ ଲଢିବି । କହିବାକୁ ଗଲେ ପ୍ର୍ଜ୍ଞା ରାୟଙ୍କ ଏହିଭଳି ସାହାସୀକତା କାମ ଆଜି ସମସ୍ତଙ୍କ ପାଇଁ ଉଦାହରଣ ହୋଇଛି ।

Leave a Reply

Your email address will not be published. Required fields are marked *