ଅଭିନେତ୍ରୀ ଏଲିନା ଓ ଭୂମିକାଙ୍କ ଜବରଦସ୍ତ ଡାନ୍ସ

ଆଜିକାଲି ସମସ୍ତେ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଏକ୍ଟିବ ରହୁଛନ୍ତି । ପ୍ରାୟତଃ ଲୋକମାନେ ନିଜର ଫଟୋ ଓ ଭି-ଡି-ଓ ଶେୟାର କରି ଲୋକମାନଙ୍କୁ ମନୋରଞ୍ଜନ ବି କରୁଛନ୍ତି । ଯଦି ବଲୀଉଡ ଅଭିନେତ୍ରୀମାନଙ୍କ ବିଷୟରେ କହିବା ତେବେ ପ୍ରାୟତଃ ସବୁ ବଲୀଉଡ ଅଭିନେତ୍ରୀମାନେ ନିଜର ଫଟୋ ଓ ଭି-ଡି-ଓ ଶେୟାର କରିଥାନ୍ତି । ବର୍ତ୍ତମାନ ଓଲିଉଡ ଅଭିନେତ୍ରୀମାନେ ବି ପଛରେ ନାହାନ୍ତି ।

ବର୍ତ୍ତମାନ ଓଲିଉଡ ଜଗତରେ ଟିଭି ସିରିଏଲ ଓ ଫିଲ୍ମରେ ଅଭିନୟ କରୁଥିବା ପ୍ରାୟତଃ ସବୁ ହିରୋ ଓ ହିରୋଇନ ନିଜର ଫଟୋ ଓ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଶେୟାର କରୁଛନ୍ତି । ବିଶେଷ କରି ଅଭିନେତ୍ରୀମାନେ ।

ଏମାନଙ୍କର କିଛି ଭି-ଡି-ଓ ବହୁତ ଭା-ଇ-ରା-ଲ ବି ହୋଇଥାଏ । ଆଜି ଆମେ ଆପଣଙ୍କ ପାଇଁ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଏଲିନା ଓ ଭୂମିକାଙ୍କ କିଛି ଡାନ୍ସ ଭି-ଡି-ଓ ନେଇ ଆସିଛୁ । ଯାହାକୁ ଦର୍ଶକମାନେ ବହୁତ ହିଁ ଅଧିକ ପସନ୍ଦ କରୁଛନ୍ତି । ଆପଣ ସମସ୍ତେ ଅଭିନେତ୍ରୀ ଏଲିନା ଓ ଭୂମିକାଙ୍କୁ ନିଶ୍ଚିତ ରୂପରେ ଚିହ୍ନିଥିବେ । ସେ ବର୍ତ୍ତମାନ ଓଲିଉଡ ଫିଲ୍ମ ଜଗତର ଜଣେ ଜଣେ ଆଗଧାଡିର ଅଭିନେତ୍ରୀ । ଏଲିନା ଓ ଭୂମିକା ପ୍ରାୟତଃ ଓଲିଉଡର ସବୁ ଅଭିନେତାଙ୍କ ସହ ଫିଲ୍ମ କରି ସାରିଛନ୍ତି ।

ଏହି ଦୁଇ ଅଭିନେତ୍ରୀ ଓଡିଶାରେ ବହୁତ ପ୍ରସିଦ୍ଧ ଓ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ ଅଛନ୍ତି । ଦେଖିବାକୁ ଯେତିକି ସୁନ୍ଦର, ଏମାନଙ୍କର ଡାନ୍ସ ବି ସେତିକି ସୁନ୍ଦର ଓ ଅଭିନୟ ତ ଜବରଦସ୍ତ । ଏହି କାରଣରୁ ବର୍ତ୍ତମାନ ସମସ୍ତଙ୍କର ପସନ୍ଦିତା ଅଭିନେତ୍ରୀ ହୋଇ ଯାଇଛନ୍ତି ଏମାନେ । ଆମେ ଯେଉଁ ଡାନ୍ସ ଭି-ଡି-ଓ ବିଷୟରେ କହୁଛୁ ଏଥିରେ ଅଭିନେତ୍ରୀ ଏଲିନା ଓ ଭୂମିକା ଦୁଇ ଜଣ ମିଶି କିଛି ଇଂଗ୍ଲିଶ ଗୀତରେ ନାଚୁଛନ୍ତି ।

ଆପଣ ବି ଯଦି ତାଙ୍କର ଡାନ୍ସ ଦେଖିବେ ତେବେ ଆପଣଙ୍କର ବି ମନୋରଞ୍ଜନ ହୋଇଯିବ । ଶେଷରେ ଏଲିନାଙ୍କ ଅନ୍ୟ ଏକ ଭି-ଡି-ଓ ମଧ୍ୟ ଅଛି । ଯାହାକି କୌଣସି ଫିଲ୍ମ କିମ୍ବା ଅନ୍ୟ କୌଣସି ଶୁଟିଙ୍ଗ ସେଟର ଲାଗୁଛି । ଶୁଟିଙ୍ଗ ମଝିରେ ଏଲିନା ନିଜର କିଛି ଭି-ଡି-ଓ ମଧ୍ୟ ସୁଟ କରୁଛନ୍ତି । ସିଢିରେ ବି ସେ ବସି ବସି ଭି-ଡି-ଓ କରୁଛନ୍ତି । କହିଦେଉଛୁ କି ଏହି ଦୁଇ ଅଭିନେତ୍ରୀଙ୍କୁ ସୋ-ସି-ଆ-ଲ ମି-ଡି-ଆ-ରେ ଲକ୍ଷ ଲକ୍ଷ ଫ୍ୟାନମାନେ ଫଲୋ କରନ୍ତି ।

Leave a Reply

Your email address will not be published. Required fields are marked *