ଯଦି ଆପଣଙ୍କ ଟ୍ରେନ ଟିକେଟ ହଜିଯାଏ ତ କଣ କରିବେ ? କେମିତି କରିବେ ଯାତ୍ରା ? ଟ୍ରେନ ରେ ଯାତ୍ରା କରୁଥିଲେ ନିଶ୍ଚୟ ଜାଣି ରଖନ୍ତୁ

ପ୍ରାୟତଃ ପ୍ରତ୍ୟକ ଭାରତୀୟ ଦୂର ସ୍ଥାନକୁ ଟ୍ରେନରେ ଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବେଳେ ବେଳେ କେତେକ ଲୋକମାନଙ୍କର ଟ୍ରେ-ନ ଟି-କେ-ଟ ହଜିଯାଏ । ଯଦି ଟ୍ରେନରେ ଯିବା ସମୟରେ କିମ୍ବା ଯିବା ପୂର୍ବରୁ ଟ୍ରେନ ଟିକେଟ ହଜି ଯାଏ ତେବେ ଆପଣ କଣ କରିବେ । କେମିତି ଟ୍ରେନରେ ଯାତ୍ରା କରିବେ । ଯାତ୍ରୀମାନଙ୍କର ଏହି ସବୁ ସମସ୍ୟାକୁ ଆଖି ଆଗରେ ରଖି ଭାରତୀୟ ରେଳ ବିଭାଗ ଏକ ବ୍ୟବସ୍ଥା ଆରମ୍ଭ କରିଛି । ଯଦି ଆପଣ ପ୍ରାୟତଃ ଟ୍ରେନରେ ଯିବା ଆସିବା କରୁଛନ୍ତି ତେବେ ଏହା ବିଷୟରେ ଜାଣିବା ଆପଣଙ୍କ ପାଇଁ ବହୁତ ଜରୁରୀ ଅଟେ ।

ବର୍ତ୍ତମାନ ଯଦି ଆପଣଙ୍କର କୌଣସି କାରଣରୁ ଟ୍ରେନ ଟିକେଟ ହଜି ଯାଉଛି ତେବେ ଆଉ ଚି-ନ୍ତା କରିବା ଦରକାର ନାହିଁ । ଯଦି ଆପଣଙ୍କର ଟ୍ରେନ ଟିକେଟ ହଜି ଯାଉଛି ତେବେ ଆପଣ ଡୁ-ପ୍ଲି-କେ-ଟ ଟିକେଟ ଜ-ରି-ଆ-ରେ ଯାଇ ପାରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ କିଛି ଟଙ୍କା ଦେବାକୁ ପଡିବ ।

ରେଳ ବିଭାଗର ନୂତନ ନିୟମ ଅନୁସାରେ ଯଦି ସରକ୍ଷଣ ଚାଟ ପ୍ରସ୍ତୁତ ହେବା ପୂର୍ବରୁ ଟିକେଟ ହଜିବାର ସୂଚନା ମିଳେ ତେବେ ଏହିଭଳି ସ୍ଥିତିରେ ଡୁପ୍ଳିକେଟ ଟିକେଟ ଯାତ୍ରୀକୁ ଦିଆଯାଏ । କିନ୍ତୁ ଏଥିପାଇଁ ଯାତ୍ରୀକୁ ୫୦ ଟଙ୍କା କିମ୍ବା ୧୦୦ ଟଙ୍କା ଦେବାକୁ ପଡିବ । ସେକେଣ୍ଡ ଓ ସ୍ଳିପର କ୍ଳାସ ପାଇଁ ଯାତ୍ରୀକୁ ୫୦ ଟଙ୍କା ଓ ଅନ୍ୟ କ୍ଳାସ ପାଇଁ ଯାତ୍ରୀକୁ ୧୦୦ ଟଙ୍କା ଦେବାକୁ ପଡିବ । ଯଦି ସରକ୍ଷଣ ଚାଟ ପ୍ରସ୍ତୁତ ହେବା ପରେ କୌଣସି ଜାତରୀର ଟିକେଟ ହଜିବାର ସୂଚନା ମିଳେ ତେବେ ଯାତ୍ରୀକୁ ଟିକେଟର ୫୦ ପ୍ରତିଶତ ଟଙ୍କା ଜମା କରିବାକୁ ପଡିବ ।

କହିଦେଉଛୁ କି ଯଦି ଆପଣଙ୍କର ଟିକେଟ ପୃଷ୍ଟି ହୋଇ ଯାଇଛି ଓ ଆପଣଙ୍କ ପାଖରେ ଥିବା ଟିକେଟ ଯଦି କଟି ଯାଇଛି ତେବେ ଆପଣ ଡୁ-ପ୍ଳି-କେ-ଟ ଆବେଦନ କରି ପାରିବେ । ସରକ୍ଷଣ ଚାଟ ପ୍ରସ୍ତୁତ ହେବା ପରେ ଯାତ୍ରୀକୁ ମୋ-ଟ ଭଡାର ୨୫ ପ୍ରତିଶତ ଦେବାକୁ ପଡିବ । ଭାରତୀୟ ରେଳ ବିଭାଗର ସୂଚନା ଅନୁସାରେ ଯଦି ଆପଣଙ୍କ ଟିକେଟ ଓୟେଟିଂ ଲିସ୍ଟରେ ଅଛି ଓ ଆପଣଙ୍କ ଟିକେଟ କଟି ଯାଇଛି କିମ୍ବା ଫାଟି ଯାଇଛି ତେବେ ଏହା ଉପରେ କୌଣସି ବି ଡୁପ୍ଲିକେଟ ଟିକେଟ ଜାରି ହୋଇ ପାରିବ ନାହିଁ ।

ଆରଏସସି ଟିକେଟ କ୍ଷେତ୍ରରେ ସରକ୍ଷଣ ଚାଟ ପ୍ରସ୍ତୁତ ହେବା ପରେ କୌଣସି ନ-କ-ଲି ଟିକେଟ ଜାରି କରାଯାଇ ପାରିବ ନାହିଁ । ସବୁଠୁ ଗରୁତ୍ଵ ପୂର୍ଣ କଥା ହେଉଛି ଯଦି ନ-କ-ଲି ଟିକେଟ ଆବେଦନ କରିବା ପରେ ପୁଣି ଥରେ ଆପଣ ନିଜର ପୁରୁଣା ଟିକେଟ ପାଇ ଯାଉଛନ୍ତି ତେବେ ଏହିଭଳି ସ୍ଥିତିରେ ଉଭୟ ଟିକେଟକୁ ରେଳ ବିଭାଗକୁ ଦେଖାଇ ନ-କ-ଲି ଟିକେଟ ପାଇଁ ଦେଇ ଥିବା ଟଙ୍କା ଆପଣ ପୁଣି ଥରେ ଫେରି ପାଇବେ । କିନ୍ତୁ ଏଠିରୁ ବି ୫ ପ୍ରତିଶତ ଟଙ୍କା କ-ଟି-ଯି-ବ ।

Leave a Reply

Your email address will not be published. Required fields are marked *