ଛୋଟ ବେଳେ କେମିତି ଦିଶୁଥିଲେ ଓଡିଆ ସିରିଏଲ ହିରୋଇନ ମାନେ

ଛୁଆବେଳ ଦିନ ସମସ୍ତଙ୍କ ଜୀବନ ସବୁଠାରୁ ସୁଖମୟ ଜୀବନ ହୋଇଥାଏ ଏହି ସମୟରେ ସମସ୍ତେ ଆପଣଙ୍କୁ ଭଲ ପାଇଥାନ୍ତି ଓ ଆପଣ ନିଜ ମନ ଇଛା ମସ୍ତି କରିଥାନ୍ତି ବଡ ହେବା ପରେ ବହୁତ ପ୍ରକାର ଦାଇତ୍ଵ ମୁଣ୍ଡ ଉପରକୁ ଆସିଥାଏ ଯାହା ପରେ ଜୀବନ ବଦଳିଯାଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କିଛି ଅଭିନେତ୍ରୀ ମାନାଙ୍କ ଛୋଟ ବେଳ ଫଟୋ ଦେଖେଇବାକୁ ଯେଉଁତିରେ ସେମାନେ ବହୁତ କ୍ୟୁଟ ଦେଖା ଯାଉଛନ୍ତି । ତେବେ ଆସନ୍ତୁ ଦେଖିବା ସେହି ଫଟୋ ଗୁଡିକ ।

୧. ଶୀତଲ ସିମରନ :

ଶୀତଳ ସୀମରନଙ୍କୁ ଆପଣ ମାନେ ରାଣୀ ସିରିଏଲରେ ରାନୀ ଭୂମିକାରେ ଦେଖିବାକୁ ପାଇଥିବେ ସେ ନିଜ ଅଭିନୟ ଦ୍ଵାରା ଦର୍ଶକ ମାନାଙ୍କ ମନ କିଣି ନେଇଛନ୍ତି ତେବେ ଶୀତଳ ନିଜ ଅଭିନୟ ପାଇଁ ବହୁତ କଷ୍ଟ କରିଛନ୍ତି ଓ ସବୁ ଦିନ କିଛି ନୂଆ କରିବା ପାଇଁ ଚେଷ୍ଟା ମଧ୍ୟ ଚଳେଇଛନ୍ତି । ଏହା ହେଉଛି ତାଙ୍କ ଛୁଆବେଳ ଫଟୋ ।

୨. ହିତେସା :

ହିତେସାଙ୍କ ଛୁଆ ବେଳେ ବହୁତ ଭଲ ଥିଲା ସେ ବହୁତ ଶାନ୍ତ ଓ ସରଳ ଝିଅ ଅଟନ୍ତି । ଆପଣ ମାନେ ହିତେସାଙ୍କୁ ଦୂର୍ଗା ସିରିଏଲରେ ସ୍ତୁତି ରୂପରେ ଅଭିନୟ କରୁଥିବାର ଦେଖିବାକୁ ପାଇଥିବେ ସେ ଆଜିନୀ ବହୁତ ଶାନ୍ତ ଅଟନ୍ତି ଓ ତାଙ୍କ ଅଭିନୟ ବହୁତ ଭଲ ଅଟେ । ହିତେସା ଦେଖିବା ପାଇଁ ବହୁତ ସୁନ୍ଦରୀ ଅଟନ୍ତି ଓ ଏବେ ବି ଦେଖିବା ପାଇଁ ଛୋଟ ଛୁଆ ଭଳି ଦେଖା ଯାଇଥାନ୍ତି ।

୩. ଦେବିକା ଅରୁନ୍ଧତୀ :

ଦେବିକା ଅରୁନ୍ଧତୀ ଆଜି ସିରିଏଲ ଜଗତରେ ବହୁତ ବଡ ନା ଅଟାନ୍ତି କିନ୍ତୁ କଣ ଆପାନ ଜାଣିଛନ୍ତି ଦେବିକା ଛୁଆବେଳେ ବହୁତ ବଦମାଷ ଥିଲେ ତାଙ୍କ ମାଙ୍କୁ ସେ ବହୁତ ହଇରାଣ କରୁଥିଲେ । ବର୍ତମାନ ଦେବିକା ବଡ ହେଲେଣି ଓ ମୋ ଜେଜେମା ସିରିଏଲରେ କାମ କରୁଛନ୍ତି ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥାଏ ।

୪. ଶ୍ଵେତାଲିନା ଭଟାଚାର୍ଜ୍ୟ :

ସେତାଲିନା ଛୋଟ ବେଳୁ ସଜ ହବାକୁ ବହୁତ ପସନ୍ଦ କରୁଥିଲେ ତାଙ୍କ ଫଟୋରେ ମଧ୍ୟ ଆପଣ ଦେଖିବାକୁ ପାଇବେ ଯେ ସ୍ବେତାଲିନା କେତେ ସଜ ହଉଥିଲେ ଓ ଛୋଟବେଳେ ମଧ୍ୟ ସୁନ୍ଦର ଦେଖା ଯାଉଥିଲେ । ସ୍ବେତାଲିନାଙ୍କୁ ଆପଣ ମାନେ ତୁଳସୀ ସିରିଏଲରେ ଦେଖିବାକୁ ପାଇଥିବେ ଏହି ସିରିଏଲରେ ସ୍ବେତାଲିନା ବହୁତ ସୁନ୍ଦର ଅଭିନୟ କରିଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *