ପିଙ୍କି ସହିପରିଲାନି ଲୋକଲଜ୍ଜା ! ନିରବ ରହିଲା ପୋଲିସ, ଶେଷରେ ପିଙ୍କି ହାରିଦେଲା… ଦେଖନ୍ତୁ Video କାନ୍ଦି କାନ୍ଦି କଣ କହୁଛନ୍ତି Pinkiଙ୍କ ମା’

ନମସ୍କାର ବନ୍ଧୁଗଣ । ଆପଣ ମାନେ ଏହି ଭିଡିଓ ରେ ଗୋଟେ ମା ର ଛାତି ଫଟା କାନ୍ଦଣା ଶୁଣି ପାରିବେ । ମାସେ ଆଗରୁ ପୋଲିସ ଆଗରେ ଅଭିଯୋଗ କରିଥିଲେ ମୋ ଝିଅ ରାସ୍ତା ଘାଟ ଯୁଆଡେ ଗଲେ ବି ତାକୁ କମେଣ୍ଟ ମାରୁଛନ୍ତି, ତାକୁ ମନ ଇଚ୍ଛା ଯାହା ବି କହୁଛନ୍ତି, ମୋ ଝିଅ ସହି ପାରୁ ନାହି, ଆଜ୍ଞା ଆପଣ କିଛି କରନ୍ତୁ । ମା ର ଏହି ସବୁ କଥା ଶୁଣିବା ପରେ ପୋଲିସ କିଛି କରି ନ ଥିଲା । ଆଉ ଶେଷରେ ଏଭଳି କମେଣ୍ଟ ଆଉ ଟାହି ଟପରା କଥା ସାହି ନପାରି ଆଜି ପିଙ୍କି ଜୀବନ ହାରି ଦେଲା ।

ଆଉ ପୋଲିସ ବାବୁଙ୍କୁ ବି କହୁଛି ମା ଫୋନ ରେ ଆପଣଙ୍କୁ ଆଉ କଣ କହିବାକୁ ବାକି ରହିଲା ଯେତେବେଳେ କହିଲି ଯେତେବେଳେ ଅଭିଯୋଗ କରିଲି ଆପଣ କିଛି କରିଲେ ନାହି । ଶେଷରେ ଆଜି ମୋ ଝିଅ ପିଙ୍କି ଜୀବନ ହାରି ଦେଲା । ୨୨ ବର୍ଷିୟା ଝିଅ ହେଉଛନ୍ତି ପିଙ୍କି । ଟେଲରିଙ୍ଗ କାମ କରୁଥିଲେ ପିଙ୍କି, ଜୀବନ ଖୁସି ରେ ଚାଲିଥିଲା ।

କିନ୍ତୁ ଗାଁ ର ସରପଞ୍ଚ ଆଉ ସମର୍ଥକ ମାନେ ତାଙ୍କୁ କମେଣ୍ଟ ମାରିବା ଆରମ୍ଭ କରି ଦେଲେ । ଏମିତି କି ରାସ୍ତା ଘାଟ ଯେଉଠି ଦେଖିଲେ ପିଙ୍କିଙ୍କୁ ଟାହୀ ଟପରା କରିଲେ । କେତେ ବା ସମ୍ଭାଳିଥାନ୍ତେ ଏଭଳି କମେଣ୍ଟ ପିଙ୍କି ? ଶେଷରେ ଘରକୁ ଆସି ନେଲେ ଶେଷ ନିସ୍ପତି ଆଉ ସବୁ ଦିନ ପାଇଁ ଆଖି ବୁଜି ଦେଲେ । ତେବେ ପିଙ୍କି ଙ୍କ ମା ପାଟକରା ଥାନା ରେ ଏକ ମାସ ତଳେ ଅଭିଯୋଗ କରିଥିଲେ ।

ହେଲେ ପାଟକରା ଥାନା ର ପୋଲିସ କିଛି ପଦକ୍ଷେପ ନେଇ ନ ଥିଲା । ଆଉ ଆଜି ପିଙ୍କି ନିଜର ଜୀବନ ହାରି ଦେଲା । ଏହି ଘଟଣା ଘଟିଛି ପାଟକରା ଥାନା ଅନ୍ତର୍ଗତ ଅହମଦା ଗାଁ ର ଯେଉଁଠି ପିଙ୍କି ଜୀବନ ହାରି ଦେଇଛନ୍ତି । ହୁଏ ତ ଆଗକୁ ଯାଇ ସୁନାର ସଂସାର ଗଢି ପାରିଥାନ୍ତେ ପିଙ୍କି । କିନ୍ତୁ ସ୍ଵପ୍ନ ପୁରା ଆଗରୁ ସବୁ ଧୂଳିସାତ ହୋଇଗଲା ।

ଆଉ ଟାହୀ ଟପରା କୁ ସହ୍ୟ ନ କରିପାରି ଜୀବନ ହାରି ଦେଲେ ପିଙ୍କି । ତେବେ ପିଙ୍କି ଯେଉଁ ନିସ୍ପତି ନେଲେ ତାହା ହୁଏ ତ ଠିକ ନୁହେଁ । କାରଣ କମେଣ୍ଟ ଦେଉଥିବା ଲୋକକୁ ପିଙ୍କି ଚାହିଁଥିଲେ ଉଚିତ ଶାସ୍ତି ଦେଇପାରି ଥାନ୍ତେ । କିନ୍ତୁ ସେ ଏଭଳି ନ କରି ଜୀବନ ହାରି ଦେବାର ଯେଉଁ ନିସ୍ପତି ନେଲେ ତାହା ତାଙ୍କ ପରିବାରକୁ ସଂପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି ।

ବିଶେଷ କରି ପିଙ୍କି ଙ୍କ ମା କାନ୍ଦି କାନ୍ଦି ନିଜ ଝିଅକୁ ମାରିଥିବା ପାଇଁ ଯେଉଁ ମାନେ ଦାୟୀ ସେମାନଙ୍କୁ ଶାସ୍ତି ଦେବା ପାଇଁ ଦାବି କରୁଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *