କରୋନାକୁ ନେଇ ସାମ୍ନାକୁ ଆସିଲା ଏହି ବଡ ଖବର! ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ପଡୁଛି ଏଭଳି ପ୍ରଭାବ

କାରୋନା ସାରା ବିଶ୍ଵକୁ ହଲେଦେଇଥିବା ବେଳେ ଏବେ ମଧ୍ୟ କରୋନା ଉପରେ ଗବେଷଣା ଚାଲିଛି । ଗବେଷଣା ଦ୍ଵାରା ବହୁତ ନୂଆ ନୂଆ ତଥ୍ୟ ଜଣା ପଡୁଛି । କୋରନାକୁ ନେଇ ଏବେ କିଛି ଗବେଷଣାରୁ ଜଣା ପଡୁଛି ଯେଉଁ ମାନେ କାରୋନାରୁ ସୁସ୍ଥ ହେଉଛନ୍ତି ସେମାନଙ୍କ ମଧ୍ୟ ବ୍ରେନ ଫ୍ରଗ ଭଳି ସମସ୍ୟା ଦେଖା ଯାଇଛି ।

ବ୍ରେନଫ୍ରଗର ଲକ୍ଷଣ ଯେମିତିକି ସ୍ମରଣ ଶକ୍ତି ହ୍ରାସ ହେବ, ବାଉଳିହେବା, ମାନସିକ ଏକାଗ୍ରତାରେ ସମସ୍ଯା ଦେଖା ଦେବା ଓ ମୁଣ୍ଡ ବୁଲାଇବା ଭଳି ଦେଖାଯାଉଛି । କାରୋନାରୁ ସୁସ୍ଥ ହୋଇଥିବା ଲୋକ ଏହି ଭଳି ଅଭିଯୋଗ କରେଇଛନ୍ତି ।

Image Courtesy: Google

ବୈଜ୍ଞାନିକ ମାନେ ଏହା ବିଷୟରେ ଆଗରୁ କହିଛନ୍ତି । ଆମେରିକା ସ୍ଥିତ ଇଣ୍ଡିଆନ ୟୁନିଭରସିଟି ସ୍କୁଲ ଅଫମେଡ଼ିସିନ ପକ୍ଷରୁ ହୋଇଥିବା ଗବେଷଣାରେ ଏହି ଖବର ସାମନାକୁ ଆସିଛି । ଏହି ସଂସ୍ଥାରେ କାରୋନାରେ ସୁସ୍ଥ ହୋଇଥିବା ୪ ହଜାର ଲୋକଙ୍କୁ ନେଇ ଗବେଷଣା ହୋଇଥିଲା । ଏଥିରେ ୫୦ପ୍ରତିଶତ ଲୋକଙ୍କ ଠାରେ ଏହି ବରେନ ଫ୍ରଗ ଦେଖିବାକୁ ମିଳିଥିଲା । ଏଥିରେ ଶାରୀରିକ, ସ୍ନାୟବିକ ଓ ମାନସିକ ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।

Image Courtesy: Google

ଏହା ସାଧରାନ ଲୋକଙ୍କ ଠାରୁ ଏହି ରୋଗୀ ମାନଙ୍କ ଠାରେ ଏହିଭଳି ଭିନ୍ନତା ଦେଖାଯାଇଥାଏ । ପରିକ୍ଷଣରୁ ଜଣା ପଡିଛିକି ଏହି ଲୋକ ମାନେ ଆଗଭଳି ନିଜ କର୍ଜୟା କ୍ଷେତରେ ଠିକ ସେ କାମ କରିପାରୁ ନାହାନ୍ତି । ଅନ୍ୟ ଏକ ଗବେଷଣାରୁ ଜଣା ପଡିଥିଲାକି ଯଦି କାରୋନା ଭାଇରସ ଶ୍ବାସକ୍ରିୟା ସମସ୍ଯା ଜନିତ ରୋଗ ବୋଲି କୁହାଯାଏ ।

Image Courtesy: Google

ଏହାର ଅନ୍ୟା ଏକ ଭାଇରସ SARS-cov- ୨ ମସ୍ତିସ୍କ ଉପରେ ପ୍ରଭାବ ପକାଇ ଥାଏ । ଜନ ହପକିନ୍ସ ଗବେଷଣା କରି କହିଥିଲେ । ଏହି ଗବେଷଣାରୁ ଜଣା ପଡିଥିଲା କାରୋନା ଭାଇରସ ବ୍ରେନର ସେଲରୁ ଅମ୍ଳଜାନ କାଢିନେଇ ସେଲ ଗୁଡିକ ଶୁଖିଲା କରିଦିଏ । ସେଥିପାଇଁ ଲୋକମାନଙ୍କର ମୁଣ୍ଡ ବିନ୍ଧା, ବାଉଳି ହେବା ଭଳି ଲକ୍ଷଣ ଦେଖାଯାଏ ।

କରୋନାର ଆଉ କିଛି ଲକ୍ଷଣ

Image Courtesy: Google

ଆମେରିକା ଓ ସ୍ପେନ ଗବେଷକ କରୋନାକୁ ନେଇ ଦୁଇଟି ନୂଆ ଗବେଷଣା କରିଥିଲେ, କାରୋନାରୁ ସୁସ୍ଥ ହେବା ପରେ ରୋଗୀ ଦୁର୍ବଳ ଅନୁଭବ କରିଥିଲେ । କେବଳ ସେତିକି ନୁହେଁ କାରୋନା ରୋଗୀଙ୍କ ଠାରେ ଗନ୍ଧ ବାରି ନପାରିବା, ଧ୍ୟାନ କେନ୍ଦ୍ରିତ ନକରିପାରିବା, ଶ୍ବାସକ୍ରିୟା ଜନିତ ସମସ୍ୟା, ମୁଣ୍ଡବିନ୍ଧା, ଛାତି ଯନ୍ତ୍ରଣା , ସ୍ମରଣ ଶକ୍ତି ହ୍ରାସ, ମୁଣ୍ଡ ବୁଲାଇବା, ଏହି ସବୁ କାରୋନା ରୋଗୀଙ୍କ ଠାରେ ଦେଖା ଦେଇଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *