କୋରୋନା ଭାଇରସ ପାଇଁ କେଉଁ କେଉଁ ନେତାଙ୍କର ହୋଇଛି ମୃତ୍ୟୁ- ସାମ୍ନାକୁ ଆସିଲା ଏହି ସବୁ ବଡ ନାମ

କରୋନା ଭାଇରସ କାରଣରୁ ବୁଧବାରକୁ କେନ୍ଦ୍ରୀୟ ରେଳ ରାଜ୍ୟ ମନ୍ତ୍ରୀ ସୁରେଶ ଅଙ୍ଗଡିଙ୍କ ଏମ୍ସରେ ନିଧନ ହୋଇଛି । ୧୧ ସେପ୍ଟମ୍ବରରେ ପଜେଟିଭ ମିଳିବା ପରେ ତାଙ୍କୁ ଏମ୍ସରେ ଭର୍ତି କରଯାଇଥିଲା । ସୁରେଶ ଅଙ୍ଗଡୀ ୬୫ ବର୍ଷର ଥିଲେ । ଭାରତରେ କୋରଣା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ସୁରେଶ ଅଙ୍ଗଡୀଙ୍କ ଭଳି ବହୁତ ଜନପତିନିଧିଙ୍କ ଜୀବନ ନେଲାଣି ।

ପୂର୍ବ ରାଷ୍ଟ୍ରପତି ଓ ଚାରୋଟି ସାଂସଦ ଓ କେତେ ବିଧାୟକ ଏହି କାରଣରୁ ମୃତ୍ୟୁ ବରଣ କଲେଣି । ଏହା ଭିତରୁ ସବୁଠୁ ବଡ ନାମ ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ଅଟେ । ସେ ବ୍ରେନ ସର୍ଜରୀ ପାଇଁ ସେନାର ଆର ଆଣ୍ଡ ଆର ହସ୍ପିଟାଲରେ ଭର୍ତି ହୋଇଥିଲେ । କିନ୍ତୁ ସେ ସେଠାରେ କୋରୋନା ସଂକ୍ରମିତ ବୋଲି ଜଣା ପଡିଥିଲା । ସଂକ୍ରମଣ ଲାଗି ତାଙ୍କର ସ୍ୱାସ୍ଥ୍ୟ ବହୁତ ଖରାପ ହୋଇଥିଲା ଓ ୨୧ ଅଗଷ୍ଟରେ ତାଙ୍କର ମୃତ୍ୟୁ ହୋଇଛି ।

୧୬ ସେପ୍ଟେମ୍ବରରେ ତିରୁପତିର ସାଂସଦ ବଲ୍ଲୀ ଦୂର୍ଗା ପ୍ରସାଦଙ୍କ ଆପୋଲ ହସ୍ପିଟାଲରେ କୋରୋନା ଲାଗି ମୃତ୍ୟୁ ହୋଇଛି । ବଲ୍ଲୀ ଦୂର୍ଗା ପ୍ରସାଦ ଯୁବଜନ ଶ୍ରମିକ କଂଗ୍ରେସ ତରଫରୁ ଥିଲେ । ତାଙ୍କ ନିଧାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଥିଲେ । ୬୪ ବର୍ଷର ଦୂର୍ଗା ପ୍ରସାଦ ନେଲୁର ଗୁଡୁର ବିଧାୟକ ଥିଲେ ।

ରାଜ୍ୟ ସଭାର ସାଂସଦ ଅଶୋକ ଗସ୍ତିଙ୍କର କୋରୋନା ଭାଇରସରେ ନିଧନ ହୋଇଗଲା । ଅଶୋକ ଗସ୍ତି ବିଜେପିର କର୍ଣ୍ଣାଟକର ସାଂସଦ ଥିଲେ । ୫୫ ବର୍ଷର ଅଶୋକ ଗସ୍ତିକୁ ମଲ୍ଟି ଅରଗାନ ଫେଲିଅର ଅସୁବିଧା ହୋଇଥିଲା । ଏହା ପୂର୍ବରୁ ୨୮ ଅଗଷ୍ଟ କୁ ତାମିଲନାଡୁର କନ୍ୟା କୁମାରୀର କଂଗ୍ରେସ ସାଂସଦ ଏଚ ବସନ୍ତ କୁମାରଙ୍କର ମୃତ୍ୟୁ ହୋଇଥିଲା ।

୭୦ ବର୍ଷର ବସନ୍ତ କୁମାର କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା କାରଣରୁ ୧୦ ଅଗଷ୍ଟରେ ଚେନ୍ନାଇରେ ଭର୍ତି କରଯାଇଥିଲା  । ଏହାଛଡା ୟୁପି, ମଧ୍ୟ ପ୍ରଦେଶ, ପଶ୍ଚିମ ବାଙ୍ଗାଲ, ଓ ତାମିଲନାଡୁରେ ବହୁତ ବିଧାୟକଙ୍କ କରୋନା ପାଇଁ ମୃତ୍ୟୁ ହୋଇଥିଲା ।

ଉତ୍ତର ପ୍ରଦେଶରେ ଗୋଟେ ମାସରେ କୋରୋନା ପାଇଁ ଦୁଇଟି ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ୟୋଗୀ ଆଦିତ୍ୟ ନାଥ କ୍ୟାବିନରେ ଗୋଟିଏ ମାତ୍ର ମହିଳା ମନ୍ତ୍ରୀ କମଳରାଣୀ ବରୁଣଙ୍କ କରୋନା ଭାଇରସ ପାଇଁ ମୃତ୍ୟୁ ହୋଇଥିଲା । କମଳ ରାଣୀ ବରୁଣ ୟୁପିର ତକ୍ନିର ଶିକ୍ଷା ମନ୍ତ୍ରୀ ଥିଲେ । ଏହାପରେ କ୍ରିକେଟରରୁ ନେତା ବନିଥିବା ନାଗରିକ ସୁରକ୍ଷା ମନ୍ତ୍ରୀ ଚେତନ ଚୌହାନ ବି କରୋନା ଭାଇରସ ପାଇଁ ମୃତ୍ୟୁ ବରଣ କରିଥିଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *