ଏଥିରେ କୌଣସି ସନ୍ଦେହ ନାହିଁ କି ଆଜିକାଲି ଲୋକମାନଙ୍କର ଲାଇଫ ଏତେ ବ୍ୟସ୍ତ ହୋଇଯାଇଛି କି ତାଙ୍କ ପାଖରେ ଠିକ ସେ ବସି ଖାଇବା ପାଇଁ ଟିକେ ସମୟ ବି ନଥାଏ । ଲୋକମାନେ ଘର ଖାଇବା ଛାଡି ବାହାର ଖାଇବା ଅଧିକ ଖାଉଛନ୍ତି । ବାହାର ଖାଦ୍ୟରେ ଲୋକମାନେ ଅଧିକ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରୁଛନ୍ତି ,ଯାହାକି ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ଅଟେ । ଆଜି ଆମେ ଫାଷ୍ଟଫୁଡ ସହିତ ଯୋଡି ହୋଇଥିବା ଏମିତି ଖବର ଆପଣଙ୍କ ସାମ୍ନାକୁ ଆଣୁଛୁ ।
ଯାହା ବିଷୟରେ ଜାଣିବା ପରେ ଆପଣ ଫାଷ୍ଟଫୁଡ ଖାଇବା ବନ୍ଦ କରିଦେବେ ।
ଏହି ବିଷୟରେ ଆପଣଙ୍କୁ କହିବାରେ କେବଳ ଆମର ଏହା ଉଦେଶ୍ୟ ଅଛି କି ଆପଣ ଫାଷ୍ଟଫୁଡ ସହିତ ଯୋଡି ହୋଇଥିବା କ୍ଷତିକାରକ ବିଷୟରେ ଜାଣନ୍ତୁ ଏବଂ ଜଲ୍ଦି ଫାଷ୍ଟଫୁଡ ପାଖରୁ ଦୂରେଇ ରୁହନ୍ତୁ । ଆଜିକା ସମୟରେ ପ୍ରାୟ କେଉଁ ବ୍ୟକ୍ତି ଏମିତି ଅଛନ୍ତି ଯିଏ ଜାଣିନାହାଁନ୍ତି କି କ୍ୟାନ୍ସର ଏକ ଭୟାନକ ରୋଗ ଅଟେ । ଯାହାର ସଙ୍କଟରେ ସବୁଦିନ କେତେ ଲୋକ ଆସୁଛନ୍ତି । ଯଦି ଆମେ କହିବା କି କ୍ୟାନସରରେ ଶିକାର ହୋଇ ମାରୁଥିବା ଲୋକନଙ୍କର ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ତାହେଲେ କିଛି ଭୁଲ ହେବ ନାହିଁ । ୨୦୧୬ମସିହାରେ ଆମେରିକାରେ କ୍ୟାନସର ଦ୍ଵାରା ମରିଥିବା ଲୋକଙ୍କର ସଂଖ୍ୟା ଛଅ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲା । ସେଠାରେ ୧୭ଲକ୍ଷ ଲୋକ ଏହି ରୋଗରେ ପୀଡିତ ଥିଲେ ।
ଶୁଣିବାକୁ ମିଳିଛି କି ଫାଷ୍ଟଫୁଡ ଶ୍ରେଣୀରେ ଗଣା ହେଉଥିବା ସ୍ନାକ୍ସ ହାଟ ଡାଗ କ୍ୟାନସର ରୋଗ ବହୁତ ଖାତରନାକ ହୋଇଥାଏ । ହାଟ ଡାଗ ତିଆରି କରିବା ପାଇଁ ଯେଉଁ ପ୍ରକାର ପ୍ରକ୍ରିୟା ବ୍ୟବହାର କାରାଯାଉଛି ,ତାହା ଶରୀର ପାଇଁ ବହୁତ ହାନିକାରକ ଅଟେ । ଯଦି ଆପଣ ଏହାକୁ ଖାଉଛନ୍ତି ତାହେଲେ ଆପଣଙ୍କଉ କ୍ୟାନସର ଭଳି ରୋଗ ହୋଇପାରେ । ଏହାକୁ ତିଆରି କରିବା ପାଇଁ ମୃଗର ମାଂସକୁ ବି ବ୍ୟବହାର କରାଯାଉଛି ,ଏହା ସହିତ ଏଥିରେ ସୋଡିୟମ ନାଇଟ୍ରାଇଟ ,ସୋଡିୟମ ଫସଫେଟ ,ସୋଡିୟମ ଏକ୍ସୋବରେଟ ଆଦି ଭଳି କେତେକ ଖାତରନାକ ପଦାର୍ଥ ବ୍ୟବହାର କରାଯାଉଛି ।
ଯଦି ଆମେରିକାର କ୍ୟାନସର ସଂସ୍ଥାକୁ ମାନିବା ତାହେଲେ ଯଦି ଆପଣ ଗୋଟେ ଦିନ ବି ହାଟ ଡାଗ ଖାଇବେ ତାହେଲେ ଶରୀର ଭିତରେ କ୍ୟାନସର ହେବାର ଲକ୍ଷଣ ବଢିଯାଇଥାଏ । ଏହାଛଡା ଆପଣଙ୍କ ପେଟରେ କ୍ୟାନସର ହେବାର ଅଧିକ ଚାଞ୍ଚ ବଢିଯାଇଥାଏ । ଏଥିରେ କେତେକ ଯାନୁଆରଙ୍କର ଲିଭର ଏବଂ କିଡନି ବି ପେସା ଯାଇଥାଏ । ଯାହାଦ୍ୱାରା କ୍ୟାନସର ହେବାର ଖତରା ଅଧିକ ବଢି ଯାଇଥାଏ । ଏଥିପାଇଁ ଫାଷ୍ଟଫୁଡ ଖାଇବା କମ କରିବା ଦରକାର । ଆମେ ଭାବୁଛୁ କି ଏହି ସୂଚନା ଆପଣଙ୍କୁ କ୍ୟାନସର ଭଳି ରୋଗ ଠାରୁ ବଞ୍ଚିବା ପାଇଁ ସାହାଯ୍ୟ ନିହାତି କରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।