ଡାଇବେଟିସ କୁ ମୂଳରୁ ଶେଷ କରେ ଏହି ଚମତ୍କାରି ଫୁଲ ? Health Tips

ଆଜି ଆମେ ଆପଣ ମାନଙ୍କୁ ସଦା ବାହାର ଫୁଲ ବିଷୟରେ କହିବାକୁ ଯାଉଛୁ ଯାହାର କିଛି ଅଲଗା ଚମତ୍କାରୀ ରହିଛି । ଏହି ଫୁଲ ବାରମାସୀ ଅଟେ । ଏହି ଫୁଲ ଆମ ଦେଶରେ ଦୁଇ ପ୍ରଜାତିର ଦେଖିବାକୁ ମିଳିଥାଏ । ସଦା ବାହାର ଫୁଲ ବାଇଗଣି ଓ ଧଳା ରଙ୍ଗର ଦେଖିବାକୁ ମିଳିଥାଏ । ଏହି ଫୁଲକୁ ଔଷଧ ଭାବେ ବ୍ୟବହାର କରା ଯାଇଥାଏ । ଏହି ଫୁଲକୁ ଘରର ଅଗଣା ବା ବଗିଚାରେ ଲଗାଇଲେ ସୋଭା ବୃଦ୍ଧି ପାଇଥାଏ । ଏହି ଫୁଲର ସୌନ୍ଦର୍ଜ୍ୟ ଘାର ସୋଭାକୁ ବିକଶିତ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ଫୁଲର କିଛି ଔଷଧୀୟ ଗୁଣ ବିଷୟରେ ।

ଯଦି ମଧୁମେହ ରୋଗ ଯୋଗୁ କିଡନି ଖରାପ ହୋଇଥାଏ ବା ଆଖିର ଦ୍ରୁଷ୍ଟି ଶକ୍ତି ଚାଲିଯାଏ ତେବେ ସଦାବାହାର ଫୁଲର ବ୍ୟବହାର କରିବା ଦ୍ଵାରା ଏହାର ନିବାରଣ ହୋଇଥାଏ । ସଦାବାହାର ଗଛର ପାତ୍ର ଡାଇବେଟିସ ବା ମଧୁମେହ ରୋଗ ପାଇଁ ରାମବାଣ ଭାବେ କାମ କରିଥାଏ । ଯଦି ଆପଣଙ୍କର କିଡନି ସମସ୍ଯା ରହିଛି ତେବେ କଲରା, ବିଲାତି ଓ କାକୁଡି କୁ ନେଇ ଗରମ ପାଣିରେ ଧୋଇ ଦିଅନ୍ତୁ । ଏହା ପରେ ଏହି ୩ଟି ଜିନିଷର ଜୁସ ପ୍ରସ୍ତୁତ କରନ୍ତୁ । ଏହା ପରେ ସଦାବାହାର ଫୁଲର ୫ରୁ ୭ଟି ଫୁଲ ବା ପାତ୍ର ନିଅନ୍ତୁ ।

ଏହା ଆମ ଶରୀର ରେ ଟକସିନ ବାହାର କରିବାରେ ସହାୟକ ହୋଇଥାଏ । ଏହା ସହ ସଦାବାହାର ଗଛର ପତ୍ର କୁ ପାଉଡର କରି ଏହାକୁ ପାଣି ବା ଜୁସରେ ସେବନ କରି ପାରିବେ । ଏହା ସହ ଜଡଫି କୌଣସି ବିଷଧର ଜନ୍ତୁ କାମୁଡି ଦେଇଟହାଏ ତେବେ ସଦାବାହର ଫୁଲ ର ବ୍ୟବହାର ଦ୍ଵାରା ସୁଫଳ ମିଳିଥାଏ । ଏହା ବ୍ୟତୀତ ସଦାବାହାର ଗଛର ଚେର ଓ ଫୁଲ ପାଣି ରେ ଭଲ ଭାବେ ଫୁଟାଇ ଦିଅନ୍ତୁ । ଏହି ପାଣିର ସେବନ କରିବା ଦ୍ଵାରା ଡାଇବେଟିସ ଓ ଶରୀରର ଅନ୍ୟ ଚର୍ବିକୁ ମେଲ୍ଟ କରିଥାଏ । ସଦାବାହାର ଗଛର ଚେର କ୍ୟାନ୍ସର ଭଳି ରୋଗରୁ ଉପସମ କରିଥାଏ ।

ଏହାର ଅନ୍ୟ ଏକ ଉପାୟ ହେଉଛି କିଛି ଚେର ସହ ମିଶ୍ରି ପାଉଡର କରି ଦିନକୁ ଦୁଇ ଥର ସେବନ କରନ୍ତୁ । ଏହା ଦ୍ଵାରା ସ୍କିନ ଜନିତ ସମସ୍ଯା ଦୂର ହୋଇଯିବ । ଏହା ଛଡା ସଦାବାହାର ଗଛର ପତ୍ର ଗୁଣ୍ଡ କରି ଏହାର ସେବନ କରିଲେ ଅନେକ ରୋଗର ନିବାରଣ ହୋଇଥାଏ । ବିଶେଷ କରି ଡାଇବେଟିସ ରୋଗୀ ମାନେ ସଦାବାହାର ଫୁଲ, ପାତ୍ର ବା ଚେର ର ବ୍ୟବହାର କରନ୍ତୁ । ଏହା ଦ୍ଵାରା ସୁଗାର ଲେବଲ କମ ରହିଥାଏ ।

ଏହାର ପତ୍ର ଅଧିକ ପିତା ହେଲେ ମଧ୍ୟ ଶରୀର ପାଇଁ ହିତକାରକ ଅଟେ । ତେଣୁ ଏହାର ପ୍ରୟୋଗ ନିଶ୍ଚିନ୍ତ ଭାବେ କରନ୍ତୁ । ଆପଣ ଦେଖିବାକୁ ପାଇବେ ଆପଣଙ୍କ ଶରୀର ରେ ଅନେକ ରୋଗରୁ ଆପଣ ମୁକ୍ତି ପାଇବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *