Daman ଫିଲ୍ମ ପାଇଁ ସିଦ୍ଧାନ୍ତ ମହାପାତ୍ର ଙ୍କ ଝିଅର ବଡ଼ ସରପ୍ରାଇଜ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଲିଉଡ ହିରୋ ସିଦ୍ଧାନ୍ତ ମାହାପାତ୍ର ଯିଏ କି ମୁନ୍ନା ଭାଇ ମଧ୍ୟ ପରିଚିତ ଅଟନ୍ତି ତାଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଖୁବ ସୁନ୍ଦର ଅଭିନୟ କରି ଓଲିଉଡ ଜଗତରେ ନିଜର ଅଲଗା ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ଙ୍କର ଗୋଟେ ଝିଅ ଓ ପୁଅ ଅଛନ୍ତି । ତାଙ୍କ ଝିଅ କଣ ପାଇଁ ଅଭିନୟ କରୁ ନାହାନ୍ତି କିମ୍ବା ସୋସିଆଲ ମିଡିଆରେ ସକ୍ରିୟ ନାହାନ୍ତି କିମ୍ବା ମାମା ମିଶ୍ର କଣ ପାଇଁ ଫିଲ୍ମ ଦୁନିଆରୁ ଦୂରେଇ ଗଲେ ସେହି ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ଦର୍ଶକ ବନ୍ଧୁ ସିଦ୍ଧାନ୍ତ ଙ୍କ ଝିଅଙ୍କର ବୟସ ମାତ୍ର ୧୯ ବର୍ଷ । ଆପଣ ମାନେ ଜାଣିଥିବେ ବର୍ତ୍ତମାନ ଖାଲି ଓଡିଶା ନୁହେଁ ବରଂ ସାରା ଭାରତରେ ଦମନ ଫିଲ୍ମ କୁ ନେଇ ଚର୍ଚ୍ଚା ଲାଗି ରହିଛି । ଦମନ ହେଉଛି ପ୍ରଥମ ଓଡିଆ ସିନେମା ଯାହା କି ହିନ୍ଦୀ ରେ ଦାବିଙ୍ଗ ହେବାକୁ ଯାଉଛି ସାରା ଭାରତ ଦେଶରେ । ଦମନ ଫିଲ୍ମ ଟି ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିଛି । ଦମନ ଫିଲ୍ମ ଟି ଏତେ ଭଲ ହୋଇଛି କି ଯାହା କେହି କେବେ କଳ୍ପନା କରି ନ ଥିଲେ । ଏହି ଫିଲ୍ମ ରେ ବହୁତ ଅଧିକ କ୍ରେଜ ରହିଛି । ଦମନ ଫିଲ୍ମ ର ଡବିଙ୍ଗ ଆରାମ୍ଭ ହୋଇ ସାରିଛି ।

ଆସନ୍ତା ସପ୍ତାହରେ ଏହାର ହିନ୍ଦୀ ଟ୍ରେଲର ରିଲିଜ ହେବାକୁ ଯାଉଛି । ପେନ ଇଣ୍ଡିଆନ ବ୍ୟାନର ରେ ଦମନ ଫିଲ୍ମର ଟ୍ରେଲର ଦେଖିବାକୁ ପାଇ ପାରିବେ । ସବୁଠାରୁ ବଡ କଥା ହେଉଛି ଓଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ଦମନ ଫିଲ୍ମକୁ ଦେଖୁଛନ୍ତି ଓ ଏହାର ରିଭିୟୁ ମଧ୍ୟ ଦେଉଛନ୍ତି । ଦମନ ଫିଲ୍ମକୁ ସାରା ଓଡିଶା ବାସୀ ବେଶ ପସନ୍ଦ କରିବା ସହ ସମର୍ଥନ ମଧ୍ୟ କରିଛନ୍ତି । ଓଲିଉଡ ହିରୋ ହିରୋଇନ ମାନେ ଦମନ ଫିଲ୍ମ କୁ ନେଇ ନିଜ ନିଜର ପ୍ରତିକ୍ରିୟା ରଖିଛନ୍ତି ।

କିନ୍ତୁ ମୁନ୍ନା ଭାଇ ଓରଫ ସିଦ୍ଧାନ୍ତ ମହାପାତ୍ର ଦମନ ଫିଲ୍ମ କୁ ନେଇ ଏ ଯାଏଁ କିଛି ବି ପ୍ରତିକ୍ରିୟା ଦେଇ ନାହାନ୍ତି । କିନ୍ତୁ ଅନ୍ୟ ପଟେ ଚର୍ଚ୍ଚା ହେଉଛି କି ସିଦ୍ଧାନ୍ତ ଦମନ ଫିଲ୍ମକୁ ନେଇ କିଛି ମହାନ କାମ କରୁଛନ୍ତି । ସିଦ୍ଧାନ୍ତ ମାହାପାତ୍ର ଗତ କାଲି ନିଜ ସ୍ତ୍ରୀ ମାମା ମିଶ୍ର, ପୁଅ, ଝିଅ ସାଇ ସିଧି ଙ୍କ ସହ ଏକ ରେଷ୍ଟୁରାଣ୍ଟ ର ଓପନିଙ୍ଗ କରିବାର ନଜର ଆସିଥିଲେ । ଏହା ସହ ଏହି ରେଷ୍ଟୁରାଣ୍ଟ ରେ ଥିଲେ ଅଭିନେତ୍ରୀ ତମନ୍ନା ।

ଏହି ରେଷ୍ଟୁରାଣ୍ଟ କାହା ଉଦେଶ୍ୟରେ କଣ ପାଇଁ ଖୋଲା ଯାଇଛି ତାହା ବି ପୁଣି ଦମନ ଫିଲ୍ମ ଚର୍ଚ୍ଚାରେ ରହିଥିବା ବେଳେ ଯାହାର ଫୋଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ରେଷ୍ଟୁରାଣ୍ଟ ର ଓପନିଙ୍ଗ ରେ ସିଦ୍ଧାନ୍ତ ଙ୍କ ଝିଅ ମଧ୍ୟ ପହଞ୍ଚି ଥିଲେ । ଏହି ରେଷ୍ଟୁରାଣ୍ଟ ସିଦ୍ଧାନ୍ତଙ୍କର ନିଜର ବୋଲି ଜଣାପଡିଛି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *