Breaking News- ୧୦ ଗୁଣା ମହଙ୍ଗା ହେବ ମୋବାଇଲ ସେବା, ଏଣିକି ଦବକୁ ପଡିବ….

ମୋବାଇଲ ଗ୍ରାହକଙ୍କୁ ଜୋରଦାର ଝଟକା, ମୋବାଇଲ ଗ୍ରହକଙ୍କ ପାଇଁ ବଡ ଖବର ଆହୁରି ମହଙ୍ଗା ହୋଇପାରେ ମୋବାଇଲ ସେବା । ଆଗାମୀ ଦିନରେ ଆପଣଙ୍କୁ ଦେବାକୁ ପଡିପାରେ ଅଧିକ ଟଙ୍କା । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ଉଭୟ ଭୋଏସ ଓ ଡାଟା ଚର୍ଜେସ ଅତି କମରେ ୧୦ ପ୍ରତିଶକୁ ବୃଦ୍ଧି ପାଇପାରେ । ଭାରତୀୟ ଏୟାରଟେଲ ଓ ଭୋଡଫୋନକୁ ଆସନ୍ତା ସାତ ମାସ ମଧ୍ୟରେ ସେମାନଙ୍କ ସ୍ଥିର ହୋଇଥିବା ମୋଟ ରାଜସ୍ଵର ପ୍ରାୟ ଦାସ ପ୍ରତିଶତ ଦେବାକୁ ପଡିବ ।

ଫ୍ଜଳରେ ଟେଲିକମ କମ୍ପାନୀ ଗୁଡିକ ନିଜର ଶୁଳ୍କ ବୃଦ୍ଧି କରିବେ ବୋଲି ସୂଚନା ରହିଛି । ଏବେ ଫୋନରେ ଗପିବା ପାଇଁ ଲାଗିବା ଦସ ଗୁଣା ଟଙ୍କା, ସୁପ୍ରିମ କୋର୍ଟଙ୍କ ନିସ୍ପତି ପରେ ବଢିଲା ଚର୍ଚା ।

Image Courtesy: Google

ଦେଶର ସରବୋଚ ଟେଲିକମ ଅପରେଟ ଗୁଡିକୁ ୩୧ ମାର୍ଚ୍ଚ ୨୦୨୧ ସୁଧା ନିଜର ବକେୟା ଏଜିଆର ଦସ ପ୍ରତିଶତ ଜମା କରିବା ପାଇଁ ନିର୍ଦେଶ ଦେଇଥିବା ବେଳେ ବାକିତକ ଟଙ୍କା ସେମାନେ ଦଶଟି କିସ୍ତିରେ ଜମା କରିବେ ବୋଲି ସର୍ତମୂଳକ ଅନୁମତି ଦେଇଛନ୍ତି । ଯାହାକି ମାର୍ଚ୍ଚ ୩୧ ତାରିକ ୨୦୨୨ ରୁ ଆରମ୍ଭ ହେବ । ଏହିକରମରେ ଭାରତୀ ଏୟାରଟେଲକୁ ମାର୍ଚ୍ଚ ସୁଧା ପ୍ରାୟ ଦୁଇହାଜର ଛଅସହ କୋଟି ଟଙ୍କା ପଡୁଥିବା ବେଳେ ଭୋଡା ଫୋନକୁ ୫୦୦୦ କୋଟି ପର୍ଯ୍ୟନ୍ତ ଟଙ୍କା ପରିଶୋଧ କରିବାକୁ ହେବ ।

Image Courtesy: Google

ତେଣୁ ପ୍ରତିବଦଳରେ ଉପଭୋକ୍ତା ପିଛା କମ୍ପାନୀକୁ ରାଜସ୍ୱ ବାବଦକୁ ଦସ ପ୍ରତିଶତ ଓ ୨୭ ପ୍ରତିସତ ବୃଦ୍ଧି କରିବାକୁ ପଡିବ । ତେବେ ସୁପ୍ରିମ କୋର୍ଟର ଏହିଭଳି ନିର୍ଦେଶ ପରେ କମ୍ପାନୀ ମାନଙ୍କୁ ଟଙ୍କା ପରିଶୋଧ ନିମନ୍ତେ ନିଜର ଟାରିଫ ପ୍ଳାନକୁ ବୃଦ୍ଧି କରିବାକୁ ଯୋଜନା କରିପାରନ୍ତି । ଯାହାଦ୍ୱାରା ଗ୍ରାହକଙ୍କୁ ଭଏସ କଲ ଓ ଡାଟା ସେବା ପାଇଁ ଅଧିକ ଟଙ୍କା ଦେବାକୁ ପଡିପାରେ ବୋଲି ଜାତୀୟ ଗଣ ମାଧ୍ୟମରେ ଚର୍ଚା ହେଉଛି । ଯଦି ସେମିତି ହୁଏ ତେବେ ଆଗକୁ ସେହିସବୁ ସୁବିଧା ରହିବନି ଯାହା ବର୍ତ୍ତମାନ ଚାଲିଛି । ଗ୍ରାହକମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକାଉ ପଡିବ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *