ସହିଦ Debasisଙ୍କ ପରିବାରର ଦୁଃଖ ସହି ପାରିଲେନି Bidyashree, ଧାଇଁ ଆସିଲେ ସହିଦଙ୍କ ଘରକୁ…. ଦେଖନ୍ତୁ Video

ଆଉ ରହି ପାରିଲେନି ବିଦ୍ୟାଶ୍ରୀ । ସହିଦ ଦେବାଶିଷ ଙ୍କ ଘରେ ପହଞ୍ଚି ଛନ୍ତି ବିଦ୍ୟାଶ୍ରୀ । ଆଉ କୁଣ୍ଢାଇ ପକାଇ ଛନ୍ତି ଦେବାଶିଷ ଙ୍କ ଝିଅ କୁ । ଝିଅକୁ କୋଳକୁ ନେଇ ଗେଲ କରିବା ସହ ତାର ନାଁ ପଚାରି ଛନ୍ତି ବିଦ୍ୟାଶ୍ରୀ । ହଁ ଦର୍ଶକ ବନ୍ଧୁ ଏ ଦୁଖ ର ସମୟରେ ପରିବାର ସହ ଛିଡା ହେବା ପାଇଁ ଆଜି ଆପପାଖକୁ ଧାଇଁ ଆସିଛନ୍ତି ବିଦ୍ୟାଶ୍ରୀ ।

ଯବାନ ଦେବାଶିଷ ସ-ହି-ଦ ହେବା ପରେ ଗାଁ ସହର ଠାରୁ ଆରମ୍ଭ କରି ପୁରା ରାଜ୍ୟ ଯେମିତି ଦୁଖରେ ଭାଙ୍ଗି ପଡିଥିଲା । ଆଉ ଏହି ଦୃଶ୍ୟ କୁ ସବୁ ଗଣ ମାଧ୍ୟମ ଠାରୁ ଆରମ୍ଭ କରି ସମସ୍ତେ ନିଜର ସ୍କ୍ରିନ ରେ ଦେଖାଇ ଥିଲେ । ଆଉ ଏହି ଦୁଖ ହୁଏ ତ ବିଦ୍ୟାଶ୍ରୀ ଙ୍କ ଆଖି ରେ ବି ପଡିଥିଲା । ଆଉ ସେଥିପାଇଁ ଏଭଳି ଦୁଖ ସମୟରେ ପରିବାର ସହ ଛିଡା ହେବାକୁ ଦୌଡି ଆସିଛନ୍ତି ବିଦ୍ୟାଶ୍ରୀ ।

ଆଉ ଦେବାଶିଷ ଙ୍କ ବାପା ଙ୍କୁ ବୁଝାଇବା ସହ ମା ଙ୍କୁ ମଧ୍ୟ ବୁଝାଇଛନ୍ତି । ଆଉ ଏପଟେ ଦେଖିବାକୁ ଗଲେ ଦେବାଶିଷ ଙ୍କ ସ୍ତ୍ରୀ ଙ୍କୁ ମଧ୍ୟ ବୁଝାଇ ଛନ୍ତି ବିଦ୍ୟାଶ୍ରୀ ଆଉ କହୁଛନ୍ତି ସବୁ ଟିଭି, ପେପର ଆଉ ସବୁ ମିଡିଆରେ କେବେଳ ଦେବାଶିଷ ଙ୍କ ନାମ । ତୁମ ସ୍ଵାମୀ ଙ୍କର ନାମ । ତୁମ ସ୍ଵାମୀ ଙ୍କ ପାଇଁ ଗର୍ବ କର ।

ଜାଣିଛି ବାହାଘର ର ଏତେ କମ ସମୟ ମଧ୍ୟରେ କଷ୍ଟ ଦେଇପାରେ ସ୍ଵାମୀ ର ମୃ-ତ୍ୟୁ । ଏଭଳି କିଛି କହି ଦେବାଶିଷ ଙ୍କ ସ୍ତ୍ରୀ ସଂଗୀତା ଙ୍କୁ ବୁଝାଇ ଛନ୍ତି ବିଦ୍ୟାଶ୍ରୀ । ଆଉ ଶେଷରେ ସ-ହି-ଦ ଦେବାଶିଷ ଙ୍କ ଫୋଟୋ ରେ ଫୁଲମାଳ ଅର୍ପଣ କରିଛନ୍ତି । ତେବେ ଗତ କାଲି ସନ୍ଧ୍ୟା ରେ ସହିଦ ଦେବାଶିଷ ଙ୍କ ପରିବାରକୁ ଭେଟିବାକୁ ଆସିଥିଲେ ସମାଜ ସେବି ବିଦ୍ୟାଶ୍ରୀ ।

ଇଏ ହେଉଛନ୍ତି ସେହି ବିଦ୍ୟାଶ୍ରୀ ଯାହାଙ୍କ ଉପରେ ନିଜ ସ୍ବାମୀଙ୍କ ମୃତ୍ୟୁ ପାଇଁ ଦାୟୀ କରା ଯାଇଥିଲା । ତାଙ୍କ ସ୍ତ୍ରୀ ଙ୍କୁ ସମବେଦନା ଦେବା ସହ ଝିଅ କୁ କୁଣ୍ଢାଇ ପକାଇ ଆଶୀର୍ବାଦ ଦେଇଥିଲେ । ତେବେ ଫେରିଲା ବେଳେ ବିଦ୍ୟାଶ୍ରୀ ଦେବାଶିଷ ଙ୍କ ବାପା ଙ୍କୁ କହି ଯାଇଥିଲେ ନିଜ ଜୀବନକୁ ଆଗକୁ ନିଅ । ଆଉ କହିଥିଲେ ବାପା ତୁମେ ଧର୍ଯ୍ୟ ଧର । ତୁମ ପୁଅ ପାଇଁ ଗର୍ବ କର । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *