ଚଉଷଠି ଯୋଗିନୀ ମନ୍ଦିର, ଯେବେ ମା ଦେଲେ ଅଭିଶାପ ‘ତୋ ବଂଶ ବୁଡିଯାଉ’….ତା ପରେ ହେଲା କିଛି ଏମିତି- ସତ୍ୟ ଘଟଣା

ଆମ ଭାରତରେ ସବୁ ସ୍ଥାନରେ ଗୋଟେ ମନ୍ଦିର ଅଛି ଆଉ ସବୁ ମନ୍ଦିର ନିଜ ନିଜ କାହାଣୀ ଅଛି କିନ୍ତୁ କିଛି ଭଗବାନ ସ୍ଥାନ ନିଜ ଆଲୋଳିକା ଶକ୍ତି ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ପୂଜା ସ୍ଥଳ ବିଷୟରେ କହିବାକୁ ଯାଉଛୁ ଯାହା ଓଡିଶାରେ ଅବସ୍ଥିତ ଅଟେ ଆଉ ବହୁତ ଲୋକ ଏହାକୁ ବୁଲିବାକୁ ଯାଇଥିବେ କିନ୍ତୁ ବହୁତ ଲୋକ ଯିଏ ଜାଣି ନାହାନ୍ତି ତାଙ୍କୁ ଆମେ ମାଙ୍କ ମହିମା ବିଷୟରେ କଛି କଥା କହିବାକୁ ଯାଉଛୁ । ତେବେ ଏହି ମନ୍ଦିର ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଓଡିଶାର ହୀରାକୁଦ ଛଅଷଠି ଜାଗାରେ ମାତା ପାରବତୀଙ୍କ ଚଣ୍ଡୀ ରୂପର ପୂଜା କରା ଯାଏ । ଏହି ମନ୍ଦିର ୧୩୦୦ ମସିହାରେ ନିର୍ମାଣ କରା ଯାଇଥିଲା ବୋଲି କୁହା ଯାଏ ।

ମାନଙ୍କ ମହିମା ବିଷୟରେ ପୁରା ଜିଲା ଆଉ ଆଖ ପାଖ ସବୁ ଜାଗାରେ ବହୁତ ଚର୍ଚା ରହିଛି । ତେବେ ଲୋକଙ୍କ ମାନ୍ୟତା ଅନୁଯାଇ ସମସ୍ତଙ୍କ ମନସ୍କାମନା ମା ପୂର୍ଣ କରନ୍ତି କିନ୍ତୁ ଯିଏ ସତ ଭକ୍ତି ଭାବରେ ଡାକିବ ମା କେବଳ ତାଙ୍କ କଥା ଶୁଣିବେ ଯିଏ ମନରେ ପା-ପ ନେଇ ମାଙ୍କୁ ଡାକିଥାଏ ତାର କେବେ ଶୁଭ ସଫଳତା ହବ ନାହିଁ । ଥରେ ଜଣେମାଛ ଧରିବା ଲୋକ ମାନଙ୍କ ମନ୍ଦିରକୁ ଆସିଲା ନିଜ ଦୁଃଖ ବ୍ୟକ୍ତ କଲା କହିଲା ମାଛ ମିଳୁ ନାହାନ୍ତି ଛୁଆ ନ୍ଖାୟ ଭୋକିଲା ଅଛନ୍ତି ମା ମୋ ବେପାର ବୁଡି ଜୀବ ବଞ୍ଚାଇ ଦେ ମୁଁ ଟଟେ ମାଛ ଭୋଗ ଲଗାଇବୀ ।

ଏହି କଥା କହି ମାଛ ଧରିବା ଲୋକ ଚାଲି ଗଲା ସପ୍ତାହ ହେଇ ନଥିଲା ତା ବେପାର ବଢିବାକୁ ଲାଗିଲା ଏତେ ମାଛ ଆସିଲେ ତା ଜାଲରେ ଯେ ସେ ବିକି ବିକି ଥକି ଗଲା କିନ୍ତୁ ମାଙ୍କ ମାନସିକ ପୂର୍ଣ ହେଲା ପରେ ମଧ୍ୟ ଭୁଲି ଗଲା ଯାହା ପରେ ମା ଦୁଇ ତିନି ଥର ତାକୁ ସ୍ଵପ୍ନ ଦେଲେ କିନ୍ତୁ ଲୋଭରେ ମାଛ ଧରିବା ଲୋକ ଏହି କଥାକୁ ଅଶୁଣା କରି ଦେଲା ଯାହା ପରେ ମା ରା-ଗି ଯାଇ କହଲେ ତୋ ବଂଶରେ ଯିଏ ମାଛ ଖାଇବ ତାର ମୃ-ତ୍ୟୁ ହବ ।

ଏହି ଘଟଣା ପରେ ସତକୁ ସତ ତା ବଂଶ ଲୋକ ମ-ରି-ବା ଆରମ୍ଭ ହେଲେ ନିଜ ଭୁଲ ବୁଝି ପାରି ମାଛ ଧରୁଥିବା ଲୋକ ଆସି ମାନଙ୍କ ପାଦରେ ପଡି ଭୁଲ ମାଗିଲା ତା ପର ଦିନ ରାତିରେ ମା ସ୍ଵପ୍ନ ଦେଲେ ମତେ କିଛି ଭୋଗ କରିବା ଆବଶ୍ୟକ ନାହିଁ ଏହି ଗାଁରେ ବହୁତ ଲୋକ ନିର୍ଧନ ଅଛନ୍ତି ତାଙ୍କୁ କିଛି ଦାନ କରି ଦିଅ । ଏହି ଘଟନା ପରେ ସବୁ କିଛି ଭଲ ହେଲା ।

ଗାଁ ଲୋକଙ୍କ କହିବା ଅନୁଯାଇ ତାଙ୍କ ପୂର୍ବଜ ମାନେ ଦେଖିବାକୁ ପାଇଛନ୍ତି ଯେ ରାତିରେ ଜ୍ଵଳା ଭଳି ମନ୍ଦିରରୁ ବାହାରେ ଆଉ ପୁରା ଗାଁ ବୁଲିକି ଆସିଥାଏ ଲୋକଙ୍କ ମାନ୍ୟତା ଅନୁଯାଇ ସେ ମା ଚଣ୍ଡୀ ହୋଇଥାନ୍ତି ଯିଏ ନିଜ ଭକ୍ତ ମାନଙ୍କ କଥା ବୁଝିବା ପାଇଁ ମନ୍ଦିରରୁ ବାହାରିଥାନ୍ତି କୁହା ଯାଏ ଯେ ସେହି ସମୟରେ ଗାଁ ଆଉ ଆଖ ପାଖ ଗାଁ ଲୋକ ବହୁତ ସୁଖରେ ଥିଲେ କାହାକୁ ବି ମା କେବେ କୌଣସି ଅସୁବିଧା ହବାକୁ ଦେଉ ନଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *