ବନ୍ଧୁଗଣ, ଗରୁଡ ପୁରାଣ ଅନୁଯାୟୀ ମନୁଷ୍ୟର ଦେ-ହ-ତ୍ୟା-ଗ ପରର ସମସ୍ତ ସ୍ଥିତି ର ବର୍ଣ୍ଣନା କରାଯାଇଅଛି । ଏଥିରେ ପା-ପୀ ବ୍ୟକ୍ତି ବିଶେଷ ମାନଙ୍କର ମୃ-ତ୍ୟୁ ପରର ସ୍ଥିତି କୁ ଅତି ଭ-ୟା-ନ-କ ଭାବରେ ବର୍ଣ୍ଣନା କରାଯାଇଅଛି । ଏହା ଆପଣ ମାନେ ଜାଣି ଆପଣ ମାନଙ୍କର ହୃଦୟ ମଧ୍ୟ ଥ-ର-ହ-ର ହୋଇଯିବ । ଗରୁଡ ପୁରାଣ ଅନୁସାରେ ପି-ଣ୍ଡ ଦାନ ପରେ ବ୍ୟକ୍ତିଙ୍କର ଏକ ସୂକ୍ଷ୍ମ ଶ-ରୀ-ର ବନିଥାଏ । ଏହି ଶରୀର ମଧ୍ୟରେ ପ୍ରବେଶ ହୋଇ ପା-ପୀ ବ୍ୟକ୍ତି ମାନଙ୍କ ଆ-ତ୍ମା କୁ ବହୁତ ଲମ୍ବା ଦୂରର ଭ-ୟା-ନ-କ ପଦଯାତ୍ରା କରିବାକୁ ପଡିଥାଏ ।
ଏଭଳି ପଦଯାତ୍ରା ସେ କେବେ ମଧ୍ୟ ନିଜ ଜୀବନ କାଳରେ କରି ନଥିବେ । ଗରୁଡ ପୁରାଣ ଅନୁସାରେ ମନୁଷ୍ୟ ର ମୃ-ତ୍ୟୁ ପରେ ୨୪ ଘଣ୍ଟା ପର୍ଯ୍ୟନ୍ତ ତାହାର ଆ-ତ୍ମା କୁ ଯମଲୋକ ମଧ୍ୟକୁ ନେଇ ଯାଇଥାନ୍ତି । ଏହାପରେ ସେଠାକୁ ଯାଇ ତାହାର ଜୀବନ ସାରା ର କର୍ମ ମାନଙ୍କର ହିସାବ ହୋଇଥାଏ ।
ମନୁଷ୍ୟର କର୍ମ ର ହିସାବ ହୋଇ ସାରିବା ପରେ ତାକୁ ସ୍ଵୋର୍ଗ, ନର୍କ ତଥା ପୃଥିବୀ ଲୋକ କୁ ନିଆଯାଇଥାଏ । ଏହାପରେ ତାକୁ ପୁନର୍ବାର ୧୩ ଦିନ ଯାଏଁ ପିତୃ ଲୋକକୁ ପଠାଯାଇଥାଏ । ଏହି ୧୩ ଦିନ ମଧ୍ୟରେ ତାହାର ପରିବାର ଲୋକଙ୍କ ଦ୍ଵାରା କରାଯାଇଥିବା ପିଣ୍ଡଦାନ ଦ୍ଵାରା ମୃ-ତ ମନୁଷ୍ୟ ର ଏକ ସୂକ୍ଷ୍ମ ଶରୀର ର ନିର୍ମାଣ ହୋଇଥାଏ । ଏହାପରେ ଆ-ତ୍ମା ସେଠାରେ ପ୍ରବେଶ କରିଥାଏ ।
ଏହି ୧୩ ଦିନ ପରେ ପୂଣ୍ୟ କରିଥିବା ଲୋକଙ୍କୁ ସ୍ଵୋର୍ଗ ର ସୁଖ ଭୋଗ କରିବାକୁ ପଠା ଦିଆଯାଇଥାଏ । ସେହିଭଳି ଯେଉଁ ଲୋକେ ପା-ପୀ ହୋଇଥାନ୍ତି ସେମାନଙ୍କୁ ଯମଲୋକ ପର୍ଯ୍ୟନ୍ତ ଯାତ୍ରା ଖାଲି ପାଦରେ କରିବାକୁ ପଡିଥାଏ । ସେହି ସମୟରେ ସେହି ବ୍ୟକ୍ତି ଙ୍କୁ ୯୯ ହଜାର ୟୋଜନ ୟାନୀ ୧୧ ଲକ୍ଷ ୯୮୮ କିଲୋମିଟର ର ପଦଯାତ୍ରା କରିବାକୁ ହୋଇଥାଏ । ଏହି ବିଶାଳ ଯାତ୍ରା କୁ ପୁରା କରିବା ନିମନ୍ତେ ତାକୁ ୧ ବର୍ଷ ସମୟ ଲାଗିଥାଏ ।
ଗରୁଡ ପୁରାଣ ଅନୁସାରେ ଏହି ଯାତ୍ରା ସମୟରେ ଆ-ତ୍ମା କୁ ଅନେକ ଗାଁ ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ଏହି ଗାଁ ମାନଙ୍କରେ ପ୍ରଳୟ କାଳ ସମୟରେ କେତେବେଳେ ସୂର୍ଯ୍ୟ ଚମକୁଥିବା ଦେଖା ଯାଇଥାନ୍ତି । ଏହି ସମୟରେ ପା-ପୀ ଆ-ତ୍ମା କୁ ନା କେଉଁଠାରେ ଛାୟା ମିଳିଥାଏ, ନା କେଉଁଠାରେ ଆରାମ କରିବାକୁ ଜାଗା ମିଳିଥାଏ, ନା କେଉଁଠାରେ ପାଣି ପିଇବାକୁ ମିଳିଥାଏ । ଏହି ରାସ୍ତାରେ ଅସିପତ୍ର ନାମକ ବନ ମଧ୍ୟ ପଡିଥାଏ । ଏହି ଜଙ୍ଗଲ ରେ ଭ-ୟା-ନ-କ ଅଗ୍ନି ରହିଥାଏ । ଏଥିରେ କୁଆ, ପେଚ୍ଚା, ମହୁମାଛି, ମସା ଆଦି ରହିଥାନ୍ତି । ଏମାନେ ଆ-ତ୍ମା କୁ ରାସ୍ତା ରେ ବହୁତ ହ-ଇ-ରା-ଣ କରିଥାନ୍ତି ।
ଏମାନଙ୍କ ଠାରୁ ବଞ୍ଚିବା ନିମନ୍ତେ ଆ-ତ୍ମା କେବେ ମ-ଳ-ମୂ-ତ୍ର ତଥା କେବେ କାଦୁଅ ତଥା କେବେ ଅନ୍ଧାର କୂପ ରେ ପଡିଯାଇ ଯ-ନ୍ତ୍ର-ଣା ତଥା କ-ଷ୍ଟ ଅନୁଭବ କରିଥାଏ । ଯଦି ଆପଣଙ୍କୁ ଏହି ଭ-ୟା-ନ-କ ପରିସ୍ଥିତି ରୁ ବଞ୍ଚିବାକୁ ହୋଇଥାଏ ତେବେ ଜୀବନରେ ସ-ତ ମା-ର୍ଗ-ରେ ଚାଲନ୍ତୁ । ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣ ମାନଙ୍କର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।