ଏହି 3 ଟି କାମ କରିବେ ତ ପିରିଅଡ ସମସ୍ୟାରେ ବି କରିବେ ଗର୍ଭ ଧାରଣ- Pregnancy Tips

ପି-ରି-ଅ-ଡ ଅସୁବିଧା ପ୍ରାୟ ସବୁ ମହିଳାଙ୍କୁ ହୋଇଥାଏ । ପି-ରି-ଅ-ଡ କମ ବା ବେସୀ ହେବା ଡେଟରେ ଏପଟ ସେପଟ ହେବ ସାଧାରଣ ହୋଇଥାଏ । ଯଦି ଆମେ ଗ-ର୍ଭ- -ଧା-ର-ଣ କଥା ହେବା ତେବେ ପି-ରି-ଅ-ଡ ଠିକସେ ହେବ ନିହାତି ଦରକାର । ଯଦି ମହିଳା ଗ-ର୍ଭ-ବ-ତୀ ହେବାକୁ ଚହୁଁଛନ୍ତି ତେବେ ନିଜ ପି-ରି-ଅ-ଡ ଠିକସେ ହେବା ଦରକାର । ନିୟମିତ ଓ ଠିକ ଭାବରେ ହେବ ଦରକାର । ପି-ରି-ଅ-ଡ ଠିକ କରିବାର ପ୍ରଥମ କଥା ହେଉଛି କିଛି ଫଳ ଓ ପରିବାରେ ପାଇଥାଉ । ଏହାକୁ ନିୟମିତ ବ୍ୟଭର କରିବା ଦ୍ଵାରା ବହୁତ ଭଲ ଫଳ ମିଳିଥାଏ । ଡାଳିମ୍ବ, ବିଟରୁଟ , ପାଳଙ୍ଗ , ଟମାଟର, ଖିସମିସ ଏହି ଜିନିଷ ଆମକୁ ସବୁବେଳେ ଖାଇବା ଦରକାର ।

ଖିସ ମିସ ପ୍ରତିଦିନ ଦଶ ମିନିଟ ପାଣିରେ ଭିଯାଇ ସକାଳେ ଖାଇ ପାଣି ପିଇବା ଦରକାର । ପାଳଙ୍ଗ ଓ ଟମାଟରକୁ ସୂପ କି ସବ୍ଜୀ ବନାଇକି ଖାଇବା ଦରକାର । ଏହି ଜିସ ପି-ରି-ଅ-ଡକୁ ଠିକ କରିବା ପାଇଁ ବହୁତ ଜରୁରୀ ହୋଇଥାଏ । ଏହି ସବୁକୁ ମାସର ସବୁ ଦିନରେ ବ୍ୟବହାର କରିପାରିବେ । ପ୍ରତିଦିନ ଏକ୍ସାର୍ସାଇଜ କରିବା ଦରକାର । ପ୍ରତିଦିନ ବ୍ୟାୟମ କରିବାର ମହତ୍ଵ ବହୁତ ରହିଛି । ବ୍ୟାୟମ କରିବା ଦ୍ଵାରା ଆମ୍ର ସ୍ଟ୍ରେସ ଲେବଲ କମ ହୋଇଥାଏ । ଚିନ୍ତା ଦୂର କରିଥାଏ ତା ସହିତ ଶରୀରରେ ସହିତ ଯେଉଁ ହାର୍ମ ଫୁଲ କେମିକଲ ରହିଥାଏ ତାକୁ ମଧ୍ୟ ବାହର କରିପାରିବ ।

ବହୁତ ସହଜ ଉପାୟରେ । ଏହା ସହିତ ଶରୀରରେ ଫୁର୍ତି ଓ ଫ୍ରେଶ ଅନୁଭବ ହେବ ସହିତ ହରମୋନ ସନ୍ତୁଳିତ ରହିଥାଏ । ପ୍ରତିଦିନ ଆପଣ ୩୦ ମିନିଟ ଚାଲି ପାରନ୍ତି । ଯଦି ସକାଳର ଖରାରେ କରିବେତ ବହୁତ ଭଲ । ଆଉ ଯୋଗ ବା ମେଡିଟେସନ କରିବା ବହୁତ ଭଲ ହୋଇଥାଏ । ଆପଣ ସ୍କିପିଙ୍ଗ ମଧ୍ୟ କରିପାରନ୍ତି । ଆପଣଙ୍କୁ ଶାରୀରିକ ଗତିବିଧି ପ୍ରତିଦିନ ୩୦ ମିନିଟ ପର୍ଯ୍ୟନ୍ତ କରିବା ଆବଶ୍ୟକ ହୋଇଥାଏ । ଜୁଆଣୀ ଆଉ ପାନ ମାଧୁରୀ ପି-ରି-ଅ-ଡ ପାଇ ବହୁତ ଲାଭ କାରକ ହୋଇଥାଏ । ଯାହାକୁ ହେବି ପି-ରି-ଅ-ଡ ଆସିଥାଏ ସେ ପାନ ମଧୁରୀର ସରବତ ପିଇ ପାରିବେ ।

ଆଉ ଯାହାକୁ ପି-ରି-ଅ-ଡ ଖୋଲିକି ଆସିନଥାଏ ବ ପି-ରି-ଅ-ଡ ବହୁତ କମ ଆସିଥାଏ । ତେବେ ରାତିରେ ମାଟି ପାତ୍ରରେ ଜୁଆଣୀ ପାଣିରେ ରାତି ସାରା ଭିଯାଇ ସକାଳେ ତାର ସେବନ କରିପାରିବେ । ଜୁଆଣୀ ଆଉ ପାନ ମାଧୁରୀ ପାଣି ବନାଇବା ପାଇଁ ଆମକୁ ମାଟିର ବର୍ତନ ନେବାକୁ ହେବ । ଆଉ ପାଣି ଓ ଗୋଟେ ଗୋଟେ ଚାମଚ ମସଲା ନେବାକୁ ହେବ । ଏହି ପ୍ରୟୋଗ ଆମକୁ ପୁରା ମାସ ପର୍ଯ୍ୟନ୍ତ କରିବାକୁ ହେବ । ଗୋଟେ ମାସର ବ୍ୟବହାର କାଲେ ଏହାର ଯାଦୁଇ ପ୍ରଭାବ ବିଷୟରେ ଜାଣି ପାରିବେ । ପି-ରି-ଅ-ଡ ଠିକ କରିବା ପାଇଁ ଯଦି ଆପଣ ଏହି ତିନୋଟି କାମ କରିବେ ତେବେ ଆପଣଙ୍କୁ ପି-ରି-ଅ-ଡ ସମସ୍ଯା କେବେବି ହେବନି ।

Leave a Reply

Your email address will not be published. Required fields are marked *