ଓଡିଆ ଇଣ୍ଡଷ୍ଟ୍ରିର ଜବରଦସ୍ତ ଯୋଡି ଦୁର୍ଜ୍ୟ ଓ କେଟି ଶୁଟିଙ୍ଗ ସେଟରୁ ପ୍ରେମ କରି ବିବାହ ବନ୍ଧନରେ ହେଲେ ବାନ୍ଧି

ଟେଲିଭିଜନ ଜଗତରେ ଅଭିନୟ କରୁଥିବା କଳାକାର ମାନେ ଜବରଦସ୍ତ ପର୍ଫୋମାଂସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ନିଜ ପାଇଁ ଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଆଜିକାଲି ଘରେ ଘରେ ଲୋକ ମାନେ ଟିଭି ସିରିଏଲ ଦେଖିବାକୁ ଆଗ୍ରହ ହେଉଛନ୍ତି । ସେଥିପାଇଁ ତ ସିରିଏଲ ଗୁଡିକ ବହୁ ମାତ୍ରା ରେ ପ୍ରସାରିତ ହେବାରେ ଲାଗିଛି । ତେବେ ଟିଭିର କିଛି କଳାକାର ମାନେ ଏମିତି ଅଛନ୍ତି ଯେଉଁ ମାନେ ନିଜର ଦମଦାର ଅଭିନୟ ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରି ରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଶୁ-ଟି-ଙ୍ଗ ସେଟରୁ ଅଭିନେତା ଦୁର୍ଜ୍ୟ ଓ ଅଭିନେତ୍ରୀ କେଟି ପରସ୍ପର କୁ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଏହା ବିଷୟରେ କଣ ରହିଛି ସଂପୂର୍ଣ୍ଣ ବିବରଣୀ ତାହା କହିବାକୁ ଯାଉଛୁ ।

ଆପଣ ମାନେ ଅଭିନେତା ଦୁର୍ଜ୍ୟ ଓ ଅଭିନେତ୍ରୀ କେଟି ଙ୍କୁ ଅନେକ ଓଡିଆ ସିରିଏଲରେ ଅଭିନୟ କରିବାର ଦେଖିଥିବେ । ଅଭିନେତା ଦୁର୍ଜ୍ୟ ଙ୍କ ପ୍ରକୃତ ନାଁ ହେଉଛି ନୀଲ ପଣ୍ଡା ଓ ଅଭିନେତ୍ରୀ କେଟି ଙ୍କ ରିୟାଲ ନାଁ ହେଉଛି ମାନସୀ ପାଲ । ଏହି ଦୁଇ ଯୋଡି ଟିଭି ସିରିଏଲ “ତୋ ପାଇଁ ମୁଁ ମୋ ପାଇଁ ତୁ” ରେ ଅଭିନୟ କରିବାର ନିଶ୍ଚୟ ଦେଖିଥିବେ ।

ଏହି ଦୁଇ ଯୋଡି ଏହି ସିରିଏଲରେ ପ୍ରେମ କରି ବିବାହ ବନ୍ଧନ ରେ ବାନ୍ଧି ହେବାର ଅଭିନୟ କରୁଛନ୍ତି । ଆଗାମୀ ଦିନ ମାନଙ୍କରେ ଆପଣ ମାନେ “ତୋ ପାଇଁ ମୁଁ ମୋ ପାଇଁ ତୁ” ସିରିଏଲରେ ଏହି ଦୁଇ ଜବରଦସ୍ତ ଯୋଡି କୁ ସ୍ଵାମୀ ଓ ସ୍ତ୍ରୀ ଭାବରେ ଅଭିନୟ କରିବାର ଦେଖିବାକୁ ପାଇବେ ।

କିନ୍ତୁ ରିୟଲ ଲାଇଫରେ ଦୁର୍ଜୟ ଓ କେଟି ଏ ଯାଏଁ ଶିଂଗଲ ଅଛନ୍ତି । ଆପଣ ମାନେ ଅଭିନେତ୍ରୀ କେଟି ଙ୍କୁ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହୋଇଥିବା ସିରିଏଲ “ତୋ ଅଗଣାର ତୁଳସୀ ମୁଁ” ରେ ଅଭିନୟ କରିବାର ଦେଖିଥିବେ । ତାଙ୍କର ଜବରଦସ୍ତ ଅଭିନୟ କୁ ଦର୍ଶକ ମାନେ ବହୁତ ସାରା ଭଲ ପାଇବା ଦେଇଥିଲେ ଯାହା ପାଇଁ କେଟି ଖୁବ ଲୋକପ୍ରିୟତା ହାସଲ କରିଥିଲେ ।

ଏହା ପରେ ରହିଛନ୍ତି ଅଭିନେତା ଦୁର୍ଜ୍ୟ ତରଙ୍ଗ ଟିଭିରେ ପ୍ରସାରିତ ହୋଇଥିବା ସିରିଏଲ “ଦୂର୍ଗା” ରେ ମୁଖ୍ୟ ନାୟକ ଭାବେ ଅଭିନୟ କରିଥିଲେ ଯାହା ପାଇଁ ଦର୍ଶକ ମାନେ ତାଙ୍କୁ ବହୁତ ସାରା ଭଲ ପାଇବା ଦେଇଥିଲେ । ବର୍ତ୍ତମାନ “ତୋ ପାଇଁ ମୁଁ ମୋ ପାଇଁ ତୁ” ସିରିଏଲରେ ଏହି ଦୁଇ ଯୋଡି ନିଜର ଜବରଦସ୍ତ ପର୍ଫୋମାଂସ ଦେବାକୁ ଯାଉଛନ୍ତି । ଏହି ସିରିଏଲରେ ଏହି ଦୁଇ ଯୋଡି ଙ୍କର ପ୍ରେମ କାହାଣୀ ଓ ରୋମାନ୍ସ ଦେଖିବାକୁ ମିଳିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଦୁର୍ଜ୍ୟ ଓ କେଟି ଙ୍କ ଅଭିନୟ କିପରି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *