ଦେଖନ୍ତୁ Bollywoodର ଅପାଠୁଆ ହେରୋଇନ, ଯେଉଁମାନେ ଫିଲ୍ମରେ ତ ହିଟ୍ କିନ୍ତୁ ପଢାରେ ନୁହନ୍ତି Fit

ବନ୍ଧୁଗଣ ବଲିଉଡର ଏହି ଟପ ଅଭିନେତ୍ରୀ ଅଭିନୟ କ୍ଷେତ୍ରରେ ତ ଅଟନ୍ତି ସୁପରହିଟ ମାତ୍ର ଶିକ୍ଷା କ୍ଷେତ୍ରରେ ନିଜର କରାମତି ଦେଖାଇ ନପାରି ଅଧାରୁ ରହିଯାଇଥିଲେ । ଆମେ ସମସ୍ତେ ଜାଣିଛୁ ଯେ ଶିକ୍ଷା କେବେ ମଧ୍ୟ ନିଆଯାଇପାରେ । ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ବଲିଉଡର କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଜିଏକି ପାଠ ପଢା ମାମଲାରେ ପୁରା ଜିରୋ ଅଟନ୍ତି । ଏତେ ବଡ ପର୍ସୋନାଲିଟି ଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ନିଜର ଜାଦୁ ଦେଖାଇ ପାରିନାହାନ୍ତି ।

ଆସନ୍ତୁ ଜାଣିବା ବଲିଉଡର କେଉଁ ହିରୋଇନ ମାନେ ଅଛନ୍ତି ଜିଏକି ବଲିଉଡରେ ଫିଲ୍ମ ଲାଇନରେ ନିଜର ଚକାଚନ୍ଦ ଦେଖେଇଛନ୍ତି ମାତ୍ର ଶିକ୍ଷାରେ ନିଜର ପ୍ରଦର୍ଶନ ଦେଖେଇ ପାରିନାହାନ୍ତି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ।

କରିଷ୍ମା କପୁର: ବନ୍ଧୁଗଣ କରିଷ୍ମା କପୁର ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି । ସେ ନିଜର ଅଭିନୟରେ ଦର୍ଶକ ମାନଙ୍କ ମନକୁ ଜିତି ନେଇଛନ୍ତି । କିନ୍ତୁ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି କି ତାଙ୍କ ଶିକ୍ଷା ବିଷୟରେ, କରିଷ୍ମା କପୁର ନିଜର ଅଭିନୟର ଚକାଚାନ୍ଦକୁ ନେଇ ସେ ନିଜର ପାଠପଢାକୁ ସମୟ ଦେଇପାରିଲେ ନାହିଁ । ସେ ମାତ୍ର କ୍ଳାସ ୬ ପର୍ଯ୍ୟନ୍ତ ଶିକ୍ଷା ଅର୍ଜନ କରିଛନ୍ତି । ସେ ଫିଲ୍ମ ଗୁଡିକରେ ନିଜର ଦକ୍ଷତା ଦେଖେଇ ପ୍ରସିଦ୍ଧ ହୋଇଛନ୍ତି ମାତ୍ର ଶିକ୍ଷା କ୍ଷେତ୍ରରେ ଦେଖେଇ ପାରିନାହାନ୍ତି ।

ପ୍ରିୟାଙ୍କା ଚୋପ୍ରା: ହଲିଉଡରୁ ନେଇ ବଲିଉଡ ପର୍ଯ୍ୟନ୍ତ ନିଜର କୌଶଳ ଦେଖେଇ ଥିବା ପ୍ରିୟାଙ୍କା ମାତ୍ର କ୍ଳାସ ୧୨ ପାସ କରିଛନ୍ତି । ସେ ନିଜର ଆକଟିଂରେ ସାରା ଦର୍ଶକଙ୍କ ମନ ମୋହି ନେଇଛନ୍ତି ମାତ୍ର ତାଙ୍କର ଶିକ୍ଷାଗତ ଅଭିଜ୍ଞତା ବହୁତ କମ ଅଟେ । ସେ ନିଜର ସ୍କୁଲିଙ୍ଗ USA ଏବଂ ଇଣ୍ଡିଆରେ କରିଥିଲେ । ମାତ୍ର ସେ ମିସ ୱୋର୍ଲ୍ଡ ହେବାପରେ ମୋଡଲିଙ୍ଗର ଆଶାଇଂମେଣ୍ଟ କରିବାରୁ ସେ ଶିକ୍ଷାଖେତ୍ରରେ ଆଉ ଆଗକୁ ବଢି ପାରିଲେ ନାହିଁ । ବନ୍ଧୁଗଣ ପ୍ରିୟାଙ୍କା କ୍ରୀମିନାଲ ସ୍ସାଇକୋନାଲିଷ୍ଟ ହେବାକୁ ଚାହୁଥିଲେ । ସେ ମୁମ୍ବାଇର ଜୟ ହିନ୍ଦ କଲେଜରେ ଆଡ୍ମିସନ ନେଇଥିଲେ । କିନ୍ତୁ ମଡିଲିଙ୍ଗ ସହିତ ସେ ନିଜର ଶିକ୍ଷା କରିପାରିଲେ ନାହିଁ ।

ଦୀପିକା ପାଦୁକନ; ବଲିଉଡର ଓମ ଶାନ୍ତି ଓମ ଚଳଚିତ୍ରରୁ ନିଜର କାରିୟର ଆରମ୍ଭ କରୁଥିବା ଦୀପିକା ମଧ୍ୟ ୧୨ କ୍ଳାସ ପର୍ଯ୍ୟନ୍ତ ଶିକ୍ଷା ଅର୍ଜନ କରିଛନ୍ତି । ସେ ନିଜର ଆଗକୁ ଶିକ୍ଷା ପାଇଁ ବାଙ୍ଗାଲୁରୁର ମାଉଣ୍ଟ କାନୁରେ ଆଡ୍ମିସନ ନେଇଥିଲେ । କିନ୍ତୁ ନିଜର ମଡଲିଙ୍ଗ କାରଣରୁ ସେ ମଧ୍ୟ ନିଜର ପାଠକୁ ଅଧାରୁ ଛାଡି ଦେଇଥିଲେ । ବନ୍ଧୁଗଣ ଆଜିଭଳି ଦିନରେ ଦୀପିକା ବଲିଉଡର ପ୍ରସିଦ୍ଧ ଆକ୍ଟର ମାନଙ୍କ ମଧ୍ୟରୁ ଆଗ ଧାଡିରେ ଅଛନ୍ତି ।

କରିନା କପୂର: ସଇଫଙ୍କର ବେଗମ, ମାନେ କରିନା କପୁର ମଧ୍ୟ ୧୨ ପାସ କରିଛନ୍ତି । ତାଙ୍କୁ ଆଇନ ଗତ ଶିକ୍ଷା ମାନେ ଲ’ କରିବାର ଥିଲା ଏଥିପାଇଁ ସେ ମିଥିବାଇ କଲେଜରେ ମଧ୍ୟ ଆଡ୍ମିସନ କରିଥିଲେ । କିନ୍ତୁ ବଲିଉଡରେ ପାଦ ଦେଲା ମାତ୍ରେ ତାଙ୍କ ଚିନ୍ତାଧାରା ବଦଳିଗଲା ଏବଂ ସେ ମେଥିବାଇ କଲେଜ୍ରୁ ପାଠ ଅଧାରୁହିଁ ବଲିଉଡରେ ନିଜର କ୍ଯାରିୟର ଆରମ୍ଭ କରିଥିଲେ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *