“ସେକ୍ସି ବିଲ୍ଲି ଗୀତ ମୋ ଜୀବନର ମୋଡ଼ ବଦଳାଇ ଦେଇଥିଲା..ମୋ ପାଖେ କିଛି ଅଛି ମୁଁ ଦେଖେଇ ପାରୁଛି, ବୁଢ଼ୀ ହେଲା ପର୍ଯ୍ୟନ୍ତ ସେକ୍ସି ହେଇକି ରହିବି”: Bidusmita

ବନ୍ଧୁଗଣ ଆପଣ ମାନେ କନଟ୍ରିଭିସିଆଲ କୁଇନ ବିଦୂସ୍ମିତା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଜଣେ ଆଲବମ ଅଭିନେତ୍ରୀ ହେବା ସହ ସିରିଏଲ ଓ ଧାରାବାହିକରେ ଖୁବ ସୁନ୍ଦର ଅଭିନୟ କରି ଲୋକପ୍ରିୟଟା ହାସଲ କରିଛନ୍ତି । ସେ ଚମେଲି ଓ ସେକସି ବିଲ୍ଲୀ ଭାବରେ ପରିଚିତ ଅଟନ୍ତି । ବିଦୂସ୍ମିତା ଏକ ସାକ୍ଷାତକାରରେ ନିଜର ବା ବୟାନ ଦେଇଛନ୍ତି । ସେ କହିଛନ୍ତି କି “ମୋତେ ସ୍ଵପ୍ନ ଦେଖିବାକୁ ପସନ୍ଦ ଯଦି ସ୍ଵପ୍ନ ନ ଦେଖିବା ପୁରା କରିବାକୁ ଇଚ୍ଛା ହେବନି । ଆଜି ଦିନରେ କଣ ଫୁଲଫିଲ କରିବି ତାହା ଚିନ୍ତା କରିବି ।

ଲାଇଫର ପ୍ଲାନିଂ ସବୁବେଳେ ଆଗକୁ ହେବା ଦରକାର । ଯେମିତି ପାଠର ଶେଷ ନ ଥାଏ ସେମିତି ଅଭିନୟର ଶେଷ ନ ଥାଏ । ମୋତେ ସବୁବେଳେ ନୂଆ ନୂଆ ଚରିତ୍ର ମିଳୁ ସେଟା ମୋର ଇଚ୍ଛା । ମୋର ବି ଘର ପରିବାର ଅଛି, ଶାଶୁ, ଶ୍ଵଶୁର, ସ୍ଵାମୀ ଅଛନ୍ତି ସେମାନେ ବି ମୋତେ ଦେଖୁଛନ୍ତି । ଯେଉଁଥି ମୋର ଭୁଲ ନ ଥାଏ ମୁଁ ଫାଇଟ କରେ ଆଉ ମୁଁ ଭୁଲ ଥିଲେ ମୁହଁ ଖୋଲେ । ମୋତେ ଇଣ୍ଡଷ୍ଟ୍ରିରେ କନଟ୍ରିଭିସିଆଲ ତ୍ୟାଗ ମିଳିଛି ତାକୁ ନେଇ ମୁଁ ବହୁତ ଖୁସି ହୁଏ । ସାହସ ମୋତେ ମିଳିଛି ତା ପଛରେ ଅନେକ ଅଛନ୍ତି ।

ଗୋଟେ ଝିଅ ହିସାବରେ ତାରିଫ କରିଲେ ସେମାନେ ଖୁସି ହୁଅନ୍ତି । ସେକସି ବିଲ୍ଲୀ ଗୀତଟା ମୋ ଲାଇଫର ଟର୍ଣ୍ଣିଙ୍ଗ ପଏଣ୍ଟ । ୨୦୦୮ରେ ମୁଁ ବଡ କେସ କୁ ନେଇ ଫସି ହୋଇ ଯାଇଥିଲି । ତା ପରେ ମୋତେ ସେକସି ବିଲ୍ଲୀ ଗୀତ ର ଅଫର ଥିଲା । ମୋତେ ଲାଗିଲା ଏଟା ବହୁତ ବଡ ଅଫର ଇଣ୍ଡଷ୍ଟ୍ରିକୁ ବ୍ୟାକ କରିବା ପାଇଁ । ୨୦୧୧ରୁ ଏହି ଗୀତଟି ଏତେ ଫ୍ୟାମ୍ସ ହୋଇଗଲା ଏବେ ବି ଲୋକମାନେ ତ୍ୟାଗରେ ଚାଲିଛି । ମୁଁ ଯଦି ସ୍ଟେଜରେ ଏଣ୍ଟ୍ରି କରୁଛି ସେହି ଗୀତ ଟା ନ ବାଜିଲେ ମୋ ଦର୍ଶକ ମାନେ ପସନ୍ଦ କରୁ ନାହାନ୍ତି ।

ଏହି ଗୀତ ଟା ମୋତେ ବହୁତ କିଛି ମାଇଲେଜ ଦେଇଛି ନାଁ ବି ଦେଇଛି । ସେକସି ଶବ୍ଦ ଯେଉଁ ଲାଗିଛି ମୁଁ ବଞ୍ଚିଥିବା ଯାଏଁ ସେକସି ରହିବି । ମୁଁ ଅନେକଙ୍କୁ ବିନା କ୍ୟାମେରାରେ କହିଛି ହୁଏ ତ ମୋ ପାଖରେ ଏମିତି କିଛି ଅଛି ଯାହା ମୁଁ ଦେଖାଇ ପାରୁଛି ଯାହା ବୋଧେ ଅନ୍ୟ ମାନଙ୍କ ପାଖରେ ନାହି । ମୋ ଉପରେ ଯେତେ ଯିଏ ଈର୍ଷା କରିଲେ ବି ମୁଁ କେମିତି ଭଲ କାମ କରିବି ସେଟା ଚାହେଁ ।

ମୋ ଦର୍ଶକ ମାନଙ୍କର ଭଲ ପାଇବା ରହିଛି ଯାହା ପାଇଁ ଆଜି ମୁଁ ଏ କ୍ଷେତ୍ରରେ ରହିଛି । ଅଭିନୟକୁ ନେଇ ଯେଉଁ ମାନେ ମୋର ତାରିଫ କରନ୍ତି ସେମାନଙ୍କୁ ଏତିକି କହିବି କଳାକାରରର କର୍ତ୍ତବ୍ୟ ରହିଛି ନିଜକୁ ମେଣ୍ଟେନ କରିବା ଉଚିତ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ହିରୋଇନ ବିଦୂସ୍ମିତା ଙ୍କ ଅଭିନୟ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *