“Rani Panda କହିଥିଲେ 50 ହଜାର ଦେବେ କିନ୍ତୁ ଦେଇଛନ୍ତି 35 ହଜାର “, Sukantaଙ୍କ ବାପା କଣ କହୁଛନ୍ତି ଦେଖନ୍ତୁ Video

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଯାତ୍ରୀ ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ନେଇ ଚର୍ଚ୍ଚା ପଣି ଥରେ ଜୋର ଧରିଛି । ଏମିତିରେ ଦେଖିବାକୁ ଗଲେ ରାଣୀ ପଣ୍ଡା ଅନେକ ସମୟରେ ନିଜର ଭଲ କାମ ଓ ଭାଷଣ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି ସୋସିଆଲ ମିଡିଆରେ । କିନ୍ତୁ ଏଥର ଅନ୍ୟ କିଛି କାରଣ ପାଇଁ ସେ ବିବାଦରେ ପଡିଛନ୍ତି ଆଉ ଚର୍ଚ୍ଚା ରେ ରହିଛନ୍ତି । ସୂଚନା ଅନୁଯାୟୀ ଗତ ତିନି ଦିନ ତଳେ ରାନୀ ପଣ୍ଡା ବାହାଘର ଭୋଜି ଖାଇ ଘରକୁ ଫେରିବା ସମୟରେ ତାଙ୍କ କାର ସହ ଜଣେ ବାଇକ ଆରୋହି ଙ୍କ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ଏତେ ଜୋର ରେ ହୋଇଥିଲା କି ଘଟଣା ସ୍ଥଳରେ ବାଇକ ଆରୋହି ସୁକାନ୍ତ ବେହେରା ଙ୍କ ମୃତ୍ୟୁ ଘଟିଛି । ଯାହା ଫଳରେ ସୁକାନ୍ତ ଙ୍କ ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଛନ୍ତି । ଏମିତିକି ଏହି ଦୁର୍ଘଟଣା ରେ ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭର ମଧ୍ୟ ଆହତ ହୋଇଛନ୍ତି । ରାଣୀ ପଣ୍ଡା ହାତ, ଗୋଡ ଭାଙ୍ଗିବା ସହ ଛାତିରେ ଶାକ୍ତ ଆଘାତ ଲାଗିଛି ଯାହା ଗତ କାଲି ଲାଇଭ ଆସି ରାଣୀ ପଣ୍ଡା ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଇଥିଲେ । ତେବେ ପୁଅର ମୃତ୍ୟୁ ପାଇଁ ସୁକାନ୍ତ ଙ୍କ ପରିବାର ଲୋକେ ରାଣୀ ପଣ୍ଡା ଙ୍କୁ ଦାୟୀ କରିଛନ୍ତି ।

କିନ୍ତୁ ରାଣୀ ପଣ୍ଡା କହିଛନ୍ତି ମୋର କିଛି ବି ଦୋଷ ନାହି ଯଦି ମୋ ଉପରେ ଦୋଷ ଲଦି ଦିଆ ଯାଉଛି ତେବେ ମୁଁ ସୁକାନ୍ତ ଙ୍କ ପରିବାରକୁ ପୋଷିବି ତାଙ୍କ ପିଲା ମାନଙ୍କ ଦାୟିତ୍ଵ ମୁଁ ନେବି । ଏହାରି ମଧ୍ୟ ସୁକାନ୍ତ ବାପା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସୁକାନ୍ତ ବାପା କହିଛନ୍ତି କି ମୋ ପୁଅ ତ୍ରିଶୂଳିଆ ରୁ ଘରକୁ ଫେରିବା ସମୟରେ ଡାଳଖାଇ ଛକ ନିକଟରେ ରାଣୀ ପଣ୍ଡା ଙ୍କ କାର ସହ ଧକ୍କା ହୋଇଥିଲା । ଯାହା ଫଳରେ ମୋ ପୁଅର ମୃତ୍ୟୁ ଘଟିଛି ।

ସୋସିଆଲ ମିଡିଆ ଆଗରେ ରାଣୀ ପଣ୍ଡା ପ୍ରତିଶ୍ରୁତି ଦେଇଥିଲେ କି ୫୦ ହଜାର ଟଙ୍କା ଦେଇଛନ୍ତି କିନ୍ତୁ ସତ କଥା ହେଉଛି ସେ ୩୫ ହଜାର ଟଙ୍କା ଦେଇଛନ୍ତି । ଥାନା ରୁ ମଧ୍ୟ ୧୦ ହଜାର ଟଙ୍କା ମିଳିଛି । ବିଧାୟକ ମଧ୍ୟ ସାହାଜ୍ଯ କରିଛନ୍ତି । ଏମିତିକି ଗାଁ ଲୋକେ ପୁଅର ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟର ହାତ ବଢାଉକନ୍ତି ।

କିନ୍ତୁ ସୁକାନ୍ତ ଙ୍କ ଦୁଇ କୁନି କୁନି ପିଲା ଏବେ କେମିତି ରହିବେ କଣ କରିବେ କେମିତି ଚଳିବେ ତାହାକୁ ନେଇ ମୁଁ ବହୁତ ଚିନ୍ତା ରେ ଅଛି । ଜାଣିପାରୁ ନାହି କଣ କରିବି କଣ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *